କେଉଁ ଦେଶରେ ବାପା-ଝିଅ ପରସ୍ପରକୁ ବିବାହ କରି ପାରିବେ ? ଏହା ସହ ଜାଣନ୍ତୁ ଆହୁରି 20ଟି Interesting GK Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଗୋଟିଏ ହାତୀ ଜାନୁୟାରୀ ତୁଳନାରେ ଫେବୃୟାରୀରେ କାହିଁକି ଅଧିକ ପାଣି ପିଇଥାଏ ?

ଉ: କାରଣ ଜାନୁୟାରୀରେ ଫେବୃୟାରୀ ଅପେକ୍ଷା ଅଧିକ ଦିନ ରହିଛି ।

୨- କଳା ବନର ରାଣୀ ସିଏ, ନାଲି ପାଣି ପିଏ । କହିଲ ଦେଖି କଣ ?

ଉ: ଉକୁଣି ।

୩- କେଉଁ ଦେଶରେ ଗୋଟିଏ ଫୁଲର ନାମ ମୋଦି ରଖାଯାଇଛି ?

ଉ: ଇସ୍ରାଏଲରେ ।

୪- ୧୦ ଟଙ୍କିଆ ନୋଟରେ କେଉଁ ମନ୍ଦିରର ଫଟୋ ଛପା ଯାଇଛି ?

ଉ: କୋଣାର୍କର ସୂର୍ଯ୍ୟ ମନ୍ଦିରଆରଆର ଫଟୋ ।

୫- ଚଷମାକୁ ହିନ୍ଦୀରେ କଣ କୁହାଯାଏ ?

ଉ: ଏନକ ।

୬- କାହାକୁ ସାପ ମାନଙ୍କର ରାଜା କୁହାଯାଏ ?

ଉ: କିଙ୍ଗ କୋବ୍ରାକୁ ।

୭- କେଉଁ ପଶୁ ଛିଡା ହୋଇ ଶୋଇଥାଏ ?

ଉ: ଘୋଡା ଠିଆ ହୋଇ ଶୁଏ ।

୮- ମଣିଷର ସବୁଠୁ ବଡ ଶକ୍ତି କଣ ହୋଇଥାଏ ?

ଉ: ତା’ର ପରିବାର ।

୯- କେଉଁ ପଶୁ ଅନ୍ଧାରରେ ବି ସ୍ପଷ୍ଟ ଦେଖିପାରେ ?

ଉ: ଚିତାବାଘ ଅନ୍ଧାରରେ ଦେଖିପାରେ ।

୧୦- ମଦ୍ୟପାନ କଲେ ଆମ ଶରୀର ଉପରେ ଏହାର କଣ ପ୍ରଭାବ ପଡିଥାଏ ?

ଉ: ଭୋକ କମ୍ ଲାଗିଥାଏ ।

୧୧- ପ୍ୟାନ କାର୍ଡକୁ ହିନ୍ଦୀ ବା ଓଡିଆରେ କଣ କୁହାଯାଏ ?

ଉ: ସ୍ଥାୟୀ ଖାତା ସଂଖ୍ୟା (Permanent Account Number) ।

୧୨- ପଞ୍ଜାବ ନ୍ୟାସନାଲ ବ୍ଯାଙ୍କର ସ୍ଥାପନା କେଉଁ ବର୍ଷ କରା ଯାଇଥିଲା ?

ଉ: ୧୯୭୫ ରେ କରା ଯାଇଥିଲା ।

୧୩- କେଉଁ ପଶୁ ମରିବା ପରେ ବି ଠିଆ ହୋଇ ରହିଥାଏ ?

ଉ: ବାଘ ।

୧୪- ଗୋଲାପର ସହର ଭାରତର କେଉଁ ସହରକୁ କୁହା ଯାଇଥାଏ ?

ଉ: ଚଣ୍ଡିଗଡକୁ ।

୧୫- ଦୁନିଆର ସବୁଠୁ ବଡ ସାପ କାହାକୁ ମାନାଯାଏ ?

ଉ: ପାଇଥନ କୁ ।

୧୬- କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ଯାଏଁ ଶୋଇକରି ରହିଥାଏ ?

ଉ: ଭାଲୁ ।

୧୭- କେଉଁ ଦେଶରେ ଟିକଟକ ଚଳାଇବା ଏକ ଅପରାଧ ବୋଲି ମାନାଯାଏ ?

ଉ: ଉତ୍ତର କୋରିଆରେ ।

୧୮- ସାପ କେଉଁ ରଙ୍ଗକୁ ଦେଖି ପାଗଳ ହୋଇଯାନ୍ତି ?

ଉ: ନୀଳ ରଙ୍ଗ ।

୧୯- ନେପାଳର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉ: ବେସବଲ ନେପାଳର ଜାତୀୟ ଖେଳ ।

୨୦- କେଉଁ ଦେଶରେ ବାପା – ଝିଅ ପରସ୍ପରକୁ ବିବାହ କରିପାରିବେ ?

ଉ: ବାଂଲାଦେଶ ରେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।