କେବେ ଓ କେମିତି କମିବ କରୋନା, ଜାଣନ୍ତୁ କଣ କହୁଛି ପାଞ୍ଜି!

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନୂଆ ପାଞ୍ଜିକାରେ ଏହି ବର୍ଷ ଓଡିଶାରେ କେଉଁ ଭଳି ପରିସ୍ଥିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଚଳିତ ବର୍ଷ ପଣା ସଙ୍କ୍ରାନ୍ତିରେ ପ୍ରସ୍ତୁତ ହୋଇଥିବା ଏହି ନୂଆ ପଞ୍ଜିକାରେ ଓଡିଶା ପାଇଁ କଣ ରହିଛି ସୂଚନା ଆଗକୁ କଣ ହେବାକୁ ଯାଉଛି ତାହାର ସୂଚନା ଦିଆ ଯାଇଛି । ଅସଲି ଖଡିରତ୍ନ ପଞ୍ଜିକା ଅନୁସାରେ ଚଳିତ ବର୍ଷ ଯେଉଁ କୋ-ରୋ-ନା ମହାମାରୀ ସମସ୍ଯା ରହିଛି ତାହା ବର୍ତ୍ତମାନ ପାଇଁ କମିବ ନାହି ।

ଏହାର ପ୍ରଭାବ ଏହି ବର୍ଷ ରହିବ । ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ କୋ-ରୋ-ନା ଭା-ଇ-ର-ସର ପ୍ରକୋପ ସେହିଭଳି ରହିବା ବୋଲି ସୂଚନା ମିଳିଛି । ଏହି ବର୍ଷ ସେପ୍ଟେମ୍ବର ମାସରେ କୋ-ରୋ-ନାର କିଛି ମାତ୍ରାରେ ପ୍ରଭାବ କମିବ ବୋଲି ପାଞ୍ଜିକାରେ ଉଲ୍ଲେଖ କରା ଯାଇଛି ।

ସବୁ ବର୍ଷ ଭଳି ଚାଲି ବର୍ଷ ଓଡିଶାରେ ବା-ତ୍ୟା, ବନ୍ୟା ଆଦି ସମସ୍ଯା ରହିବ ବୋଲି ସୂଚନା ମିଳିଛି । ବଡ ଦୁ-ର୍ଘଟ-ଣା-ରେ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି ବୋଲି ପାଞ୍ଜିକାରେ କୁହା ଯାଇଛି । ଏହା ଛଡା ପ୍ରାକୃତିକ ବିପର୍ଜ୍ୟୟ ମଧ୍ୟ ରହିବ । ଏହା ଛଡା ଚଳିତ ବର୍ଷ ବନ୍ୟ ଜୀବଜନ୍ତୁଙ୍କ ଦ୍ଵାରା ଶସ୍ଯ କ୍ଷେତ୍ର ବା ବିଲବାଡିର କ୍ଷ-ୟ-କ୍ଷ-ତି ହେବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ଦେଶର ଆର୍ଥିକ ସ୍ଥିତି ଭଲ ରହିବା ନାହି । ଏହା ଛଡା ଲୋକଙ୍କର ମଧ୍ୟ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ବୋଲି ପାଞ୍ଜିକାରେ ଉଲ୍ଲେଖ କରା ଯାଇଛି । ଏହି ବର୍ଷ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ପ୍ରତିଯୋଗୀତା ଲାଗି ରହିବ । ସରକାର ଯେଉଁ ଯୋଜନା କରତିବାକୁ ଚାହିଲେ ମଧ୍ୟ ଏହି ବର୍ଷ ସେ ସବୁ ଯୋଜନା ସଫଳ ହେବାର କମ ସମ୍ଭାବନା ରହିଛି ।

ଶାସକ ଦଳ ଓ ବିରୋଧୀ ଦଳ ବହୁତ ଶକ୍ତିଶାଳୀ ରହିବେ । ଚଳିତ ବର୍ଷ କୃଷି ଉତ୍ପାଦନଭଲ ରହିବ । ଚାଷୀ ମାନେ ଭଲ ଲାଭରେ ରହିବେ । କିନ୍ତୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବା ଅନ୍ୟ କୌଣସି କାରଣ ପାଇଁ ଶସ୍ଯ ହାନି ହେବାର ସମ୍ଭାବନା ରହିଛି । ଏହି ବର୍ଷ ବର୍ଷା ମଧ୍ୟମ ଧରଣର ରହିବ । ଯଦି ସରକାରଙ୍କ ତରଫରୁ ଭଲ ଭାବେ ମ୍ୟାନେଜମେଣ୍ଟ ହୋଇ ପାରିବ ତେବେ ଚଳିତ ବର୍ଷ ବହୁତ ଭଲ ଚାଷ ହୋଇ ପାରିବ । ଏହି ସବୁ ବିଷୟରେ ଅସଲି ଖଡିରତ୍ନ ପାଞ୍ଜିକାରେ ଉଲ୍ଲେଖ କରା ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।