Keonjhar ଜିଲ୍ଲାରେ ଅଜଗର ସାପ (Python) ଛେଳିକୁ ଗିଳିବାର ଏହି ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ VIdeo

ଛେଳିକୁ ଗି-ଳି ଅଡୁଆରେ ପଡିଛି ଅଜଗର । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ କରାମଙ୍ଗି ଗାଁ ବାମଦେଇ ପାହାଡ ପାଖରେ । ସକାଳେ ଏକେ ଅଜଗର ସାପ କରାମଙ୍ଗି ରାସ୍ତା ଉପରେ ନି-ସ୍ତେ-ଜ ହୋଇ ପଡି ରହିଥିବା ଲୋକେ ଦେଖିବାକୁ ପାଇଥିଲେ । ଅଜଗର ଏକ ଛେଳିକୁ ଗି-ଳି ଦେଇଥିବାରୁ ଯାଇ ପାରୁ ନଥିବା ନେଇ ଲୋକେ ସ-ନ୍ଦେ-ହ କରିଥିଲେ । କିଛି ଲୋକେ ଅଜଗରକୁ ଜଙ୍ଗଲ ଆଡେ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାପଟି ଯିବା ଲାଗି ଅକ୍ଷମ ହୋଇଥିବାରୁ ସେହିଠାରେ ହିଁ ପଡି ରହିଛି ।

ତେବେ ଆଜି ଆମେ ଆପଣଙ୍କୁ ଏହି ଅଜଗର ସାପ ବିଷୟରେ କିଛି ଜାଣିବା କଥା କହିବୁ । ବିଶେଷ କରି ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳୁଥିବା ଏହି ସାପ ବି-ଷ-ଧ-ର ହୋଇ ନଥାଏ । କିନ୍ତୁ ଏହି ସାପ ନିଜ ଶି-କା-ର-କୁ ଗି-ଳି ଦେଇଥାଏ । ସାଧାରଣତଃ ଅଜଗର ସାପ ମୂଷା, ବିଲେଇ, କୁକୁଡ଼ା, ଛେଳି ଓ ଘୁଷୁରି ଆଦିଙ୍କୁ ନିଜର ଶି-କା-ର କରିଥାଏ । କିନ୍ତୁ ଏକ ନିଶ୍ଚିତ ଆକାରରେ ବୃଦ୍ଧି ପାଇବା ପରେ ଏହା କେବେ କେବେ କୁମ୍ଭୀରକୁ ମଧ୍ୟ ଗି-ଳି ଦେଇପାରେ ।

ଅଜଗର ସାଧାରତଃ ଗଛରେ ଲୁଚି ରୁହେ ଓ ଭୂମି ଉପରେ ମଧ୍ୟ ଦେଖାଯାଏ । କିନ୍ତୁ ଏହି ସାପ ଖୁବ ଭଲ ଭାବେ ପାଣିରେ ପହଁରି ମଧ୍ୟ ପାରେ । ଅଜଗର ଗି-ଳି-ଥି-ବା ଶି-କା-ର-ର ଆକାର ଅନୁସାରେ ହଜମ ହେବାକୁ ସମୟ ଲାଗିଥାଏ । ବଡ ଶି-କା-ର ଅଜଗରକୁ ସପ୍ତାହ କିମ୍ବା ମାସ ମାସ ଧରି ତୃପ୍ତ ରଖିପାରେ । ଗି-ଳି-ବା ପରେ ଅଜଗର ନିଜ ଶି-କା-ର-କୁ ଚା-ପି ଏବଂ ମୋ-ଡି ନିଃ-ଶ୍ଵା-ସ ବ-ନ୍ଦ ହେବା ପର୍ଯ୍ୟନ୍ତ ମା-ରେ ।

ଦକ୍ଷିଣ-ପୂର୍ବ ଏସିଆ ଓ ଇଷ୍ଟ-ଇଣ୍ଡିଜର ରେଟିକୁଲେଟେଡ ପାଇଥନ ପ୍ରାୟ ୩୦ ଫୁଟ ଲମ୍ବା ହୋଇଥାନ୍ତି । ଯାହା ଦୁନିଆରା ସବୁଠୁ ଲମ୍ବା ସାପ ଅଟନ୍ତି । ଏମାନଙ୍କ ଓଜନ ୧୧୦ ରୁ ୧୧୫ କିଲୋ ମଧ୍ୟରେ ହୋଇଥାଏ । ଜନନ ପ୍ରକ୍ରିୟା ପାଇଁ ଅଜଗର ଅଣ୍ଡା ଦେଇଥାଏ ଓ ଏହାର ସୁରକ୍ଷା ମଧ୍ୟ କରିଥାଏ । ମାଦା ଅଜଗର ଥରକେ ପ୍ରାୟ ୧୨ ରୁ ୩୬ଟି ଅଣ୍ଡା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।