କେବଳ ଏହି 2 ଟି ଜିନିଷ ଖାଇ ନିଅନ୍ତୁ, ରକ୍ତସଫା ହେବ, ଯାଦୁ, କାଛୁ, କୁଣ୍ଡିଆ ସବୁ ଭଲ ହୋଇଯିବ- Health Tips

ଆମେ ଯଦି ନିଜକୁ ସଫା ସୁତୁରା ରଖିବାନି ତେବେ ଆମେ ନିଶ୍ଚିତ ଭାବେ ବେମାର ହେବା । ମାତ୍ର ନିଜର ଶରୀର ଉପର ଆବରଣ କିମ୍ବା ଚର୍ମ କୁ ଯଦି ଆମେ ସଫା ନ ରଖିବା ତେବେ ଏହା ଆମ ପାଇଁ ରୋଗ ସୃଷ୍ଟି କରିବ।

ତେବେ ଏହା ଆମ ଶରୀରରେ ଥିବା ଭିଟାମିନର କମି ରୁ ହେଇ ପାରେ କିମ୍ବା ଆମ ଶରୀରେର କିଛି ଇନଫେକସନ ଆସିଲେ ଏଭଳି ହୁଏ । ଅନେକ ପ୍ରକାର ଚର୍ମ ରୋଗ ଅଛି , ଜେଭଳି ଦେହରୁ ଚମ ଛାଡିବା , ଚମଡା ରୁ ରକ୍ତ ବାହାରିବା ।ଆପଣ ଯଦି ଏହି ରୋଗରୁ ନିଜକୁ ବଞ୍ଚାଇବା ପାଇଁ ଚହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ଘରୋଇ ଉପଚାରକୁ ଜାଣନ୍ତୁ ।

ଆପଣ ଏହାକୁ ଘରେ ଥିବା ମାତ୍ର ୩ ଟି ଜିନିଷରେ କରିବେ । ପ୍ରଥମେ ହେଉଛି ନଡିଆ ତେଲ । ଏହି ତେଲ ଆମ ସ୍କିନ ପାଇଁ ଅଧିକ ଭଲ ଅଟେ । ଏଥିରେ ମୋଶ୍ଚାରାଜାର ଭାବେ ବ୍ୟବହାର କରା ଯାଏ । ଏହାକୁ ନେଇକି ଆପଣ ଆଲରଜିକ ହୋଇ ଥିବା ଜାଗାରେ ଲଗେଇ ଦିଅନ୍ତୁ । ମାନେ ରଖିବେ କେବଳ ଲଗେଇବେ ଏହାକୁ ମାଲିସ କରିବେ ନି । ଆପଣ ଯଦି ଚାହିଁବେ ତେବେ କିଛି କର୍ପୁର ଆଣି ଏହାକୁ ନଡିଆ କିମ୍ବା ସୋରିଷ ତେଲ ରେ ଗୁଣ୍ଡ କରି ମିଶାଇ ଦିଅନ୍ତୁ ଓ ଏହାକୁ ସେଠାରେ ଲଗାଇ ଦିଅନ୍ତୁ ।

ଆପଣ ମାନେ ଜାଣି ଛନ୍ତି କି ରକ୍ତ ସଫା ନ ରହିବା ଦ୍ଵାରା ମଧ୍ୟ ଏଭଳି ଚର୍ମ ରୋଗ ହୋଇ ଥାଏ । ତେବେ ଆପଣଙ୍କୁ ଆମେ ଆଜି କିଛି ସେବନ ପାଇଁ ମଧ୍ୟ କହିବୁ । ପ୍ରଥମେ ଆପଣ ସକାଳୁ ଉଠି ଏକ ପ୍ୟାନରେ ଗରମ ପାଣି କରି ଏଥିରେ କିଛି ଲେମ୍ବୁ ଚିପୁଡିକି ଏହାକୁ ସେବନ କରନ୍ତୁ । ଏହା ପରେ ଆପଣ ନିଜର ଖାଇବାରେ କଲରା ନିଶ୍ଚୟ ସାମିଲ କରନ୍ତୁ। ଏହା ଆମ ରକ୍ତ ସଫା କରିଥାଏ ।

ଅନ୍ୟ ଏକ ଉପାୟ ଆପଣ ରାତିରେ ଶୋଇବା ଆଗରୁ କିଛି ଗୁଆ ଘିଅ ନେଇକି ସେଥିରେ କିଛି ହଳଦୀ ମିଶେଇ ନିଅନ୍ତୁ ଓ ଏହାକୁ ଗରମ କରି ନିଅନ୍ତୁ । ଏହା ପରେ ଆପଣ ଏକ ଗ୍ଲାସ ଆଣି ସେଥିରେ ଏହାକୁ  କ୍ଷୀର ସହ ମିଶାଇ ଗରମ ଚା ଭଳି ପି ନିଅନ୍ତୁ । ଏହା ଦ୍ଵାରା ଆପଣ ଚର୍ମ ରୋଗରୁ ମୁକ୍ତି ପାଇପାରିବେ ।

ଯଦି ଆପଣଙ୍କୁ କାଛୁ କୁଣ୍ଡିଆ କିମ୍ବା ଯାଦୂ ହୋଇ  ଥାଏ ତେବେ ଆପଣ ନିମ୍ବ ପାତ୍ର ଆଣିକି ତାକୁ ଗରମ କରି ପରେ ଥଣ୍ଡା କରି ନିଅନ୍ତୁ ଓ ଏହାକୁ ଗାଧୋଇବା ସମୟରେ ବ୍ୟବହାର କରନ୍ତୁ । ଏହା ଛଡା ଆପାଣ ଯଦି କଅଁଳ ନିମ ପାତ୍ର ସହ କିଛି ଗୋଲମରୀଚ ଚୋବାଇ ଖାଇବେ ଏହା ଦ୍ଵାରା ଆପଣଙ୍କର ଏହି ଜାଦୁ କିମ୍ବା କାଛୁ ଭଲ ହୋଇ ଜୀବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ