Sonali Nanda ର ଚରିତ୍ରରେ ଅଭିନୟ ଦେବେ କହି ଗୋଡହାତ ବାନ୍ଧି ନାବାଳିକାଙ୍କ ସହ କଲେ ଏମିତି କାଣ୍ଡ… ପୀଡ଼ିତାଙ୍କ ମୁହଁରୁ ଶୁଣନ୍ତୁ ତାଙ୍କ ସହ କଣ କରିଲେ ଦୁର୍ବୃତ୍ତ

ଅଭିନୟ ମାୟାରେ ଆଜିର ଯୁବପିଢି ବାୟା । ଟିକେ ସୁଯୋଗ ପାଇଲେ ବଡ କଳାକାର ହେବାର ସ୍ଵପ୍ନକୁ ହାତଛଡା କରିବାକୁ କେହି ଚାହାନ୍ତି ନାହିଁ । କାହାଣୀର ଚରିତ୍ର ଥିଲା ସୋନାଲି ନନ୍ଦ । କିଡନାପ ସିନ୍ ଅଛି କହି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ସୋନାଲି ନନ୍ଦ ଓ ମୃତ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବ । ଆଉ କାପଣଙ୍କ ଚରିତ୍ର ରହିଛି ସୋନାଲି ନନ୍ଦ । ଏକଥା ଜାଣିବା ପରେ ଅଭିନୟ କରିବାକୁ ରାଜି ହୋଇଥିଲେ ଯୁବତୀ ।

ଭୁବନେଶ୍ବର ଭରତପୁରରେ ଦିନରେ ଆରମ୍ଭ ହୋଇଥିଲା ସୁଟିଙ୍ଗ । ଆଉ ରାତିରେ ଯୁବତୀଙ୍କୁ କଲେ ଦୁଷ୍କର୍ମ । ପ୍ରଥମେ ଦିନରେ ମନ୍ଦିର ଦୃଶ୍ୟର ଏକ ସୁଟିଙ୍ଗ କରିଥିଲେ । ଯାହା ହେତୁ ନାବାଳିକାଙ୍କ ବିଶ୍ବାସ ହୋଇଥିଲା କି ହଁ ସେଠାରେ ସତରେ ସୁଟିଙ୍ଗ ହେଉଛି । ଏହାପରେ ଖାଇବା ପିଇବା ମଧ୍ୟ ହୋଇଥିଲା । କିନ୍ତୁ ପରେ କିଡନାପ ସିନ୍ ଅଛି କହି ତାଙ୍କ ହାତଗୋଡ ବାନ୍ଧି ଦୁଷ୍କର୍ମ କଲେ ।

ଆଉ ଏକଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଲେ । ବିଷ୍ଣୁ ନାମକ ଜଣେ ଯୁବକ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେବାକୁ କହି ଆଣିଥିଲେ । ଆଉ ସୂରଜ ବିଶ୍ଵାଳ ନାମକ ଯୁବକ ତାଙ୍କ ସହ ମୁଖ୍ୟ ଅଭିନେତା ବ ସୌମ୍ଯଙ୍କ ଚରିତ୍ରରେ ଅଭିନୟ କରୁଥିଲେ । ପ୍ରଥମେ ସୂରଜ ଆସି ତାଙ୍କୁ କିଡନାପ ସିନ୍ ଥିବା କହି ତାଙ୍କ ହାତଗୋଡ ବାନ୍ଧିବାକୁ ଆରମ୍ଭ କରିଥିଲେ ।

କିନ୍ତୁ ଏତେ ଜୋରରେ କାହିଁକି ବାନ୍ଧୁଛ ବୋଲି ଯୁବତୀ ବିରୋଧ କରିବାରୁ କିଛି କହିଲେ ତାଙ୍କ ଅବସ୍ଥା ଏମିତି ସାଂଘାତିକ କରିବେ ଯେ ସେ କାହାକୁ ମୁହଁ ଦେଖାଇ ପାରିବେ ନାହିଁ ବୋଲି କହିଥିଲେ । ଏହାସହ ତାଙ୍କୁ ଖୁବ ମାଡ ମାରିବା ସହ ମୂହ ଓ ଦେହସାରା ଫେଭିକଲ ଅଠା ମଧ୍ୟ ବୋଳି ଖୁବ ଯନ୍ତ୍ରଣା ଦେଇଥିଲେ । ଏହାପରେ ଦୁଇଜଣ ମିଶି ରାତିସାରା ସାତରୁ ଆଠଥର ଥର ନାବାଳିକାଙ୍କ ସହ ଡୁହକର୍ମ କରିଥିଲେ ।

ତେଣୁ ଯୁବତୀ ଦାବି କରିଛନ୍ତି କି ଏହି ଦୁଇ ଅପରାଧୀଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦିଆଯାଉ । ପୀଡ଼ିତା ନାବାଳିକାଙ୍କ ସହ ଆଉ ଜଣେ ସାଙ୍ଗ ଥିଲେ । ତାଙ୍କୁ ବି ଜାଲରେ ପକାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତମାନେ । କିନ୍ତୁ ସେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଯଦି କେହି ଆପଣଙ୍କୁ ରାତାରାତି ବଡ ଅଭିନେତ୍ରୀ ହେବାର ସ୍ଵପ୍ନ ଦେଖାଉଛନ୍ତି ତେବେ ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ଯାଞ୍ଚ କରନ୍ତୁ ଓ ତା’ପରେ ଯାଇ ନିଷ୍ପତ୍ତି ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।