GK Questions and Answers: କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦିଏ ? କଣ ଆପଣ ଜାଣନ୍ତି ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- କାହାକୁ ନଦୀର ଦେଶ ବୋଲି କୁହାଯାଏ ?

ଉ: ବାଂଲାଦେଶ

୨- ଭାରତରେ କାହାର କାର ରେ ନମ୍ବର ପ୍ଳେଟ ନଥାଏ ?

ଉ: ରାଷ୍ଟ୍ରପତି

୩- କେଉଁ ରାଜ୍ୟକୁ ଗୋଲାପ ଫୁଲର ସହର ବୋଲି କୁହାଯାଏ ?

ଉ: ଚଣ୍ଡିଗଡ

୪- କେଉଁ ପଶୁ ନିଜ ଜିଭ ଦ୍ଵାରା ଦାନ୍ତ ସଫା କରେ ?

ଉ: ଓଟ

୫- ବିହାରର ରାଜଧାନୀର ନାମ କଣ ?

ଉ: ପାଟଣା

୬- ଭାରତର ସବୁଠାରୁ ଅଧିକ ପ୍ରଦୂଷିତ ସହର କିଏ ?

ଉ: ଦିଲ୍ଲୀ

୭- କେଉଁ ଦେଶ ଉଡାଜାହାର ଉଦ୍ଭାବନ କରିଥିଲା ?

ଉ: ଆମେରିକା

୮- କୋକା କୋଲା କେଉଁ ଦେଶାର କମ୍ପାନୀ ଅଟେ ?

ଉ: ଆମେରିକା

୯- ଗୁଗଲ କମ୍ପାନୀର ସ୍ଥାପନା କେବେ ହୋଇଥିଲା ?

ଉ: ୧୯୯୮

୧୦-  କେଉଁ ସାପ ବସା ବାନ୍ଧିଥାଏ ?

ଉ: କିଙ୍ଗ କୋବ୍ରା

୧୧- ବିହାରର ଦୁଃଖ କେଉଁ ନଦୀକୁ କୁହାଯାଏ ?

ଉ: କୋଷି ନଦୀ

୧୨- ଭାରତର ସବୁଠାରୁ ଲମ୍ବ ନଦୀ କିଏ ?

ଉ: ଗଙ୍ଗା ନଦୀ

୧୩- ତାଲା ନଗର ନାମରେ କେଉଁ ଜିଲ୍ଲା ପରିଚିତ ?

ଉ: ଆଲିଗଡ

୧୪- ଭାରତରେ କେଉଁ କମ୍ପାନୀର ଫୋନ ସର୍ବାଧିକ ବିକ୍ରି ହୁଏ ?

ଉ: ଏମଆଇ (MI)

୧୫- ହୀରାକୁଦ ଜଳଭଣ୍ଡାର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଓଡିଶା

୧୬- ମସଲା ସହର ଭାବେ କିଏ ପ୍ରସିଦ୍ଧ ?

ଉ: କୋଜିକେଡେ

୧୭- ଭାରତର ଗୋଲାପି ସହର କାହାକୁ କୁହାଯାଏ ?

ଉ: ଜୟପୁର

୧୮- ମଦର ଟେରେସାଙ୍କ ଜନ୍ମ କେଉଁଠି ହୋଇଥିଲା ?

ଉ: ମାସେଡୋନିଆ

୧୯- ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉ: ନୀଳ ନଦୀ

୨୦- ଭାରତର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉ: ଗଙ୍ଗା ନଦୀ

୨୧- ଭାରତର ସବୁଠାରୁ ଓସାରିଆ ନଦୀର ନାମ କଣ ?

ଉ: ବ୍ରହ୍ମପୁତ୍ର

୨୨- ବିଶ୍ଵର ସବୁଠାରୁ ଓସାରିଆ ନଦୀର ନାମ କଣ ?

ଉ: ଆମାଜନ ନଦୀ

୨୩- ଭାରତର ସବୁଠାରୁ ବଡ ନଦୀର ନାମ କଣ ?

ଉ: ଗଙ୍ଗା ନଦୀ

୨୪- ଭାରତର ସର୍ବ ନିମ୍ନ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ କିଏ ?

ଉ: ସିକିମ

୨୫- କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦିଏ ?

ଉ: ଚିଲେ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।