Interesting GK: କେଉଁ ଜୀବର କାନ ତା’ ପାଦରେ ଥାଏ ? ଏହାସହ ଆହୁରି 15+ GK ପ୍ରଶ୍ନୋତ୍ତର

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ପ୍ରାଚୀନ ଭାରତରେ ତୁଳସୀ ଦାସ କଣ ରଚନା କରିଥିଲେ ?

ଉ: ଶ୍ରୀ ରାମଚରିତ ମାନସ ।

2- ଭାରତର ବୃହତ୍ତମ ବିମାନ ବନ୍ଦରର ନାମ କଣ ?

ଉ: ଦିଲ୍ଲୀ ର ଖଲାମ ବିମାନ ବନ୍ଦର ।

3- କେଉଁ ଜୀବ ର ଦାନ୍ତର ମୂଲ୍ୟ ସବୁଠାରୁ ଅଧିକ ହୋଇଥାଏ ?

ଉ: ହାତୀ ।

4- କେଉଁ ପକ୍ଷୀ କେବେ ବି ମାଟିକୁ ଛୁଏଁ ନାହିଁ ?

ଉ: ବାଦୁଡି ।

5- କେଉଁ ପକ୍ଷୀ ମଣିଷ ଭଳି କଥା କହିପାରେ ?

ଉ: ଶୁଆ ।

6- କେଉଁ ଜୀବ ଦୂରରୁ ବାସ୍ନା ବାରିପାରେ ?

ଉ: ପିମ୍ପୁଡି ଦୂରରୁ ବାସ୍ନା ବାରିପାରେ ।

7- କେଉଁ ଜୀବ ଦେହରୁ ମୁକ୍ତା ମିଳିଥାଏ ?

ଉ: ଶାମୁକା ଦେହରୁ ମୁକ୍ତା ମିଳେ ।

8- କେଉଁ ବିରାଟକାୟ ଜୀବ ବିଲକୁଲ ଡେଇଁ ପାରେନାହିଁ ?

ଉ: ହାତୀ ଡେଇଁ ପାରେନି ।

9- କେଉଁ ଦେଶର ଜନସଂଖ୍ୟା ସବୁଠାରୁ କମ୍ ?

ଉ: ଭାଟିକାନା ସିଟି ।

10- କାହାକୁ ସପ୍ତ ପାହାଡ ର ଦେଶ କୁହାଯାଏ ?

ଉ: ରୋମ ସପ୍ତ ପାହାଡ ର ଦେଶ ।

11- ଭାରତକୁ ଆକ୍ରମଣ କରିଥିବା ପ୍ରଥମ ୟୁରୋପୀୟ କିଏ ?

ଉ: ଆଲେକଜାଣ୍ଡାର ।

12- କେତେ ଦିନ ନ ଶୋଇଲେ ମଣିଷ ମରି ଯାଇପାରେ ?

ଉ: 11 ଦିନ ନ ଶୋଇଲେ ।

13- କେଉଁ ଦେଶରେ ପ୍ଲାଷ୍ଟିକ ନୋଟ ର ପ୍ରଚଳନ କରାଯାଏ ?

ଉ: ଇଣ୍ଡୋନେସିଆ ।

14- କେଉଁ ଗଛ ତଳେ ଶୋଇବା ଦ୍ଵାରା ମଣିଷ ମରି ଯାଇପାରେ ?

ଉ: ନିମ୍ବ ଗଛ ତଳେ ଶୋଇବା ଦ୍ଵାରା ମଣିଷ ମରି ଯାଇପାରେ ।

15- ଶାଶୁ ବୋହୂ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ଉଦୟପୁର ଠାରେ ।

16- ଭାରତର ଜାତୀୟ ଖେଳର ନାମ କଣ ?

ଉ: ହକି ।

17- ଭାରତର ସବୁଠାରୁ ବଡ ବ୍ଯାଙ୍କ ର ନାମ କଣ ?

ଉ: ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ।

18- vivo କେଉଁ ଦେଶର କମ୍ପାନୀ ଅଟେ ?

ଉ: ଚୀନ ର କମ୍ପାନୀ ।

19- କେଉଁ ପ୍ରାଣୀର ଶରୀରରେ ସର୍ବାଧିକ ରକ୍ତ ଥାଏ ?

ଉ: ହାତୀ ।

20- କେଉଁ ଜୀବର କାନ ତା’ ପାଦରେ ଥାଏ ?

ଉ: ଝିଣ୍ଟିକାର କାନ ତା’ ପାଦରେ ଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।