କେଉଁ ଦୁଇଟି ସଂଖ୍ଯାକୁ ଗୁଣନ କଲେ ଗୁଣଫଳ 13 ହୋଇଥାଏ ? ଏହା ସହିତ ଆହୁରି 15 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- କେନ୍ଦ୍ରଶାସିତ ଅଞ୍ଚଳ ‘ଲାକ୍ଷାଦ୍ଵିପ’ ର କଥିତ ଭାଷା କେଉଁଟି ?

ଉ: ମାଲାୟାଲାମ

୨- ଭାରତରେ ‘ବନ ମହୋତ୍ସବ’ କିଏ ଆରମ୍ଭ କରିଥିଲେ ?

ଉ: କେ. ଏମ. ମୁନସୀ

୩- ବାହୁବଳି ପର୍ବ କେଉଁ ଧର୍ମ ସହିତ ସମ୍ବନ୍ଧିତ ?

ଉ: ଜୈନ

୪- ବିଶ୍ଵକର୍ମାଙ୍କ ବାହାନ କିଏ ?

ଉ: ହାତୀ ଏବଂ ରାଜହଂସ

୫- କାହାର ମୃତ୍ୟୁ ଦିବସକୁ ଭାରତରେ ପ୍ରତିବର୍ଷ ଶହୀଦ ଦିବସ (Martyrs’ Day) ରୂପେ ପାଳନ କରାଯାଏ ?

ଉ: ମହାତ୍ମା ଗାନ୍ଧୀ

୬- ଯୀଶୁ ଖ୍ରୀଷ୍ଟଙ୍କର କେଉଁ ସ୍ମୃତିକୁ ମନେ ପକାଇବା ପାଇଁ ଖ୍ରୀଷ୍ଟିୟାନ ମାନେ ‘Good Friday’ ପାଳନ କରିଥାନ୍ତି ?

ଉ: ଯୀଶୁ ଖ୍ରୀଷ୍ଟଙ୍କର କୃଶ ବିଦ୍ଧିକରଣ

୭- କେଉଁ ମସିହାରେ ଭାରତ ସରକାରଙ୍କ ଦ୍ଵାରା ସଙ୍ଗୀତ ନାଟକ ଏକାଡେମୀ ସ୍ଥାପିତ ହୋଇଥିଲା ?

ଉ: ୧୯୫୩

୮- ସାହିତ୍ଯ ଏକାଡେମୀର ମୁଖ୍ୟ କାର୍ଜ୍ୟାଳୟ ଭାରତର କେଉଁ ସହରରେ ଅବସ୍ଥିତ ?

ଉ: ନୂଆ ଦିଲ୍ଲୀ

୯- କେଉଁ ସଙ୍ଗୀତ ବାଧ୍ୟଯନ୍ତ୍ର ଅମୀର ଖୁସରୋଙ୍କ ଦ୍ଵାରା ଉଦ୍ଭାବିତ ହୋଇଥିବା କୁହାଯାଏ ?

ଉ: ସୀତାର

୧୦- ମହାଭାରତ କଥା ଅନୁସାରେ ‘ଘଟୋତକଚ’ କାହାର ପୁତ୍ର ଥିଲେ ?

ଉ: ଭୀମ

୧୧- ହିନ୍ଦୁ ପୌରାଣିକ କଥା ଅନୁସାରେ ବିଶ୍ଵକର୍ମା ତ୍ରେତୟା ଯୁଗରେ କେଉଁ ରାଜ୍ୟର ନିର୍ମାଣ କରିଥିଲେ ?

ଉ: ଲଙ୍କାପୁର

୧୨- ହିନ୍ଦୁ ପୌରାଣିକ କଥା ଅନୁସାରେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କେଉଁ ସହର ନିର୍ମାଣ କରିବାକୁ ବିଶ୍ଵକର୍ମାଙ୍କୁ କହିଥିଲେ ?

ଉ: ଇନ୍ଦ୍ରପ୍ରସ୍ଥ

୧୩- ଉତ୍ତରପ୍ରଦେଶର କେଉଁ ବିଶ୍ଵ ବିଦ୍ୟାଳୟର ନାମ ପରିବର୍ତ୍ତନ କରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ନାମରେ ରଖାଯାଇଛି ?

ଉ: ମାରୁଟ ବିଶ୍ଵ ବିଦ୍ୟାଳୟ

୧୪- ଭାରତର ୫୦ତମ ସାଧାରଣତନ୍ତ୍ର ଦିବସ ବସରରେ ୨୦୦୦ ମସିହାରେ କିଏ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ?

ଉ: ଲତା ମଙ୍ଗେସକର

୧୫- କେଉଁ ଦୁଇଟି ସଂଖ୍ଯାକୁ ଗୁଣନ କଲେ ଗୁଣଫଳ 13 ହୋଇଥାଏ ?

ଉ: ୧୩*୧= ୧୩

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିଭଳି GK ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।