ମରିଗଲେ ବି ସପ୍ତାହ ର ଏହି ଦିନ କେବେ ହେଲେ ରଖନ୍ତୁ ନାହିଁ ଶା-ରୀ-ରି-କ ସ-ମ୍ବ-ନ୍ଧ, ଲାଗିଥାଏ ମହାପାପ

ସ୍ଵାମୀ ଓ ସ୍ତ୍ରୀ ଉଭୟ ପରସ୍ପର ପାଇଁ ଏକ ସାହାରା ଥାନ୍ତି ଆମେ ଜାଣିଛୁ । ତେବେ ଉଭୟ ମନ ଓ ଶରୀରରୁ ପରସ୍ପରକୁ ଆପଣେଇ ଥାନ୍ତି । ଆପଣ ମାନେ ଜାଣିଛନ୍ତି ଶା-ରୀ-ରି-କ ସ-ମ୍ପ-ର୍କ ଏକ ଏଭଳି କ୍ରିୟା ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ଉଭୟ ପରସ୍ପରକୁ ଭଲ ଭାବେ ଜାଣି ଥାନ୍ତି ।

ଯେଉଁ ସମ୍ପର୍କ ଭିତରେ ଶା-ରୀ-ରି-କ ସ-ମ୍ପ-ର୍କ ନ ଥାଏ ତାହାକୁ ପୂର୍ଣ ସମ୍ପର୍କ ର ମାନ୍ୟତା ଦିଆ ଯାଏନି । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଦିନ ସ୍ଵାମୀ ସ୍ତ୍ରୀ ସ-ମ୍ବ-ନ୍ଧ ରଖିବା ଅନୁଚିତ ହୋଇ ଥାଏ ଆସନ୍ତୁ ଜାଣିବା । ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ସ୍ଥାପନା ର ଏକ ସମୟ ଥାଏ । ଆଜି କାଲିର ଲୋକମାନେ କେବେବି କିଛି ବି ସମୟ ଓ କିଛି ବି ଦିନରେ ନିଜର ସ-ମ୍ବ-ନ୍ଧ ରଖି ଦେଉଛନ୍ତି ।

ଏଭଳି କରିବା ଦ୍ଵାରା ଅନେକ ସମସ୍ଯା ଆସିଥାଏ । ପ୍ରଥମେ ଆପଣ ମନେ ରଖନ୍ତୁ କେବେବି ଗୁରୁବାର ଦିନ ସ-ମ୍ବ-ନ୍ଧ ରଖନ୍ତୁନି । ଏହା ବୃହସ୍ପତିଙ୍କର ବାର ଅଟେ । ବୃହସ୍ପତି ହେଉଛନ୍ତି ସବୁଙ୍କର ଗୁରୁ ତେଣୁ କୁହା ଯାଏ କି ଯାହାର  ଗୁରୁ ଦୁର୍ବଳ ଥାଏ ସେ ଜୀବନରେ ଅନେକ ସମସ୍ଯାରେ ରୁହେ । ଶାସ୍ତ୍ରରେ କୁହା ଯାଏ କି ଯାହାର ଗୁରୁ ଦୋଷ ରହି ଥାଏ ତେବେ ସେ କାଙ୍ଗାଳ ହୋଇ ଥାଏ ।

ଏହି ଦିନ ସ-ମ୍ପ-ର୍କ ରଖିଲେ ଆପଣ ଭୟଙ୍କର ପରିସ୍ଥିତିରେ ପଡି ଜୀବେ । ଏହି ଦିନ କିଛି ବି ଭୁଲ କାମ କରିବାକୁ ମନା କରାଯାଇଛି । ଏହି ଦିନ ଜଦି ଆପଣ ସ-ମ୍ପ-ର୍କ ରଖିବେ ତେବେ ଆପଣଙ୍କର ସନ୍ତାନ ରାକ୍ଷାସ କୂଳରେ ଜନ୍ମ ହୋଇ ପାରେ । ଆପଣ ମଧ୍ୟ ଆଗାମୀ ଜନ୍ମରେ କୁକୁର ହୋଇ ଜନ୍ମ  ନେବେ । ମଙ୍ଗଳ ବାର ଦିନ କେବେବି ଆପଣ ନିଜର ସ୍ତ୍ରୀ କୁ ଚୁ-ମ୍ବ-ନ କରନ୍ତୁନି ଏହି ଦିନ ଯଦି ଆପଣ ସ-ମ୍ପ-ର୍କ ରଖିବେ ତେବେ ଆପଣ ଙ୍କର ସନ୍ତାନ କିନ୍ନର ହୋଇ ଜନ୍ମ ହୋଇପାରେ।

ଏହି ଦିନ ଖରାପ କାମ କରୁଥିବା ବ୍ୟକ୍ତି ଆ-ତ-ଙ୍କ ବା-ଦି କିମ୍ବା ଅ-ପ-ରା-ଧୀ ହୋଇଥାଏ । ଯଦି ମଙ୍ଗଳ ଖରାପ ରୁହେ ତେବେ ଆପଣ ଆଗାମୀ ଜନ୍ମ ରେ ଘୁଷୁରି କିମ୍ବା କୁକୁର ହୋଇକି ଜନ୍ମ ନେବେ।  ଆପଣ ଏହି ଦିନ ନି-ଶା ଦ୍ର-ବ୍ଯ ଠାରୁ ନିଜକୁ ଦୂରେଇ ରଖନ୍ତୁ ଓ ଏହା ସହ ଆପଣ ଏହି ଦିନ ମାଛ ମାଂସ ମଧ୍ୟ ଖାଇବା ବର୍ଜନ କରନ୍ତୁ । ଆଗାମୀ ଦିନ ହେଉଛି  ଶନିବାର ଏହି ଦିନ କୁ ଶନିଙ୍କର ବାର ।

କୁହା ଯାଏ ଶନି ଭଲ ଲୋକଙ୍କ ପାଇଁ ଭଲ ଓ ଖରାପ ଲୋକଙ୍କ ପାଇଁ ଖରାପ ହୋଇ ଥାନ୍ତି ଯଦି ଏହି ଦିନ ଆପଣ ସ-ମ୍ପ-ର୍କ ରଖୁଛନ୍ତି ତେବେ ଆପଣ ଦୁଇ ଜଣଙ୍କ ମଧ୍ୟରେ ଦୂରତା ଆସିପାରେ ପିଲାମାନେ ଶ୍ରାପିତ ହୋଇ ଜନ୍ମ ହୋଇ ଥାନ୍ତି ଓ କେବେବି ଖୁଶୀ ଆପଣଙ୍କର ଘରେ ପ୍ରବେଶ କରେନି। ଶନିଙ୍କ ସହ ରାହୁ କେତୁ ମଧ୍ୟ ଖରାପ ହୋଇ ଯାଇ ଥାଏ।

ଆପଣ ଯଦି ଅନ୍ୟ ବାର ମାନଙ୍କରେ ସମ୍ପର୍କରେ ରହିବେ ତେବେ ଏହା ଭଲ ଓ ଶୁଭ ଫଳ ପ୍ରଦାନ କରିବ ଏହା ଛଡା ଯଦି ଜଣଙ୍କର ଉପବାସ ଅଛି ତେବେ ଏଭଳି ସମ୍ପର୍କ ରଖନ୍ତୁନି ନହେଲେ ଆପଣ ପଶୁ ଯୋନିରେ ଜନ୍ମ ଗ୍ରହଣ କରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ