ମଝି ଛକରେ ଗୋଟିଏ ବୟଫ୍ରେଣ୍ଡ ପାଇଁ ଦୁଇ ଯୁବତୀଙ୍କ ମଧ୍ୟରେ ହେଲା ହାଇ ଭୋଲଟେଜ ଡ୍ରାମା, ରାସ୍ତା ମଝିରେ ହେଲେ ଗଡାଗଡି, ଦେଖନ୍ତୁ viral video

ପ୍ରେମରେ ମଣିଷ ନିଜର ହିତାହିତ ଜ୍ଞାନ ହ-ରେ-ଇ ବସେ । ଆଜିକାଲି ଯୁବପିଢିଙ୍କ ପାଇଁ ପ୍ରେମ କରିବା ଓ ବ୍ରେକଅଫ କରିବା ଖୁବ ସାଧାରଣ କଥା ହୋଇଗଲାଣି । ପୁଅମାନେ ଯେମିତି ଗୋଟିଏ ଝିଅ ପାଇଁ ଲ-ଢେ-ଇ କରିବାକୁ ପଛାନ୍ତି ନାହିଁ ଏବେ ଝିଅମାନେ ମଧ୍ୟ ଠିକ ସେମିତି ଗୋଟିଏ ପୁଅ ପାଇଁ ମା-ର-ପି-ଟ କରିବାକୁ ପଛାଉ ନାହାନ୍ତି । ଏହିଭଳି ଏକ ଘ-ଟ-ଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ । ସେଠାକାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ଲକ୍ଷ୍ନୌର ବାରାବିରବା ଛକରେ ଏକ ହୋଟେଲ ପାଖରେ ଦୁଇ ଯୁବତୀ କୁକୁର, ବିଲେଇ ଲ-ଢୁ-ଥି-ବା ସମୟର ଏକ ଭି-ଡି-ଓ ସାମନାକୁ ଆସିଛି । ଦୁଇ ଜଣ ଯୁବତୀ ପରସ୍ପରକୁ ଜମେଇକି ଗୋ-ଇ-ଠା, ବି-ଧା ଆଦି ମା-ରୁ-ଥି-ବା-ର ଏହି ଭି-ଡି-ଓ-ରେ ଦେଖିବାକୁ ମିଳୁଛି । ଜଣେ ପ୍ରେମିକଙ୍କ ପାଇଁ ବିଚ୍ ରାସ୍ତାରେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଓ ବର୍ତ୍ତମାନ ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ ହାଇ ଭୋଲଟେଜ ମା-ର-ପି-ଟ ହୋଇଥିଲା । ଏହି ଘ-ଟ-ଣା-ଟି ବିଳମ୍ବିତ ରାତିରେ ଘ-ଟି-ଥି-ଲା ।

ସେତେବେଳେ ହୋଟେଲ ସାମନାରେ ଏକ ନୀଳ ରଙ୍ଗର କାର୍ ଆସି ଠିଆ ହୋଇଥିଲା । ସେଥିରେ ରବୀନ ନାମକ ଯୁବକ ଜଣକ ଆସିଥିଲେ, ଯିଏ ସେମାନଙ୍କ ପ୍ରେମିକ ଥିଲେ । ତାଙ୍କ ସହ ଦୁଇଜଣ ଯୁବତୀ ମଧ୍ୟ ଥିଲେ । କାର୍ ରୁ ଓହ୍ଲାଇବା ମାତ୍ରେ ବର୍ତ୍ତମାନ ଥିବା ଗାର୍ଲଫ୍ରେଣ୍ଡ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସହ ମା-ର-ପି-ଟ ଆରମ୍ଭ କରି ଦେଇଥିଲା ଓ ଗା-ଳି ମଧ୍ୟ ଦେବାକୁ ଲାଗିଥିଲା ।

ବର୍ତ୍ତମାନ ଥିବା ଗାର୍ଲଫ୍ରେଣ୍ଡ ତାଙ୍କ ବାନ୍ଧବୀଙ୍କ ସହ ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ମା-ରି-ବା ଆରମ୍ଭ କରି ଦେଇଥିଲେ । ଏହି କାରଣରୁ ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ଖୁବ ବଡ ଝ-ଟ-କା ଲାଗିଥିଲା ଓ ରାସ୍ତାରେ ପଡି ଯାଇଥିଲେ । ଏହାପରେ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଅ-ଭି-ଯୋ-ଗ-କୁ ଆଧାର କରି ସେମାନଙ୍କ ନାମରେ ଏକ ମା-ମ-ଲା ରୁ-ଜୁ କରିଥିଲା ପୋ-ଲି-ସ । ପୋ-ଲି-ସ ଏହି ମା-ମ-ଲା-ରେ ତ-ଦ-ନ୍ତ ଆରମ୍ଭ କରିବା ସହ ମା-ର-ପି-ଟ କରିଥିବା ବର୍ତ୍ତମାନ ଗାର୍ଲଫ୍ରେଣ୍ଡଙ୍କୁ ଗି-ର-ଫ କରିଛି ।

ଏହି ଘ-ଟ-ଣା-ର ଭି-ଡି-ଓ ସେଠାରେ ଉପସ୍ଥିତ କିଛି ଲୋକ ଉତ୍ତୋଳନ କରିବା ପରେ ଏବେ ଏହା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।