ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ?
ଉ: ଯଯାତି କେଶରୀ
୨- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ବର୍ଷା ହୁଏ ?
ଉ: ରାଜସ୍ଥାନ

୩- ଭାରତର ଜାତୀୟ କ୍ରୀଡା ଦିବସ କେବେ ପାଳନ ହୁଏ ?
ଉ: ଅଗଷ୍ଟ ୨୯ ତାରିଖ
୪- କେଉଁ ଦେଶରେ ହଳଦିଆ ନଦୀ ପ୍ରବାହିତ ହୁଏ ?
ଉ: ଚୀନ
୫- ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ କଣ ?
ଉ: ୟୂରାନିୟମ
୬- ଭାରତର କେଉଁ ରାଜ୍ୟରେ ହୀରାଖଣି ଅଛି ?
ଉ: ମଧ୍ୟପ୍ରଦେଶ
୭- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି ?
ଉ: କେରଳ
୮- କେଉଁ ଦେଶ ପ୍ରଥମେ ଲାଇଟ ବଲବ ଉଦ୍ଭାବନ କରିଥିଲା ?
ଉ: ଆମେରିକା

୯- କାହାକୁ କଙ୍ଗାରୁ ଦେଶ ବୋଲି କୁହାଯାଏ ?
ଉ: ଅଷ୍ଟ୍ରେଲିଆ
୧୦- ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜଧାନୀର ନାମ କଣ ?
ଉ: ଅମରାବତୀ
୧୧- ଭାରତରେ ନିର୍ମିତ ପ୍ରଥମ କମ୍ପୁଟରର ନାମ କଣ ?
ଉ: ସିଦ୍ଧାର୍ଥ
୧୨- ହାତୀ ମହୋତ୍ସବ ଭାରତର କେଉଁ ସହରରେ ପାଳନ ହୁଏ ?
ଉ: ଜୟପୁର
୧୩- ଭାରତର ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ରର ନାମ କଣ ?
ଉ: କିଶାନ କନ୍ୟା
୧୪- ବିଶ୍ଵର ସବୁଠାରୁ ବଡ ମହାଦେଶର ନାମ କଣ ?
ଉ: ଏସିଆ

୧୫- ବିଶ୍ଵର ସବୁଠାରୁ ଛୋଟ ମହାଦେଶର ନାମ କଣ ?
ଉ: ଅଷ୍ଟ୍ରେଲିଆ
୧୬- ରାଜସ୍ଥାନ ରାଜ୍ୟର ରାଜଧାନୀର ନାମ କଣ ?
ଉ: ଜୟପୁର
୧୭- ଭାରତର କେଉଁଠାରେ ପଦ୍ମ ମନ୍ଦିର ଅବସ୍ଥିତ ?
ଉ: ଦିଲ୍ଲୀ
୧୮- କେଉଁ ଦେଶ କେବେ ହେଲେ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?
ଉ: ନେପାଳ
୧୯- କେଉଁ ଦେଶ ଚେସ୍ ଖେଳ ଉଦ୍ଭାବନ କରିଥିଲା ?
ଉ: ଭାରତ
୨୦- ଚନ୍ଦ୍ରର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ ?
ଉ: ୧.୩ ସେକେଣ୍ଡ

୨୧- ସୂର୍ଯ୍ୟର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ ?
ଉ: ୮ ମିନିଟ ୨୦ ସେକେଣ୍ଡ
୨୨- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?
ଉ: ଅରୁଣାଚଳ ପ୍ରଦେଶ
୨୩- ଗ୍ରୀଷ୍ମ ଋତୁରେ ସର୍ବାଧିକ କେଉଁ ଫଳ ଫଳିଥାଏ ?
ଉ: ଆମ୍ବ
୨୪- ଚାରମିନାର କେଉଁଠାରେ ଅବସ୍ଥିତ ?
ଉ: ହାଇଦ୍ରାବାଦ
୨୫- କେଉଁ ଫଳ ଭିତରେ ବିଷ ମିଳିଥାଏ ?
ଉ: ସେଓ, କାରଣ ସେଓର ମଞ୍ଜି ଭିତରେ ବିଷ ଥାଏ ବୋଲି କୁହାଯାଏ ଯେଉଁଥି ପାଇଁ ତାକୁ ଖିଆଯାଏ ନାହିଁ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।