Interesting GK Questions: କେଉଁ ଫଳରେ କେବେ ହେଲେ ପୋକ ଲାଗେ ନାହିଁ ? କଣ ଆପଣ ଜାଣନ୍ତି ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଭିଟାମିନ ଅଭାବରେ ରକ୍ତ ପ୍ରବାହ ବନ୍ଦ ହୋଇ ନଥାଏ ?

ଊ: ଭିଟାମିନ- K

୨- ହିନ୍ଦୀ ଦିବସ କେବେ ପାଳିତ ହୁଏ ?

ଉ: 14 ସେପ୍ଟେମ୍ବର

୩- ୧୮୫୭ ର ଗଦର ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?

ଉ: ଲର୍ଡ କେନିଙ୍ଗ

୪- କେତେ ବର୍ଷରେ ଥରେ ଅଲମ୍ପିକ ଖେଳର ଆୟୋଜନ କରା ଯାଇଥାଏ ?

ଉ: ୪ ବର୍ଷ

୫- ରାଜ୍ୟସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ କେତେ ବୟସ ହୋଇଥିବା ଆବଶ୍ୟକ ?

ଉ: ୩୦ ବର୍ଷ

୬- ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ଦିବସ କେବେ ପାଳନ କରାଯାଏ ?

ଉ: ୧୦ ଡିସେମ୍ବର

୭- ହରିୟାଣାର କେଉଁ ପ୍ରଜାତିର ମଇଁଶି ପ୍ରସିଦ୍ଧ ଅଟେ ?

ଉ: ମୁରାହ

୮- କେଉଁ ମହାପୁରୁଷଙ୍କୁ ଲୌହ ମାନବ ବୋଲି କୁହାଯାଏ ?

ଉ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

୯- ଭାରତୀୟ ପତାକାର ଦୀର୍ଘ ଏବଂ ପ୍ରସ୍ଥର ଅନୁପାତ କେତେ ଅଟେ ?

ଉ: ୩:୨

୧୦- ମଣିଷ ପ୍ରଥମେ କେଉଁ ଧାତୁର ପ୍ରୟୋଗ କରିଥିଲା ?

ଉ: ତମ୍ବା

୧୧- ପୃଥିବୀର ସବୁଠୁ ଭିତର ଭାଗର ପରସ୍ତ କେଉଁଥିରେ ତିଆରି ହୋଇଥାଏ ?

ଉ: ଲୁହା ଏବଂ ନିକେଲ

୧୨- ଯୋଜନା ଆୟୋଗ କେବେ ବନା ଯାଇଥିଲା ?

ଉ: ୧୯୫୦ ରେ

୧୩- ବିଶାଳ ହରିୟାଣା ପାର୍ଟି କିଏ ବନାଇଥିଲେ ?

ଉ: ରାଓ ବିରେନ୍ଦ୍ର ସିଂହ

୧୪- ଭାରତର ପ୍ରଥମ ବହୁ ଉଦ୍ଦେଶୀୟ ପରିଯୋଜନା କେଉଁ ନଦୀରେ ବନା ଯାଇଥିଲା ?

ଉ: ଦାମୋଦର ନଦୀରେ

୧୫- କେଉଁ ଦେଶର ସ୍ଥଳ ସୀମା ସର୍ବାଧିକ ଦେଶ ସହ ଲାଗିକି ରହିଛି ?

ଉ: ଚୀନ

୧୬- ବାରୋମିଟରର ରିଡିଂ ତୀବ୍ରଗତିରେ ତଳକୁ ଖସିବା କେଉଁ ଘଟଣାର ସୂଚକ ଅଟେ ?

ଉ: ତୋଫାନ

୧୭- କାଜିରଙ୍ଗା ଜାତୀୟ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉ: ଆସାମ

୧୮- ପୃଥିବୀ ନିଜ କହୟ ଠାରୁ କେଉଁ ଦିଗରେ ଘୂରିଥାଏ ?

ଉ: ପଶ୍ଚିମରୁ ପୂର୍ବ

୧୯- ଉଜ୍ଜେନ କେଉଁ ନଦୀକୂଳରେ ଅବସ୍ଥିତ ?

ଉ: ଶିପ୍ରା

୨୦- କେଉଁ ଫଳରେ କେବେ ମଧ୍ୟ ପୋକ ଲାଗେ ନାହିଁ ?

ଉ: କଦଳୀ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।