GK Questions and Answers: ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପିନ୍ଧି ପାରିବା ଓ ଖାଇ ପାରିବା ମଧ୍ୟ ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଭାରତରେ ରାଷ୍ଟ୍ରୀୟ ଯୁବ ଦିବସ କେବେ ପାଳନ କରାଯାଏ ?

ଉ: ୧୨ ଜାନୁୟାରୀ

୨- ଭାରତ ସରକାର କୋଭିସିଲ୍ଡ କରୋନା ଟୀକା ପ୍ରସ୍ତୁତ କରିବା ପାଇଁ କାହା ସହ ଚୁକ୍ତି ସାକ୍ଷର କରିଥିଲେ ?

ଉ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ

୩- ବିଶ୍ଵର ସବୁଠୁ ବଡ ମହାଦ୍ଵୀପ କଣ ଅଟେ ?

ଉ: ଏସିଆ

୪- ଟ୍ରାଫିକ ସିଗନାଲର ଆରମ୍ଭ ସର୍ବ ପ୍ରଥମେ କିଏ କରିଥିଲା ?

ଉ: ରେଲୱେ

୫- ରବୀନ୍ଦ୍ରନାଥ ଟାଗୋର ଭାରତ ବ୍ଯତୀତ ଆଉ କେଉଁ ଦେଶ ପାଇଁ ରାଷ୍ଟ୍ରୀୟ ସଙ୍ଗୀତ ଲେଖିଥିଲେ ?

ଉ: ବାଂଲାଦେଶ

୬- ପ୍ରଥମ ଭାରତୀୟ ଫିଲ୍ମ “ରାଜା ହରିଶଚନ୍ଦ୍ର” ର ନିର୍ମାତା କିଏ ଥିଲେ ?

ଉ: ଦାଦା ସାହେବ ଫାଲକେ

୭- କମ୍ପ୍ୟୁଟର କି-ବୋର୍ଡ ର କେଉଁ ବଟନ୍ ଉପରେ ତା’ର ନାମ କିମ୍ବା ସଂକେତ ଲେଖା ହୋଇ ନଥାଏ ?

ଉ: ସ୍ପେସ ବାର

୮- ମନୁଷ୍ୟ ଶରୀରରେ କେଉଁ ତତ୍ତ୍ଵ ସବୁଠୁ ଅଧିକ ପରିମାଣରେ ମିଳିଥାଏ ?

ଉ: ଅକ୍ସିଜେନ

୯- ଦେଶର ପ୍ରଥମ ମହିଳା ଲୋକସଭା ଅଧ୍ୟକ୍ଷଙ୍କ ନାମ କଣ ?

ଉ: ମୀରା କୁମାର

୧୦- କେଉଁ ରାଜ୍ୟ ମସଲା ଉତ୍ପାଦନ ପାଇଁ ପ୍ରସିଦ୍ଧ ଅଟେ ?

ଉ: କେରଳ

୧୧- ଭାରତରେ କେଉଁ ସହରକୁ ବ୍ଲୁ ସିଟି ଭାବେ ଜଣାଯାଏ ?

ଉ: ଜୋଧପୁର

୧୨- କେବେ ଭାରତର ସମ୍ବିଧାନକୁ ପ୍ରଥମ ଥର ପାଇଁ ସଂଶୋଧନ କରା ଯାଇଥିଲା ?

ଉ: ୧୯୫୦ ରେ

୧୩- “ଭାରତ ଭାରତୀୟ ମାନଙ୍କ ପାଇଁ” ଏହି ନାରା ପ୍ରଥମେ କେଉଁ ସଂସ୍ଥା ଦେଇଥିଲା ?

ଉ: ଆର୍ଯ୍ୟ ସମାଜ

୧୪- କିଏ ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ବୋଲି ଉଲ୍ଲେଖ କରିଥିଲେ ?

ଉ: ସୁବାଷ ଚନ୍ଦ୍ର ବୋଷ

୧୫- ବର୍ଷର କେଉଁ ଦିନ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା ସବୁଠୁ ଅଧିକ ରହିଥାଏ ?

ଉ: ୪ ଜୁଲାଇ

୧୬- କମ୍ପ୍ୟୁଟର ସାକ୍ଷରତା ଦିବସ କେବେ ପାଳନ କରାଯାଏ ?

ଉ: ୨ ଡିସେମ୍ବର

୧୭- ଏକ ବାଳକର ବିକାଶ ୧୦ ବର୍ଷ ମଧ୍ୟରେ ପ୍ରାୟ କେତେ ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଏ ?

ଉ: ୯୫%

୧୮- କେଉଁ ଭିଟାମିନ ଶରୀରରେ କ୍ୟାଲସିୟମ ସ୍ତର ବନେଇବାରେ ସାହାଯ୍ୟ କରିଥାଏ ?

ଉ: ଭିଟାମିନ- ଡି

୧୯- ଚୂନରେ ପାଣି ମିଶାଇଲେ କେଉଁ ଗ୍ଯାସ ଉତ୍ପନ୍ନ ହୁଏ ?

ଉ: କାର୍ବନ ଡାଇଅକ୍ସାଇଡ

୨୦- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପିନ୍ଧି ପାରିବା ଓ ଖାଇ ପାରିବା ମଧ୍ୟ ?

ଉ: ଲୌଙ୍ଗ/ ଲବଙ୍ଗ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।