Odia GK Questions- କେଉଁ ଜୀବର ରକ୍ତର ରଙ୍ଗ ନୀଳ ? କଣ ଆପଣ ଜାଣନ୍ତି ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କୁ ଶିଖିବାକୁ ମଜାଦାର ଲାଗିବ ଓ ଜୀବନରେ ଅନେକ କ୍ଷେତ୍ରରେ ଏହକା କାର୍ଯ୍ୟରେ ମଧ୍ୟ ଆସିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ପୂର୍ବରୁ ଜାଣିଛନ୍ତି ତେବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ଉତ୍ତର ନ ଜାଣିଛନ୍ତି ତେବେ ପ୍ରଶ୍ନ ତଳେ ଏହାର ଉତ୍ତର ଆମେ ଆପଣଙ୍କ ପାଇଁ ଲେଖି ଦେଇଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ପ୍ରଶ୍ନୋତ୍ତର ।

୧- GPS ର ଫୁଲଫର୍ମ କଣ ?

ଉ: ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ

୨- HTTP ର ଫୁଲଫର୍ମ କଣ ?

ଉ: ହାଇପର ଟେକଷ୍ଟ ଟ୍ରାନ୍ସଫର ପ୍ରୋଟୋକଲ

୩- WWW ର ଫୁଲଫର୍ମ କଣ ?

ଉ: ୱାର୍ଲ୍ଡ ୱାଇଡ ୱେବ

୪- HTML ର ଫୁଲଫର୍ମ କଣ ?

ଉ: ହାଇପର ଟେକଷ୍ଟ ମାର୍କଅଫ ଲାଙ୍ଗୁଏଜ

୫- IP ର ଫୁଲଫର୍ମ କଣ ?

ଉ: ଇଣ୍ଟରନେଟ ପ୍ରୋଟୋକଲ

୬- CPU ର ଫୁଲଫର୍ମ କଣ ?

ଉ: ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ

୭- UPS ର ଫୁଲଫର୍ମ କଣ ?

ଉ: ୟୁନାଇଟେଡ ପାର୍ସଲ ସର୍ଭିସ

୮- BSNL ର ଫୁଲଫର୍ମ କଣ ?

ଉ: ଭାରତ ସଞ୍ଚାର ନିଗମ ଲିମିଟେଡ଼

୯- ITI ର ଫୁଲଫର୍ମ କଣ ?

ଉ: ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁସନ

୧୦- LPG ର ଫୁଲଫର୍ମ କଣ ?

ଉ: ଲିକ୍ୟୁଫାଏଡ ପେଟ୍ରୋଲିୟମ ଗ୍ଯାସ

୧୧- ଟ୍ରାଫିକ ସିଗନାଲର ବ୍ୟବହାର ପ୍ରଥମେ କିଏ ଆରମ୍ଭ କରିଥିଲା ?

ଉ: ରେଲୱେ

୧୨- ସ୍ୱାସ୍ଥ୍ୟ ସେବାରେ କେଉଁ ଦେଶ ନମ୍ବର ୱାନ ଅଟେ ?

ଉ: କାନାଡା

୧୩- LG କେଉଁ ଦେଶର କମ୍ପାନୀ ଅଟେ ?

ଉ: ସାଉଥ କୋରିଆ

୧୪- ମାଛିର କେତୋଟି ଦାନ୍ତ ଥାଏ ?

ଉ: ଗୋଟିଏ ବି ନୁହେଁ

୧୫- କେଉଁ ଦେଶର ଲୋକେ ସାପ ଖାଆନ୍ତି ?

ଉ: ଚୀନ

୧୬- କେଉଁ ପଶୁର କ୍ଷୀରର ରଙ୍ଗ ଗୋଲାପି ହୋଇଥାଏ ?

ଉ: ଗଣ୍ଡାର

୧୭- କେଉଁ ଦେଶର ଲୋକ ଷଣ୍ଢ ସହ ଲଢେଇ କରନ୍ତି ?

ଉ: ସ୍ପେନ

୧୮- ଭାରତର ରାଷ୍ଟ୍ରୀୟ ଖାଦ୍ଯ କଣ ?

ଉ: ଖିଚିଡି

୧୯- କେଉଁ ଜୀବର ହୃଦୟର ଆକାର କାର୍ ଭଳି ବଡ ?

ଉ: ହ୍ଵେଲ ମାଛ

୨୦- ଭାରତର କେଉଁ ରାଜ୍ୟକୁ “ମନ୍ଦିରମାନଙ୍କ ପୁଣ୍ୟଭୂମି” କୁହାଯାଏ ?

ଉ: ତାମିଲନାଡୁ

୨୧- ମହାତ୍ମା ଗାନ୍ଧୀଙ୍କ ପତ୍ନୀଙ୍କ ନାମ କଣ ଥିଲା ?

ଉ: କସ୍ତୁରବା

୨୨- ଭାରତରେ ବର୍ତ୍ତମାନ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?

ଉ: ୮ଟି

୨୩- କେଉଁ ରାଜ୍ୟ ସବୁଠୁ ଅଧିକ ସୋୟାବିନ ଉତ୍ପାଦନ କରେ ?

ଉ: ମଧ୍ୟପ୍ରଦେଶ

୨୪- କେଉଁ ଖେଳାଳିଙ୍କୁ କ୍ଯାପଟେନ କୁଲ୍ ବୋଲି କୁହାଯାଏ ?

ଉ: ମହେନ୍ଦ୍ର ସିଂ ଧୋନୀ

୨୫- କେଉଁ ଜୀବର ରକ୍ତର ରଙ୍ଗ ନୀଳ ?

ଉ: ଝିଣ୍ଟିକା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।