ଝିଅ ବୟସରେ ବୋହୂ ରୋଲ କରି ଫେମସ ହେଇଛନ୍ତି ଏହି 8 ହିରୋଇନ, ନମ୍ବର ୩ ତ ମାତ୍ର ୯ ବର୍ଷରୁ ହିଁ…

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି । ବଲିଉଡ ଭଳି ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରୁଥିବା କଳାକାର ମାନେ ବହୁତ ଆଗରେ ଅଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା, ପର୍ଶନାଲିଟି, ଲୁକ ପାଇଁ ଟିଭି ଇଣ୍ଡଷ୍ଟ୍ରିରେ ଖୁବ ଚର୍ଚ୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ କମ ବୟସରୁ ଅଭିନୟ ଦୁନିଆରେ ପାଦ ଦେଇ ନା କରିଛନ୍ତି ।

୧- “ହେନା ଖାନ” : ଅଭିନେତ୍ରୀ ହେନା ଖାନ ଷ୍ଟାର ପ୍ଲସରେ ପ୍ରସାରିତ ହେଇଥିବା “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନୟ କରିବା ସମୟରେ ତାଙ୍କୁ ମାତ୍ର ୧୮ବର୍ଷ ହୋଇଥିଲା । ଏହି ସିରିଏଲରେ ବୋହୁ ଭୂମିକାରେ  ଅଭିନୟ କରି ହେନା ଖାନ ଖୁବ ଲୋକପ୍ରିୟ ହୋଇଥିଲେ ।

୨- “ପ୍ରତ୍ୟୁଶା ବାନାର୍ଜୀ” : ଅଭିନେତ୍ରୀ ପ୍ରତ୍ୟୁଶା ବାନାର୍ଜୀ କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିବା “ବାଳିକା ବଧୁ” ସିରିଏଲରେ ଆନନ୍ଦି ଭୂମିକାରେ ଅଭିନୟ କରି ଖୁବ ଚର୍ଚ୍ଚାରେ ରହିଥିଲେ । ସେ ଏହି ସିରିଏଲରେ ବୋହୁର ଅଭିନୟ କରିବା ସମୟରେ ତାଙ୍କର ବୟସ ୧୮ ବର୍ଷ ହୋଇଥିଲା ।

୩- “ଏବିକା ଗର” : ଅଭିନେତ୍ରୀ ଏବିକା ଗର ୯ ବର୍ଷର ହୋଇଥିବା ବେଳେ “ବାଳିକା ବଧୁ” ସିରିଏଲରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ୧୫ ବର୍ଷ ହେବା ସମୟରେ ସେ “ଶଶୁରାଲ ସୀମର କା” ସିରିଏଲରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

୪- “ମହିମା ମଖୱାନା” : ଅଭିନେତ୍ରୀ ମହିମା ମଖୱାନା “ସପନେ ସୁହାନେ ଲଡପନ” ସିରିଏଲରେ ବୋହୁ ଚରିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ତାଙ୍କ ବୟସ ମାତ୍ର ୧୨ ବର୍ଷ ଥିଲା ।

୫- “କାଞ୍ଚି ସିଂ” : ଅଭିନେତ୍ରୀ କାଞ୍ଚି ସିଂ “ଅଭନୀ” ସିରିଏଲରେ ବୋହୁ ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୧୬ ବର୍ଷ ଥିଲା ।

୬- “କ୍ରିଷ୍ଟାଲ ଡିସୋଜା” : ଷ୍ଟାର ପ୍ଲସରେ “ଏକ ହଜାରୋ ମେ ମେରି ବେହେନା ହେ” ସିରିଏଲରେ ଅଭିନୟ କରି ଅଭିନେତ୍ରୀ କ୍ରିଷ୍ଟାଲ ଡିସୋଜା ଜୀବିକା ଚରିତ୍ରରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କର ବୟସ ୨୦ ବର୍ଷ ଥିଲା ଯେତେବେଳେ ସେ ବୋହୁର ଚରିତ୍ର ବେଶ ଭଲ ଭାବେ ନିଭାଇଥିଲେ ।

୭- “ଶିବଶକ୍ତି ସଚିଦେବ” : “ସବକେ ଲାଡୋ ବେବୋ” ସିରିଏଲରେ ଅଭିନେତ୍ରୀ ଶିବଶକ୍ତି ସଚିଦେବ ବେବୋ ଚରିତ୍ରରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କର ବୟସ ୧୬ବର୍ଷ ହୋଇଥିଲେ ମଧ୍ୟ ସେ ବୋହୁର ଭୂମିକା ବେଶ ଭଲ ଭାବେ କରିଥିଲେ ।

୮- “ସାରା ଖାନ” : ଅଭିନେତ୍ରୀ ସାରା ଖାନ “ବିଦାୟୀ” ସିରିଏଲ ପାଇଁ ଖୁବ ଲୋକପ୍ରିୟ ହୋଇଥିଲେ । ଏହି ସିରିଏଲରେ ସାରା ଖାନ ବୋହୁର ଚରିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ତାଙ୍କର ବୟସ ୧୭ ବର୍ଷ ଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।