କେଉଁ ଗଛର ଆମେ ଫୁଲ, ଫଳ, କାଣ୍ଡ, ପତ୍ର ସବୁ ଖାଇଥାଉ ? ଜାଣନ୍ତୁ ଏହିଭଳି କିଛି କିଛି ଅଜଣା ପ୍ରଶ୍ନର ଉତ୍ତର (Odia GK)

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରିନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ ।

1- “ଆରମ ହାରାମ ହୈ” ଏହା କାହାର ମତ ଥିଲା? ଉତ୍ତର: ଜବାହରଲାଲ ନେହେରୁ ।

2- ଅମ୍ଳଜାନ କିଏ ଆବିଷ୍କାର କରିଥିଲେ ? ଉତ୍ତର: ଜେ.ବି ଫ୍ରିଷ୍ଟେଲ ଅମ୍ଳଜାନ ଆବିଷ୍କାର କରିଥିଲେ ।

3- ଅଶୋକ ଚକ୍ରରେ କେତୋଟି ଅର ଅଛି ? ଉତ୍ତର: ଅଶୋକ ଚକ୍ରରେ 24ଟି ଅର ଅଛି ।

4- E.mail କେଉଁ ମସିହାରୁ ଆରମ୍ଭ ହୋଇଛି ? ଉତ୍ତର: ୧୯୭୧ ମସିହାରେ e.mail ଆରମ୍ଭ ହୋଇଛି ।

5- ଡିଆସିଲି କାଠିର ବାରୁଦରୁ ମୁଖ୍ୟତଃ କଣ ଥାଏ? ଉତ୍ତର: ଡିଆସିଲି କାଠି ବାରୁଦରେ ସଲଫର ରହିଥାଏ ।

6- କାଚକୁ କାଟିବା ପାଇଁ କଣ ବ୍ୟବହାର କରାଯାଏ ? ଉତ୍ତର: କାଚକୁ କାଟିବା ପାଇଁ ହୀରାର ବ୍ୟବହାର କରାଯାଏ ।

7- ଭୂଗୋଳ ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି ? ଉତ୍ତର: ଭୂଗୋଳ ଶବ୍ଦଟି ଗ୍ରୀକ ଶବ୍ଦରୁ ଆସିଅଛି ।

8- କାଶ୍ମିରୀ ଠାରୁ କନ୍ୟାକୁମାରୀର ଦୂରତା ପ୍ରାୟ କେତେ କିଲୋମିଟର ? ଉତ୍ତର: କାଶ୍ମୀରୀ ଠାରୁ କନ୍ୟାକୁମାରୀର ଦୂରତା ପ୍ରାୟ ୩୦୨୯ କିଲୋ ମିଟର ଅଟେ ।

୯- ‘ଭୂ’ ଅର୍ଥ ପୃଥିବୀ ଓ ‘ଗୋଳ’ର ଅର୍ଥ କଣ ? ଉତ୍ତର: ଗୋଳର ଅର୍ଥ ହେଉଛି ବର୍ଣନା ।

୧୦- କେଉଁ ଗଛର ଆମେ ଫୁଲ, ଫଳ କାଣ୍ଡ, ପତ୍ର ସବୁ ଖାଇଥାଉ ? ଉତ୍ତର: କଖାରୁ ଗଛର ଫୁଲ, ଫଳ, କାଣ୍ଡ, ପତ୍ର ସବୁକୁ ଆମେ ଖାଇଥାଉ ।

୧୧- ଅର୍ଥ ଶାସ୍ତ୍ର କିଏ ରଚନା କରିଥିଲେ? ଉତ୍ତର: ଚାଣକ୍ୟ ଅର୍ଥ ଶାସ୍ତ୍ର ରଚନା କରିଥିଲେ ।

୧୨- ମୁଦ୍ରା ରାକ୍ଷସର ଲେଖକ କିଏ ଅଟନ୍ତି ? ଉତ୍ତର: ବିଶାଖା ଦତ୍ତ ମୁଦ୍ରା ରକ୍ଷାସର ଲେଖକ ଅଟନ୍ତି ।

୧୩- ବାର୍ତ୍ତା ନାଟକ କିଏ ରଚନା କରିଛନ୍ତି ? ଉତ୍ତର: ଡିଲେଶ୍ଵର ମହାରଣା ।

୧୪- ଗଣ୍ଡହାତି ଜଳ ପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ଅଟେ ? ଉତ୍ତର: ଗଣ୍ଡାହାତି ଜଳ ପ୍ରପାତ ଗଜପତି ଜିଲ୍ଲାରେ ଅବସ୍ଥିତ ।

୧୫- କେଉଁ ଫୁଲର ଓଜନ ୧୦ କିଲୋ ଠାରୁ ମଧ୍ୟ ଅଧିକ ଅଟେ ? ଉତ୍ତର: ରାଫ୍ଲେସିଆ ଫୁଲର ଓଜନ ୧୦ କିଲୋ ଠାରୁ ମଧ୍ୟ ଅଧିକ ଅଟେ ।

ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।