ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- ବିଶ୍ଵର ସବୁଠାରୁ ବଡ ଫଳ କଣ ?
ଉ: ପଣସ ସବୁଠୁ ବଡ ଫଳ ।
୨- କେଉଁ ପଶୁ ଆକାଶ ଆଡକୁ ଦେଖିପାରେ ନାହିଁ ?
ଉ: ଘୁଷୁରି ଆକାଶକୁ ଦେଖିପାରେ ନାହିଁ ।

୩- “ଷ୍ଟାଚ୍ୟୁ ଅଫ ଲିବର୍ଟି” କୁ ଜଣେ କେତେ କିଲୋମିଟର ଦୂରରୁ ଦେଖିପାରିବେ ?
ଉ: ପ୍ରାୟ ୭ କିମି ଦୂରରୁ ଏହାକୁ ଦେଖି ହେବ ।
୪- କେଉଁ ଜୀବର ଡ଼ାକ୍ତର ରଙ୍ଗ ନୀଳ ହୋଇଥାଏ ?
ଉ: ଅକ୍ଟୋପସ ର ନୀଳ ରଙ୍ଗର ରକ୍ତ ଥାଏ ।
୫- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ତାଜମହଲ ରହିଛି ?
ଉ: ବାଂଲାଦେଶରେ ମଧ୍ୟ ତାଜମହଲ ଅଛି ।
୬- ଭାରତରେ ସର୍ବାଧିକ ସିନେମା କେଉଁ ଦିନ ରିଲିଜ ହୋଇଥାଏ ?
ଉ: ଶୁକ୍ରବାର ଦିନ ରିଲିଜ ହୁଏ ।
୭- ଭାରତର କେଉଁ ରାଜ୍ୟରେ ପାକିସ୍ତାନ ନାମ ଥିବା ଗ୍ରାମ ରହିଛି ?
ଉ: ବିହାରରେ ପାକିସ୍ତାନ ନାମକ ଗ୍ରାମ ଅଛି ।
୮- ଭାରତର କେଉଁ ରାଜ୍ୟରେ ଗଧ ମେଳା ଆୟୋଜିତ ହୁଏ ?
ଉ: ରାଜସ୍ଥାନ ରେ ଗଧ ମେଳା ହୁଏ ।

୯- ବିଶ୍ଵର ସର୍ବାଧିକ ଅମ୍ଳଜାନ ଦେଉଥିବା ଗଛ କେଉଁଟି ?
ଉ: ଅଶ୍ଵତଥ ଗଛ ସବୁଠୁ ଅଧିକ ଅମ୍ଳଜାନ ନିର୍ଗତ କରିଥାଏ ।
୧୦- କେଉଁ ଜୀବ ସବୁଠୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରୁହେ ?
ଉ: କଇଁଛ
୧୧- କାହାକୁ ନଦୀରର ଦେଶ କୁହାଯାଏ ?
ଉ: ବାଂଲାଦେଶକୁ
୧୨- ଭାରତର ସ୍ଵର୍ଗ କାହାକୁ କୁହାଯାଏ ?
ଉ: କାଶ୍ମୀର କୁ ଭାରତର ସ୍ଵର୍ଗ କୁହାଯାଏ ।
୧୩- ଗୋଆ ରାଜ୍ୟର ରାଜଧାନୀର ନାମ କଣ ?
ଉ: ପାନାଜୀ ଗୋଆର ରାଜଧାନୀ ।
୧୪- ରାଜସ୍ଥାନ ରାଜ୍ୟର ରାଜଧାନୀ ନାମ କଣ ?
ଉ: ଜୟପୁର ରାଜସ୍ଥାନର ରାଜଧାନୀ ।

୧୫ ହୱା ମହଲ କେଉଁ ସହରରେ ଅବସ୍ଥିତ ?
ଉ: ଜୟପୁର ରେ ଅବସ୍ଥିତ ।
୧୬- ଚନ୍ଦ୍ର ପୃଷ୍ଠରେ ଚାଷ କରା ଯାଇଥିବା ପ୍ରଥମ ଗଛ କେଉଁଟି ?
ଉ: କପା
୧୭- ଭାରତର ସବୁଠୁ ବଡ ମନ୍ଦିର କେଉଁଟି ?
ଉ: ରଙ୍ଗନାଥ ସ୍ଵାମୀ ମନ୍ଦିର ସବୁଠୁ ବଡ ଅଟେ ।
୧୮- “ପୋଙ୍ଗଲ” କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ଅଟେ ?
ଉ: ତାମିଲନାଡୁ
୧୯- ଭାରତର କେଉଁ ରାଜ୍ୟ ସର୍ବାଧିକ ଲାଲ ମରିଚ ଉତ୍ପାଦନ କରିଥାଏ ?
ଉ: ଆନ୍ଧ୍ରପ୍ରଦେଶ
୨୦- କେଉଁ ଦେଶରେ ବାପା ଝିଅ ବିବାହ କରନ୍ତି ?
ଉ: ବାଂଲାଦେଶ ରେ ବାପା ଝିଅ ବିବାହ ପ୍ରଥା ରହିଛି ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।