‘ଧିକ୍ କଳି ଯୁଗର ବାପା ଜୟଦେବ ! ସ୍ତ୍ରୀ ଆଉ ଛୁଆଙ୍କୁ ଘରୁ ତଡ଼ି ଭଉଣୀ ସହ…’ ତାଙ୍କ ସ୍ତ୍ରୀ କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ଖୋର୍ଦ୍ଧା ଜିଲ୍ଲା ଅଢେଇଇଞ୍ଚ ଗ୍ରାମର ଖୁଲଣା ପ୍ରଧାନ ତୋହରିବନ୍ଧ ଗ୍ରାମର ଜୟଦେବ ପ୍ରଧାନଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ତଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ହୋଇଥିଲା । କିନ୍ତୁ ଏହାପରେ ସ୍ବାମୀର ରସିକିଆ ଗୁଣ ପଦାକୁ ଆସିଥିଲା । ନିଜ ମାମୁଁ ଝିଅଙ୍କ ସହ ସେ ଶା-ରୀ-ରି-କ ସ-ମ୍ପ-ର୍କ ରଖିଥିଲେ । ଏହା ଯେତେବେଳେ ଖୁଲଣାଙ୍କୁ ଜଣାପଡିଲା ସେ ଏନେଇ ପରିବାରରେ ଜଣାଇ ଥିଲେ । କିନ୍ତୁ ତାଙ୍କୁ ହିଁ ଓଲଟା ମା-ଡ ଗା-ଳି ସ-ହି-ବା-କୁ ପଡିଥିଲା ।

ଏହା ପରେ ଖୁଲଣାଙ୍କୁ ନିଜ ପୁଅ ସହ ଘରୁ ବାହାର କରି ଦେଇଛନ୍ତି ତାଙ୍କ ସ୍ଵାମୀ । ଆଉ ନିଜ ମାମୁଁ ଝିଅ ସହ ପରିବାର ଲୋକଙ୍କ ସମର୍ଥନରେ ବିବାହ କରିଛନ୍ତି । ଖୁଲଣା ନିଜର ଓ ପୁଅର ଭରଣପୋଷଣ ପାଇଁ ତାଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ ସେ ଶୁଣୁ ନାହାନ୍ତି । ଏନେଇ ଗ-ଣ-ମା-ଧ୍ୟ-ମ ଆଗରେ ଏବେ ମୁହଁ ଖୋଲିଛନ୍ତି ଖୁଲଣା । ସ୍ଵାମୀଙ୍କ ଅ-ବୈ-ଧ ସ-ମ୍ପ-ର୍କ ବିଷୟରେ ଜାଣିବା ପରେ ଖୁଲଣା ଏହାର ପ୍ର-ତି-ବା-ଦ କରିଥିଲେ । କିନ୍ତୁ ଓଲଟା ତାଙ୍କୁ ସ୍ଵାମୀଙ୍କ ମା-ଡ ଗା-ଳି ଓ ଶାଶୁଘରର ଗ-ଞ୍ଜ-ଣା ଭୋ-ଗି-ବା-କୁ ପଡିଥିଲା ।

ଏପରିକି ତାଙ୍କ ପରିବାର ଲୋକମାନେ ସମସ୍ତେ ମିଶି ତାଙ୍କୁ ଯୌ-ତୁ-କ ନି-ର୍ଯା-ତ-ନା ଦେଇ ଭୋକ ଉପାସରେ ରଖିଥିଲେ । ସମସ୍ତେ ମିଶି ତାଙ୍କୁ ଘରୁ ବାହାର କରିଦେବା ସହ ଆଉ ଅଧିକ ଟଙ୍କା ନେଇ ଆସିଲେ ଯାଇ ଘରେ ପଶିବୁ ବୋଲି ତାଙ୍କୁ କହିଥିଲେ । ଗତ ଫେବୃୟାରୀ ମାସରେ ଜୟଦେବ ନିଜ ମାମୁଁ ଝିଅ ଭଉଣୀଙ୍କୁ ଆଣି ବିବାହ କରି ଘରେ ରଖିଥିଲେ ଓ ଖୁଲଣାଙ୍କୁ ଯୌ-ତୁ-କ ଚା-ପ ପକାଇଥିଲେ । ତେବେ ଏନେଇ ମହିଳା ଜଣକ ପୋ-ଲି-ସ ଥା-ନା-ରେ ମା-ମ-ଲା ରୁ-ଜୁ କରି ସାରିଛନ୍ତି । କିନ୍ତୁ ଏଯାଏଁ ତାଙ୍କୁ ନ୍ୟା-ୟ ମିଳି ପାରିନାହିଁ ।

ଖୁଲଣା ଅନେକ ନି-ର୍ଯା-ତ-ନା ସହିବା ସହ ନିଜ ଛୋଟ ପୁରା ଭବିଷ୍ୟତକୁ ନେଇ ଏବେ ଖୁବ ଚିନ୍ତାରେ ପଡି ଯାଇଛନ୍ତି । ପୁଅ ଓ ତାଙ୍କ ପାଇଁ ତାଙ୍କୁ ନ୍ୟା-ୟ ମିଳୁ ବୋଲି ସେ ଚାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।