କେଉଁ ଦେଶର ନୋଟରେ ଶ୍ରୀ ରାମଙ୍କ ଛବି ଥାଏ ? ଏହା ସହ ଜାଣନ୍ତୁ ଆହୁରି 20 Interesting Question & Answers

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ବ୍ରହ୍ମପୁତ୍ର ନଦୀର ଦୈର୍ଘ୍ୟ କେତେ ?

ଉ: ୨୯୦୦ କିମି ଦୈର୍ଘ୍ୟ

୨- ଭାରତର ବର୍ତ୍ତମାନର ରାଷ୍ଟ୍ରପତି କିଏ ?

ଉ: ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

୩- ମାନସରୋବର କିଏ ସୃଷ୍ଟି କରିଥିଲେ ?

ଉ: ବ୍ରହ୍ମା ସୃଷ୍ଟି କରିଥିଲେ ।

୪- ସରଜୁ ନଦୀ କେଉଁଠାରେ ଉତ୍ପତ୍ତି ହୋଇଥିଲା ?

ଉ: ମାନସରୋବର ନଦୀରୁ ଉତ୍ପତ୍ତି ହୋଇଥିଲା ।

୫- କେଉଁ ଋଷି ମହାସମୁଦ୍ରକୁ ଚଳୁ କରି ଶୁଖେଇ ଦେଇଥିଲେ ?

ଉ: ଋଷି ଅଗସ୍ତି ମହାସମୁଦ୍ରକୁ ଶୁଖେଇ ଦେଇଥିଲେ ।

୬- ଆମେରିକାରେ ଆଧାର କାର୍ଡକୁ କଣ କୁହନ୍ତି ?

ଉ: ଗ୍ରୀନ କାର୍ଡ

୭- ଏମିତି କେଉଁ ଦାନ ରହିଛି ଯାହାକୁ ଗରିବ ଓ ଧନୀ ଦୁଇ ଜଣ ହିଁ କରିଥାନ୍ତି ?

ଉ: କନ୍ୟା ଦାନ ଧନୀ ଗରିବ ଉଭୟ କରିଥାନ୍ତି ।

୮- ଏମିତି କେଉଁ ଜିନିଷ ଯାହା ଦୁନିଆରେ ଏ ପର୍ଯ୍ୟନ୍ତ ପାଦ ରଖି ନାହିଁ କିନ୍ତୁ ସମସ୍ତଙ୍କୁ ଦେଖା ଯାଇଥାଏ ?

ଉ: ସୂର୍ଯ୍ୟ

୯- ଦଶ ଟଙ୍କାରେ ଏମିତି କେଉଁ ଜିନିଷ କିଣିଦେଲେ ଘର ଭର୍ତ୍ତି ହୋଇଯାଏ ?

ଉ: ମହମବତୀ

୧୦- ଏମିତି କଣ ଯାହା ଦେଖି ପାରିବା ହେଲେ ଛୁଇଁ ପାରିବ ନାହିଁ ?

ଉ: ସ୍ଵପ୍ନ

୧୧- ଏମିତି କଣ ଯାହାକୁ ଆପଣ ଦେଇଦେଲା ପରେ ବି ଆପଣ ପୁଣି ରଖିଥାନ୍ତି ?

ଉ: ବଚନ

୧୨- Vodafone କେଉଁ ଦେଶର କମ୍ପାନୀ ?

ଉ: ଇଂଲଣ୍ଡ ର କମ୍ପାନୀ

୧୩- ଭାରତରେ ୨୫ ପଇସାର ପ୍ରଚଳନ କେବେ ଠାରୁ ସଂପୂର୍ଣ୍ଣ ବନ୍ଦ ହେଲା ?

ଉ: ୨୯ ଜୁନ ୨୦୦୫

୧୪- ମୁଁ ଗୋଟିଏ ପୁଅକୁ ପଚାରିଲି ତୁମର ନାମ କଣ ସେ କହିଲା W17V5, ତେବେ ପୁଅର ନାମ କଣ ?

ଉ: SALIM (W17V5 କୁ ଓଲଟାଇଲେ SALIM ଭଳି ଦେଖାଯିବ)

୧୫- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?

ଉ: ସମୁଦ୍ର ଘୋଡା ଅଣ୍ଡିରା ହେଲେବି ଛୁଆ ଦିଏ ।

୧୬- କାର୍ଯ୍ୟ କରିବାର ସାମର୍ଥ୍ୟକୁ କଣ କୁହାଯାଏ ?

ଉ: ଶକ୍ତି

୧୭- କାହାକୁ ସକଳ ଶକ୍ତିର ଆଧାର କୁହାଯାଏ ?

ଉ: ସୂର୍ଯ୍ୟ ଙ୍କୁ

୧୮- ବେତାର ତରଙ୍ଗ କି ପ୍ରକର ତରଙ୍ଗ ଅଟେ ?

ଉ: ଅନୁପ୍ରସ୍ତ ତରଙ୍ଗ

୧୯- କିଏ ରେଡିୟମ ର ଉଦ୍ଭାବନ କରିଥିଲେ ?

ଉ: ମ୍ୟାଡାମ ମେରୀ କ୍ୟୁରୀ

୨୦- କେଉଁ ଦେଶର ନୋଟରେ ଶ୍ରୀରାମଙ୍କ ଛବି ଥାଏ ?

ଉ: ପୋଲାଣ୍ଡ ଓ ନେଦରଲ୍ୟାଣ୍ଡ ଦୁଇ ଦେଶର ଛବିରେ ଶ୍ରୀରାମଚନ୍ଦ୍ରଙ୍କ ଛବି ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।