Mihir Dasଙ୍କ ସାନ ପୁଅ ବିୟୋଗରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ମା’ର ସ୍ନେହ ଦେଇଥିବା Aparajita! କିଛି ଏଭଳି ଥିଲା ତାଙ୍କ ସମ୍ପର୍କ

ନମସ୍କାର ବନ୍ଧୁଗଣ, ଆପଣମାନେ ନିହାତି ତ ଏହି ଦୁଃଖଡ ଖବର ସମ୍ପର୍କରେ ଅବଗତ ଥିବେ କି ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କର ବିୟୋଗ ହୋଇସାରିଛି । ସମସ୍ତଙ୍କୁ ପ୍ରା କରି ଏବେ ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ । ତେବେ ହି ଖବର ତାଙ୍କ ସିନେମା ଜଗତର ସମସ୍ତ କଳାକାରଙ୍କ ମନରେ ଦୁଃଖ ଆଣିଦେଇଛି । ମିହିରଙ୍କ ପରିବାର ସହ ମଧୁରୁ ସମ୍ପର୍କ ରଖୁଥିବା ଅପରାଜିତାଙ୍କ ପରିବାର ତଥା ବାବୁସାନ ମଧ୍ୟ କାନ୍ଦୁଛନ୍ତି ତେବେ ଆସନ୍ତୁ ଜାଣିବା ଏହା ସହ ଜଡିତ ଥିବା ସମ୍ପୂର୍ଣ ଖବର ଉପରେ ।

ଖବର ଅନୁଯାୟୀ କିଛି ବର୍ଷ ପୂର୍ବରୁ ମା ଙ୍କୁ ହରାଇ ଥିଲେ ଅକ୍ଲାନ୍ତ ଆଉ ଏକ ବର୍ଷ ହେବ ତାଙ୍କ ବାପା ତଥା ମିହିର ଦାସଙ୍କୁ ମଧ୍ୟ ହରାଇ ଥିଲେ । ଆଉ ଦେବେ ଦଇବର ଖେଳ ଦେଖ ନିଜେ ମଧ୍ୟ ତାଙ୍କ ମା ବାପାଙ୍କ ପଖାକୁ ଆରପାରିକୁ ଚାଲିଯାଇଛନ୍ତି ଅକ୍ଲାନ୍ତ । ମିହିରଙ୍କ ସହ ଅପରାଜିତା ଏବଂ ଉତ୍ତମ ମହାନ୍ତିଙ୍କର ଭଲ ସମ୍ପର୍କ ରହିଥିଲା ତାଙ୍କ ପରିବାର ସାହ ମଧ୍ୟ ରହିଥିଲା ।

କାରଣ ମିହିର ଦାସ ଏବଂ ଉତ୍ତମ ସାଥି ହୋଇ ଅନେକ ଭଲ ଭଲ ସିନେମା ଓଡିଶାବାସିଙ୍କୁ ଭେଟି ଦେଇଥିଲା ଯାହା ଫଳରେ ସେମାନଙ୍କ ସମ୍ପର୍କ ମଧ୍ୟ ନିବିଡ ଥିଲା । ଉଭୟ ଉଭୟ ପରିବାର ସହ ଭଲ ସମ୍ପର୍କ ମଧ୍ୟ ରଖିଥିଲେ । ପରସ୍ପର ମଧ୍ୟରେ ମଜା ମଜଲିସ ମଧ୍ୟ କରୁଥିଲେ । ସମୟ ପାଇଲେ ଅପରାଜିତାଙ୍କ ପରିବାର ମିହିର ଦାସଙ୍କ ଘରକୁ ଯାଉଥିଲା ଆଉ ମିହିରଙ୍କ ପରିବାର ମଧ୍ୟ ଅପରାଜିତାଙ୍କ ଘରକୁ ଯାଉଥିଲା ।

ଯେତେବେଳେ ମିହିରଙ୍କ ସ୍ତ୍ରୀଙ୍କର ବିୟୋଗ ହୋଇଥିଲା ତ ପରଠାରୁ ଅପରାଜିତା ମିହିରଙ୍କ ମା ଛେଉଣ୍ଡ ଦୁଇ ପିଲାଙ୍କୁ ମା ଭଳି ଭଲ ପାଉଥିଲେ । ବାବୁସାନ ଏବଂ ଅକ୍ଲାନ୍ତଙ୍କର ମଧ୍ୟରେ ଭାଇ ଭଳି ଏକ ଅତୁଟ ସମ୍ପର୍କ ଥିଲା । ଅପରାଜିତା ଏହା ମଧ୍ୟ କହିଛନ୍ତି କି ଅକ୍ଲାନ୍ତ ପୁରା ଡଉଲ ଡାଉଲ ଥିଲା ତା ବାପା ମିହିରଙ୍କ ଭଳି କିଏ ବା ତାକୁ ଭଲ ନ ପାଇବ । ଉଭୟ ପରିବାର ମିଶି ଭୋଜି କରୁଥିଲେ ।

ଅକ୍ଲାନ୍ତଙ୍କ ଜନ୍ମ ଦିନ ହେଉ ବା ବାବୁସାନଙ୍କ ଜନ୍ମ ଦିନ ଅମ୍ଳାନଙ୍କ ବାହାଘର ହେଉ ବା ବାବୁସାନଙ୍କର ଉଭୟ ପରିବାର ଲୋକେ ଉଭୟଙ୍କ କାର୍ଯ୍ୟରେ ଉପସ୍ଥିତ ଥାନ୍ତି । ଏହି ସମସ୍ତ କଥା କହି ଅପରାଜିତା ଏବଂ ବାବୁସାନ ଧର୍ଯ୍ୟହରା ହେଇ ଯାଉଛନ୍ତି । ଆଖିରେ ଲୁହ ମଧ୍ୟ ରହୁନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,  ଶେୟାର କରିବାକୁ ଜମା ବି ଭୁଲିବେନି ।