କେବଳ ଏହାକୁ ପିଇ ନିଅନ୍ତୁ, ୯୦% Heart Blockage ଖୋଲିଯିବ- Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ହାର୍ଟ ସମ୍ଭଧୀୟ ସମସ୍ୟା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ରେମେଡି ଆପଣଙ୍କ ହାର୍ଟକୁ କ୍ଲିନ ରଖିବା ସହ ଏହାର ସେବନ ଦ୍ଵାରା ଆପଣଙ୍କୁ ହାର୍ଟ ସମ୍ଭଧୀୟ କୌଣସି ସର୍ଜରୀ କରିବାକୁ ପଡିବ ନାହି ।

ଏହି ରେମେଡିର ସେବନ ଦ୍ଵାରା ରକ୍ତ ପତଳା ହେବା ସହ ଜୀବନରେ କେବେ ବି ହାର୍ଟ ବ୍ଲୋକେଜ ବା ହାର୍ଟ ସମ୍ଭଧୀୟ କୌଣସି ରୋଗ ହେବ ନାହି । ତେବେ ଆସନ୍ତୁ ଜାଣିବା ଏହି ରେମେଡି କିପରି ପ୍ରସ୍ତୁତ କରାଯାଏ ଓ ଏଥିପାଇଁ କେଉଁ ସାମଗ୍ରୀର ଆବଶ୍ୟକତା ରହିଛି । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରସୁଣର ଜୁସ ଆବଶ୍ୟକତା ରହିଛି ।

କିଛି ରସୁଣର ଚୋପା ଛଡାଇ ନେଇ ଏହାର ଜୁସ କରିବା ପରେ ଏହାକୁ କୌଣସି ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ଦିତୀୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଅଦା ଜୁସ ବା ଜିଙ୍ଗର ଜୁସ । ଠିକ ଯେପରି ରସୁଣ ଜୁସ ପ୍ରସ୍ତୁତ କରିଲେ ସେହିପରି ଅଦାର ମଧ୍ୟ ଜୁସ ପ୍ରସ୍ତୁତ କରିବାକୁ ହେବ ।

ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଲେମ୍ବୁ ରସ । ଅଧ କପ ଲେମ୍ବୁ ରସ, ଅଦା ଜୁସ ଓ ରସୁଣ ଜୁସର ଆବଶ୍ୟକତା ରହିଛି । ଏହା ପରେ ଚତୁର୍ଥ୍ୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଆପଲ ସାଇଡର ବିନେଗାର । ଏହା ପରେ ଏହି ସବୁ ରସକୁ ଏକା ପାଟରେ ନେଇ ସେଥିରେ ଅଧ କପ ଆପଲ ସାଇଡର ଭିନେଗାର ପକାନ୍ତୁ ।

ଏହା ପରେ ଏହି ସବୁ ଜୁସକୁ ଭଲ ଭାବେ ମିଶ୍ରଣ କରି ଏହାକୁ ଗ୍ଯାସରେ କିଛି ସମୟ ପାଇଁ ଫୁଟାଇ ଦିଅନ୍ତୁ । କିଛି ସମୟ ପରେ ଏହି ମିଶ୍ରଣ ଭଲ ଭାବେ ଫୁଟିଗଲା ପରେ ଏହାକୁ ପୁରା ପୁରୀ ଥଣ୍ଡା ହେବା ଯାଏଁ ଅନ୍ୟ ଏକ ପାତ୍ରରେ ରଖନ୍ତୁ । ଏହା ଥଣ୍ଡା ହେଲା ପରେ ଏଥିରେ ଅଧ କପ ମହୁର ମିଶ୍ରଣ କରନ୍ତୁ । ମହୁ ପକାଇ ସାରିବା ପରେ ଭଲ ଭାବେ ଏହାକୁ ଚାମଚ ସାହାଜ୍ୟରେ ମିଶାନ୍ତୁ ଯେ ଯାଏଁ ମହୁ ଭଲ ଭାବେ ଏହି ଜୁଷରେ ନ ମିଶିଛି । ଏବେ ଏହାକୁ ଏକ ଗ୍ଲାସରେ ବାହାର କରି ଦିଅନ୍ତୁ ।

ଏବେ ଆସନ୍ତୁ ଜାଣିବା ଏହାର କିପରି ସେବା କରିବାକୁ ହେବ । ଏହାକୁ ପ୍ରତି ଦିନ ସକାଳେ କିଛି ଖାଇବା ପୂର୍ବରୁ ଏକ ଚାମଚର ସେବନ କରନ୍ତୁ । ଏହି ଜୁସକୁ କୌଣସି ଏକ ବୋତଲରେ ରଖି ପାରିବେ । ଏହାକୁ ସେବନ କରିବା ଦ୍ଵାରା କେବେ ବି ହାର୍ଟ ସମ୍ଭଧୀୟ କୌଣସି ସମସ୍ଯା ହେବ ନାହି । ଏହା ଛଡା ପ୍ରତି ଦିନ ଲାଉ ଜୁସର ସେବନ କରିଲେ ମଧ୍ୟ ହାର୍ଟ ସମସ୍ଯା ହେବ ନାହି । ଏହା ସହ ନୀତି ଦିନ ପ୍ରାଣାୟମ ବା ଯୋଗ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।