Jyotish Shastra- ଦୀର୍ଘ 600 ବର୍ଷ ପରେ ଖୁସି ହେଲେ Rahu Ketu, ଏହି 5 ଟି ରାଶିଙ୍କୁ କରିଦେବେ ମାଲାମାଲ

ଜ୍ୟୋତିଷ ଦୁନିଆରେ ରାହୁ ଓ କେତୁଙ୍କୁ ପାପୀ ଗ୍ରହ ବୋଲି କୁହାଯାଏ । ଏମାନେ ଯେଉଁ ରାଶି ସହ ମିଶନ୍ତି ସେହି ଅନୁସାରେ ପ୍ରଭାବ ପକାଇଥାନ୍ତି । ରାହୁ ଓ କେତୁ ଯଦି କୌଣସି ଜାତକର ଦଶା ଓ ମହାଦଶାରେ ଅବସ୍ଥାନ କରନ୍ତି ।

ତେବେ ସେହି ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାନ୍ତି । ମାତ୍ର କୁଣ୍ଡଳୀ ରେ ତାଙ୍କ ସ୍ଥିତି ଠିକ୍ ଥିଲେ ଅପ୍ରତ୍ୟାଶିତ ଲାଭ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ୫ଟି ଭାଗ୍ୟଶାଳୀ ରାଶି ଉପରେ ରାହୁ କେତୁଙ୍କ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ମେଷ ରାଶି- ମେଷ ରାଶି ଜାତକଙ୍କୁ ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନରୁ ଖୁବ୍ ଲାଭ ମିଳିବାକୁ ଯାଉଛି । ଏମାନଙ୍କ ପାଇଁ କୁବେରଙ୍କ ଖଜଣା ଖୋଲିବାକୁ ଯାଉଛି । ଏମାନଙ୍କୁ ଖୁବ୍ ସୁଖ ଶାନ୍ତି ପ୍ରାପ୍ତ ହେବ ।

ଏହି ପରିବର୍ତ୍ତନରୁ ଆପଣଙ୍କୁ କେବଳ ଲାଭ ହିଁ ଲାଭ ମିଳିବ । ଆପଣ ଆଶା ରଖି ନ ଥିବା ସ୍ଥାନରୁ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ । ପ୍ରେମ ଜୀବନ ଓ ବୈବାହିକ ଜୀବନରେ ଅନେକ ନୂଆ ନୂଆ ଅନୁଭୂତି ଲାଭ କରିବେ । ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିବାର ମଧ୍ୟ ଯୋଗ ରହିଛି ।

ବିଛା ରାଶି

ବିଛା ରାଶି ଲୋକଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ରହିବ ଓ ଆପଣଙ୍କୁ ଅନେକ ସୁଖ ସୁବିଧା ପ୍ରାପ୍ତ ହେବ । ମାତ୍ର ଆପଣଙ୍କ ସାନ ଭାଇ ଭଉଣୀ ଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ । ଏଥିପ୍ରତି ସଚେତନ ରୁହନ୍ତୁ ଓ ପ୍ରତ୍ୟେକ ଦିନ ଜିନିଷ ଗୁଡିକରେ ସାମାନ୍ୟ ସୋରିଷ ଦାନା ପକାନ୍ତୁ । ମାତ୍ର ଆପଣଙ୍କ ଜୀବନସାଥୀ ଙ୍କ ଠାରୁ ଆପଣ ଅନେକ ସକାରାତ୍ମକ ସମର୍ଥନ ପାଇବେ । ଯାହା ଆପଣଙ୍କୁ ଜୀବନରେ ଆଗେଇବା ପାଇଁ ବହୁତ ସାହାଯ୍ୟ କରିବ ।

ସିଂହ ରାଶି

ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନରେ ସିଂହ ରାଶି ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଜୀବନରେ ଥିବା ପ୍ରତ୍ୟେକ ସମସ୍ୟା ଗୋଟି ଗୋଟି ହୋଇ ସମାଧାନ ହେବାକୁ ଯାଉଛି ଓ ବିଶେଷ କରି ଆପଣଙ୍କୁ ଧନ ସମ୍ବନ୍ଧୀୟ ଲାଭ ମିଳିବାକୁ ଯାଉଛି । ଆପଣ ନିଜ ପରିଶ୍ରମର ଫଳ ପ୍ରାପ୍ତ ହେବେ ଓ ଆର୍ଥିକ ସ୍ଥିତିରେ ଖୁବ୍ ସୁଧାର ହେବ । ଆପଣ ଚିନ୍ତା କରିବା ବାହାରେ ଆପଣଙ୍କ ଧନ ଲାଭ ହେବ । ଆପଣ ପାରିବାରିକ ଓ ସାମାଜିକ ପ୍ରତିଷ୍ଠା ହାସଲ କରିବେ । ପ୍ରିୟଜନଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢ଼ ହେବ ।

କୁମ୍ଭ ରାଶି

କୁମ୍ଭ ରାଶି ଉପରେ ରାହୁ କେତୁ ନିଜର କୃପା ବର୍ଷା କରିବାକୁ ଯାଉଛନ୍ତି । ଆପଣଙ୍କ ଆୟରେ ହଠାତ୍ ବୃଦ୍ଧି ଘଟିବ ଓ ଯେକୌଣସି ନିବେଶ କରିବେ ସେଥିରୁ ଲାଭବାନ ହେବେ । ଆପଣଙ୍କର ପ୍ରେମ ଜୀବନ ଖୁବ୍ ଆନନ୍ଦମୟ ହେବ ଓ ଆପଣଙ୍କ ସାଥୀ ଆପଣଙ୍କୁ ଖୁବ୍ ଖୁସି ଦେବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେତୁ ପରିବାରରେ ସ୍ଥିତି ମଧ୍ୟ ସୁଖମୟ ରହିବ ।

ମୀନ ରାଶି

ମୀନ ରାଶି ପାଇଁ ରାହୁ ଓ କେତୁ ଧନ ଭଣ୍ଡାର ଖୋଲିବାକୁ ଯାଉଛନ୍ତି । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ ଓ ପେଟ ସମ୍ବନ୍ଧୀୟ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିବ । ଛାତ୍ର ମାନଙ୍କ ପାଇଁ ଆସନ୍ତା ୧୮ଟି ମାସ ଅତ୍ୟନ୍ତ ଶୁଭ ହେବ । ଶିକ୍ଷା କ୍ଷେତ୍ରରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ ଓ ଛାତ୍ର ମାନେ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିବେ । ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।