କେବଳ ଗୋଟିଏ ଘଣ୍ଟା ପାଇଁ ବଞ୍ଚିଗଲା ଜୀବନ, ସମୟ ଥାଇ ହସ୍ପିଟଲରେ ପହଞ୍ଚିଲେ ମହିଳା, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ କିଛି ନା କିଛି ଘ-ଟ-ଣା ଘଟିବାରେ ଲାଗିଛି । କିଛି ଘ-ଟ-ଣା ଜାନତରେ ହେଉ ବ ଅଜାଣତରେ ହେଉ ଘଟୁଛି । ଏହା ଛଡା ଆଉ କିଛି ଏମିତି ଘ-ଟ-ଣା ରହିଛି ଯାହା ଆଗରୁ ନା କେହି କେବେ ଶୁଣି ଥିବେ ନା ଦେଖି ଥିବେ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘ-ଟ-ଣା ବାବଦରେ ନେଇ ଆସିଛୁ ଯେଉଁଥିରେ ଜଣେ ମହିଳାଙ୍କ ଜୀବନ ଆପଲ ଘଣ୍ଟା ପାଇଁ ରକ୍ଷା ପାଇ ପାରିଲା । ତେବେ ଆସନ୍ତୁ ଜାଣିବା ଏହି ଘଟଣା ପଛରେ କଣ ସତ୍ୟତା ରହିଛି ।ଏହି ଘ-ଟ-ଣା-ଟି ମିଚିଗାନର ଡିଆନ ଫେନଷ୍ଟ୍ରାଙ୍କ ସହ ଘ-ଟି-ଛି । ସେ ନିଜ ମତରେ କହିଛନ୍ତି ଯେ ଯେଉଁ ଦିନ ତାଙ୍କ ସହ ଦୁ-ର୍ଘ-ଟ-ଣା ଘ-ଟି-ଥି-ଲା ସେହି ଦିନ ହୃଦ ସ୍ପନ୍ଦନ ଠିକ ନାହି ବୋଲି ତାଙ୍କୁ ଆପଲ ଘଣ୍ଟା ଅବଗତ କରାଇ ଥିଲା ।

ଏହା ପରେ ସେ ତାଙ୍କ ସ୍ଵାମୀଙ୍କୁ ଫୋନ ମାଧ୍ୟମରେ ଡାକ୍ତରଙ୍କୁ ଦେଖାଇବା ଉଚିତ କି ନାହି ଏହି କଥା ପଚାରି ଥିଲେ । ଏହା ପରେ ତାଙ୍କ ସ୍ଵାମୀ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଡିଆନ ହସପିଟାଲରେ ପହଞ୍ଚି ଥିଲେ । ହସ୍ପିଟାଲରେ ପହଞ୍ଚିବା ପରେ ଡିଆନଙ୍କର ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରିଥିଲେ । ଡାକ୍ତର ମାନେ ପରୀକ୍ଷା କରି ଜାଣି ପାରିଥିଲେ ଯେ ଫେନଷ୍ଟ୍ରାଙ୍କର ହୃଦଘାତ ହୋଇଥିଲା ଯାହା ବାବଦରେ ସେ କିଛି ବି ଜାଣି ନାହାନ୍ତି । ଫେନଷ୍ଟ୍ରା ଆପଲ ଘଣ୍ଟା ଜରିଆରେ ନିଜର ହୃଦଘାତ ସମ୍ଭଧରେ ଜାଣି ପାରି ତୁରନ୍ତ ହସପିଟାଲରେ ପହଞ୍ଚି ପାରିଥିଲେ ।

ହସପିଟାଲରେ ପରୀକ୍ଷା ହେବା ପରେ  ସେ ଜାଣି ପାରିଥିଲେ ଯେ ସେ ହୃ-ଦ-ଘା-ତ-ର ଶି-କା-ର ହୋଇଛନ୍ତି । ଏହି ଘ-ଟ-ଣା-ଟି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ମଧ୍ୟ ଏହା ବାସ୍ତବରେ ସତ୍ୟ ଅଟେ । ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଆପଲ କମ୍ପାନୀ ଘଣ୍ଟା ପାଇଁ ଜଣେ ନିରୀହ ମହିଳାଙ୍କର ଜୀବନ ରକ୍ଷା ପାଇ ପାରିଲା । ସେ ଠିକ ସମୟରେ ହସପିଟାଲରେ ପହଞ୍ଚି ନିଜର ଚିକିତ୍ସା କରି ପାରିଲେ ।

ଆପଲ ଘଣ୍ଟା ଯୋଗୁ ମହିଳାଙ୍କର ପ୍ରାଣ ବଞ୍ଚିବା ଏକ ବଡ ଆଶ୍ଚର୍ଯ୍ୟ କର ଘ-ଟ-ଣା ଅଟେ ଯାହାକୁ ସହଜରେ ବିଶ୍ଵାସ କରି ହେବ ନାହି । କିନ୍ତୁ ସୂଚନା ଅନୁସାରେ ଏହା ସତ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।