ଆଜି କାଲିର ସମୟରେ ପ୍ରାୟ ସମସ୍ତଙ୍କ ଘରେ ରକ୍ତ ଜନିତ ସମସ୍ୟା କିମ୍ବା ରୋଗ ଦେଖିବାକୁ ମିଳୁଛି । ରକ୍ତ ଶରୀରରେ ଠିକ ଭାବରେ ସଞ୍ଚାଳନ ନହେଲେ ବିଭୀରଣ ପ୍ରକାରର ରୋଗ ଦେଖାଯାଏ । ଶରୀରରେ ପ୍ରବାହିତ ହେଉଥିବା ରକ୍ତ ଅପରିଷ୍କାର କିମ୍ବା ରକ୍ତ ଜମାଟ ବାନ୍ଧି ଗଲେ ଶରୀର ପ୍ରତି ବହୁତ ବିପଦ ସୃତି ହୋଇଥାଏ ଏମିତିରେ ମନୁଷ୍ୟକୁ ମୃତ୍ୟୁର ଦ୍ୱାର ଦେଖିବାକୁ ପଡିଥାଏ ।
ଆପଣ ମାନେ ଜାଣିଥିବେକି ଆଜି କାଲି ଦୁନିଆରେ ରକ୍ତ ଜମାଟ ବାନ୍ଧି ଯିବା , ହାର୍ଟ ଆଟାକ ହେବା ଏକ ସାଧାରଣ କଥା ହୋଇଗଲାଣି । ଏହା କେବଳ ଆମର ଆଧୁନିକ ବା ଖରାପ ଜୀବନ ଶୈଳୀର ପ୍ରଭାବ ହୋଇଥାଏ । ଏମିତି ସମସ୍ୟା ହେଲେ ଆପଣଙ୍କ ପାଇଁ ଅପରେସନ ଛଡା ଅନ୍ୟ କିଛି ଉପାୟ ନାହିଁ ।
ଯେବେ ଆପଣ ଏହି ସମସ୍ୟାକୁ ନେଇ ଡାକ୍ତରଙ୍କ ପାଖକୁ ଯାଆନ୍ତି ତେବେ ଡାକ୍ତର ଆପଣଙ୍କ ରକ୍ତକୁ ପତଳା କରିବା ପାଇଁ ଏସ୍ପିନ ନାମକ ଔଷଧ ଦେଇଥାନ୍ତି । ଏହି ଔଷଧ ସେବନ କରିବା ଦ୍ୱାରା ଆପଣଙ୍କ ରକ୍ତ ଜମାଟ , ହୃଦଘାତ ଭଳି ସମସ୍ୟା ଭୋଗିବାକୁ ପଡିନଥାଏ । କିନ୍ତୁ ଏହି ଔଷଧ ସେବନ କରିବା ପରିବର୍ତେ ଯଦି ଘରୋଇ ଉପଚାର କରିବେ ତେବେ ଆପଙ୍କ ରକ୍ତକୁ ପ୍ରାକୃତିକ ଉପାୟରେ ପତଳା କରିବ ।
ତେବେ ଆସନ୍ତୁ ଜାଣିବା ଏହି ପ୍ରାତୁକ ଉପଚାରକୁ କିପରି ପ୍ରସ୍ତୁତ କରିବେ ଓ କିପରି ସେବନ କରିବେ । ଏହି ଉପଚାରକୁ ଆପଣ କେବଳ ୧୫ ଦିନ କରନ୍ତୁ ଦେଖିବେ ଆପଣଙ୍କ ରକ୍ତ ପତଳା ହୋଇଯିବ ଓ ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବା ସମସ୍ୟା କେବେବି ହେବ ନାହିଁ । ତେବେ ଆସନ୍ତୁ ଏହି ଉପଚାରକୁ କିପରି ପ୍ରସ୍ତୁତ କରିବେ ଜାଣିବା । ପ୍ରଥମେ ଆପଣ ଏକ ଇଂଚ ଅଦାକୁ ଭଲ ଭାବରେ ଧୋଇ ଚୋପା ଛଡାଇ ଏହାର ବ୍ୟବହାର କରନ୍ତୁ ।
ଏହି ଅଦାରେ ଜିନଯୋଲ ନାମକ ତତ୍ୱ ମିଳିଥାଏ ଯାହା ଆପଣଙ୍କ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ଦ୍ଵିତୀୟ ସାମଗ୍ରୀଟି ହେଲା ରଶୁଣ । ଏଥିରେ ଏଲିସିନ ନାମକ ତତ୍ୱ ମିଳିଥାଏ । ଯାହାକି ରକ୍ତକୁ ପତଳା କରିବାରେ ବହୁ ମାତ୍ରାରେ ସାହାଯ୍ୟ କରିଥାଏ । ଆପଣ ଗୋଟିଏ କିମ୍ବା ଦୁଇଟି ପାଖୁଡା ରାଶୁଣ ବ୍ୟବହାର କରିପାରିବେ । ଏବେ ଏହି ଦୁଇଟି ଜିନିଷକୁ ଛେଚି ଦିଅନ୍ତୁ । ଏହାପରେ ତୃତୀୟ ସାମଗ୍ରୀଟି ହେଉଛି ହଳଦୀ । ଏହି ହଲଦୀରେ କାର୍ପିନ ନାମକ ତତ୍ୱ ମିଳିଥାଏ ।
ଏହା ମଧ୍ୟ ତାକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ଏହି ହଳଦୀ ଅଧା ଛାମୁଚ ନିଅନ୍ତୁ । ଏବେ ଅଳ୍ପ ପାଣି ଦେଇ ଏହି ତିନୋଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ ରଶୁଣ ବଦଳରେ ଲବଙ୍ଗ ନେଇ ପାରିବେ । ଏହାପରେ କିଛି ପାଣି ନେଇ ପୂର୍ବରୁ କରିଥିବା ମଶ୍ରଣ କୁ ଏଥିରେ ପକାଇ ଗରମ କରନ୍ତୁ ଓ ଏହାକୁ ଛାଣି ଦିଅନ୍ତୁ । ଆପଣ ଶୋଇବା ପୂର୍ବରୁ ଏହାକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ରକ୍ତ ପତଳା ହୋଇଥାଏ ।
ଏହାଦ୍ୱାରା ସବୁ ରକ୍ତ ଜନିତ ସମସ୍ୟା ଦୂର ହୋଇ ହୃଦଘାତ ଓ ନର୍ଭ ବ୍ଲକଳରୁ ମୁକ୍ତି ମିଳିଥାଏ । ଆପଣଙ୍କୁ ଯଦି ଭୟକାରଣରୁ ହୃଦଘତ ହୋଇଥାଏ ତେବେ ଆପଣ ୪ ଟି ଟମାଟୋ ଅର୍ଥାତ ୩୦୦ ଗ୍ରାମ ଟମାଟୋ ମାତ୍ର ୧୫ ଦିନ ସେବନ କରନ୍ତୁ ଦେଖିବେ ରକ୍ତ ପତଳା ହେବାକୁ ଲାଗିବ । ଏହାଛଡା ନାଇଟ୍ର ଅକ୍ସାଇଡ଼ ପ୍ରସ୍ତୁତ କରୁଥିବା ସବୁଜ ପନି ପରିବା ନିଜ ଓଜନ ଅନୁପାତରେ ସେବନ କରନ୍ତୁ ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।