ରାଜ୍ୟ କୁ ପୁଣି ଫେରିଲା ନାଇଟ କର୍ଫ୍ଯୁ, ଏପ୍ରିଲ 5 ତାରିଖରୁ ରାଜ୍ୟର ଏହି 10 ଟି ଜିଲ୍ଲାରେ ଲାଗିବ ନାଇଟ କର୍ଫ୍ଯୁ ଓ ମାନିବାକୁ ହେବ ଏହି ସବୁ ନିୟମ

ରାଜ୍ୟରେ ପୁଣିଥରେ କରୋନା ଫେରିବାରେ ଲାଗିଛି । ଆସନ୍ତା ବର୍ଷ ୨୦୨୦ରେ କରୋନା ନାମକ ଭୂତାଣୁ ପୁରା ଦେଶରେ ବ୍ୟାପିବା ଆରମ୍ଭ ହୋଇଥିଲା । ଚୀନରୁ ଆସିଥିବା ଏହି ମା-ରା-ତ୍ମ-କ ଭୂତାଣୁଟି ବହୁତ ଲୋକଙ୍କର ଜୀବନ ନେଇସାରିଛି । ଏହି ମା-ରା-ତ୍ମ-କ ରୋଗ ବ୍ୟାପିବା ପରେ ଆମ ରାଜ୍ୟ ଓ କେନ୍ଦ୍ର ସରକାର କିଛି ନିୟମ ଲାଗୁ କରିଥିଲେ । ଏହି ନିୟମ ଅନୁଯାଇ ପୁରା ଦେଶରେ ଲକ ଡାଉନ ଓ ସଟ ଡାଉନ ଲାଗୁ ହୋଇଥିଲା ।

ଯାହାର ପରିଣାମ ସ୍ୱରୂପ ସବୁ ଦୋକାନ ବଜାର ବନ୍ଦ ହୋଇଯାଇଥିଲା । ଏମିତିକି ଲୋକମାନେ ଘରୁ ବାହାରିବା ବନ୍ଦ ହୋଇ ଯାଇଥିଲା । ଏହାଛଡା ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଥିଲା । ଏହାର କିଛି ଦିନ ପରେ ଧୀରେ ଧୀରେ ଏହି ରୋଗ କମିଯାଇଥିଲା ଯାହା ଫଳରେ ପୁଣି ଥରେ ସବୁ ଦୋକାନ ବଜାର ଖୋଲା ଯାଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହି ମା-ରା-ତ୍ମ-କ ଭୂତାଣୁ ମାତିଛି । କରୋନା ଟୀକା ବାହାରିବା ପରେ ବି ପୁଣି ଥରେ ଏହି ମା-ରା-ତ୍ମ-କ ରୋଗ ମାତିବାରେ ଲାଗିଛି ।

ସେଥି ପାଇଁ ଆମ ରାଜ୍ୟ ସରକାର ପୁଣି ଥରେ ୧୦ତି ଜିଲ୍ଲାରେ ନାଇଟ କରଫୁ ଲାଗୁ କରିବା ପାଇଁ ନିସ୍ପତି ନେଇଛନ୍ତି । ମାଲକାନାଗିରିରେ ପୁଣି ଥରେ ନାଇଟ କରଫୁ ଲାଗୁ ହୋଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ଏପ୍ରିଲ ୫ ତାରିଖରୁ ଏହି କରଫୁ ଲାଗୁ ହେବ । ଏହା ଛଡା ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, ସମ୍ବଲପୁର, ବରଗଡ, ନୂଆପଡା, ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର  ଇତ୍ୟାଦି ଜିଲ୍ଲାରେ ଏହି ନିୟମ ଲାଗୁ କରାଯାଇଛି ।

ଛତିଶଗଡରେ ପୁଣି ଥରେ ଏହି ରୋଗ ସଂକ୍ରମଣ ହେବାରୁ ଏହି ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାଇ ସମସ୍ତ ଦୋକାନ ବଜାର, ହୋଟେଲ, ଅଫିସ ଛଡା ଅନ୍ଯାନ୍ଯ ସଂସ୍ଥା ଖୋଲା ରହିବ । ଯେଉମାନଙ୍କର ରାତିରେ ଡିଉଟି ଥିବା ସେମାନେ ନିଜ ଆଇକର୍ଡ ଦେଖାଇ ଯାଇପାରିବେ । ମାଲକାନାଗିରିରେ ବଡ ଯାତ୍ରାରେ ୨ଜଣ ପାଲା କରୁଥିବା ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ସେମାନଙ୍କ ଯୋଗୁ ଆଉ କେତେ ଜଣ ଆକ୍ରାନ୍ତ ହୋଇଥିବେ ତାହା କହିବା ସମ୍ଭବ ନୁହେଁ । ନୂଆପଡାରେ ମଧ୍ୟ କରୋନା ଭୂତାଣୁ ବଢିବାରେ ଲାଗିଛି । ସେଥି ପାଇଁ ଜନତାଙ୍କୁ ସତର୍କତାର ସହ ରହିବା ଉଚିତ । ବନ୍ଧୁଗଣ ଆପଣମାନେ ମଧ୍ୟ କରୋନା ନାମକ ମା-ରା-ତ୍ମ-କ ରୋଗରୁ ସୁରକ୍ଷିତ ରହିବା ପାଇଁ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ।