ଇମାନଦାର ଚୋର : ପୋ-ଲି-ସ୍ ଘରେ ପଶି କଲା ଚୋ-ରୀ, ଆଉ ଲେଖି ଦେଇଗଲା ପରେ ଫେରାଇବି…ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ?

ନମସ୍କାର ବନ୍ଧୁଗଣ । ଛତିଶଗଡ ଜିଲ୍ଲାର ଭିଣ୍ଡରେ ଜଣେ ପୋ-ଲି-ସ ଅଫିସରଙ୍କ ଘରକୁ ଚୋ-ରୀ ହେବାର ସୂଚନା ମିଳିଛି । ଚୋ-ରୀ କରିଥିବା ବ୍ୟକ୍ତି ଜଣକ ମଧ୍ୟ ପ୍ରଦେଶର ଭିଣ୍ଡରେ ରହୁଥିବା ଜଣେ ପୋ-ଲି-ସଙ୍କ ଘରୁ କିଛି ଜିନିଷ ଚୋ-ରୀ କରିଛନ୍ତି ।

ସେହି ପୋ-ଲି-ସ-ର ପରିବାର ଭିଣ୍ଡ ରେ ବାସ କରନ୍ତି । ସୂଚନା ଅନୁସାରେ ଗତ ଜୁନ ୩୦ ତାରିଖରେ ପୋ-ଲି-ସ-ଙ୍କ ସ୍ତ୍ରୀ ଓ ପିଲା ମାନେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଯେତେ ବେଳେ ପୋ-ଲି-ସ-ଙ୍କ ପରିବାର ଲୋକେ ଘରକୁ ଫେରିଥିଲେ ସେହି ସମୟରେ ସେ ଦେଖିବାକୁ ପାଇଲେ ଯେ ତାଙ୍କ ଘରର କ-ବାଟ- ଝ-ର-କା ଭା-ଙ୍ଗି-କି ପ-ଡି-ଛି । ଘରର ଜିନିଷପତ୍ର ସବୁ ଏ-ପ-ଟ ସେ-ପ-ଟ ହେବାର ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ତାଙ୍କ ଘରୁ କିଛି ସୁ-ନା ଓ ରୂ-ପା ଗହଣା ଚୋ-ରୀ ହେବାର ପୋ-ଲି-ସ ଅଧିକାରୀ କହିଛନ୍ତି । ଏହି ଘ-ଟ-ଣା-କୁ ନେଇ ପୋ-ଲି-ସ ତ-ଦ-ନ୍ତ ଜାରି ରହିଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଚୋ-ର-ଟି ଚୋ-ରୀ କରିବା ପରେ ଏକ ଲିଖିତ ଆକାରରେ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛି । ପୋ-ଲି-ସ ଜଣକ ଘରୁ ମୂ-ଲ୍ୟ-ବା-ନ -ଜି-ନି-ଷ ଚୋ-ରୀ କରିବା ପରେ ଚୋ-ର ଜଣକ ନିଜ ତରଫରୁ କ୍ଷ-ମା ଯାଚନା କରିଛି । ସେହି ଚିଠିରେ ଲେଖା ଯାଇଛି ଯେ ଏହି ଚୋ-ରୀ କରିବାର କାରଣ ହେଉଛି ସେ ତାଙ୍କ ସାଙ୍ଗଙ୍କ ଜୀବନ ରକ୍ଷା କରିବାକୁ ଚାହୁଛନ୍ତି ।

ଏହା ସହ ଲେଖା ଯାଇଛି ଯେ ପରେ ଟଙ୍କା ଯୋଗାଡ ହେବା ପରେ ଚୋ-ର ଜଣକ ଟଙ୍କା ଫେରସ୍ତ କରି ଦେବେ । ମଙ୍ଗଳବାର ଦିନ ଏହି ଘ-ଟ-ଣା-କୁ ନେଇ ପୋ-ଲି-ସ-କୁ ସୂଚନା ଦିଆଯାଇ ଥିଲା । କୋଟବାଲି ପୋ-ଲି-ସ ଷ୍ଟେ-ସ-ନ-ର ଏଏସଆଇ କମଲେଶ କାଟାରେ ଏହି ବିଷୟରେ ସୂଚନା ଦେଇଥିଲେ । ପୋ-ଲି-ସ ସୂଚନା ଅନୁସାରେ ଚୋ-ର ନିଜର ଏପରି ଖରାପ କାମ ପାଇଁ କ୍ଷମା ପ୍ରାର୍ଥନା କରିଛି ବୋଲି ଚିଠିରେ ଲେଖା ଯାଇଅଛି । ଚିଠିରେ ଆହୁରି ମଧ୍ୟ ଲେଖା ଯାଇଛି ଯେ ” ବନ୍ଧୁ ମୁଁ ଦୁଖିତ, ଏହି କାମ ମୁଁ ବାଧ୍ୟତାମୂଳକ କରିଛି ।

ଯଦି ମୁଁ ଏପରି ନ କରିବି ତେବେ ମୋ ବନ୍ଧୁର ଜୀବନ ରକ୍ଷା କରି ପାରିବି ନାହି । ମୁଁ ଟଙ୍କା ପାଇବା ପରେ ଆପଣଙ୍କ ଟଙ୍କା ଫେରସ୍ତ କରି ଦେବି” ଏହିଭଳି କିଛି କଥା ଲେଖା ଯାଇଛି । ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଚୋ-ର ଜଣକ ନିଜ ବ-ନ୍ଧୁ-ଙ୍କ-ର ଜୀବନ ରକ୍ଷା ପାଇଁ ଚୋ-ରୀ କରିଛି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏହି କଥାର ସତ୍ୟତା କେତେ ରହିଛି ତାହା ପୋ-ଲି-ସ ଯା-ଞ୍ଚ କରିବା ପରେ ଜଣା ପଡିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘ-ଟ-ଣା-କୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।