କାଠଗଣ୍ଡି ଭାବି କୁମ୍ଭୀର ଉପରେ ବସି ପଡିଲେ, ପାଟି ମେଲାଇ ଆଁ କରି ଗୋଡ଼ାଇ ଆସିଲା କୁମ୍ଭୀର, ଆଉ ତାପରେ ଯାହା ହେଲା…

କାଠ ଗଣ୍ଡି ଭାବି କୁମ୍ଭୀର ଉପରେ ବସି ପଡିଥିଲେ ମଶ୍ଚ୍ୟଜୀବୀ । ହଠାତ ଆଁ କରି ମାଡି ଆସିଲା ବିଶାଳକାୟ କୁମ୍ଭୀର । କୁମ୍ଭୀର ପାଟି ଆଁ କରି ମଶ୍ଚ୍ଯଜୀବୀ ଙ୍କୁ ଝୁଣି ପକାଇଲା । ହଁ ଦର୍ଶକ ବନ୍ଧୁ ଆଜି ସକାଳୁ ସକାଳୁ କିଛି ମଶ୍ଚ୍ଯଜୀବୀ ମାଛ ଧରିବାକୁ ସମୁଦ୍ର କୁ ଯାଇଥିଲେ । ଚାଲି ଚାଲି ଥକି ଯାଇଥିଲା ବେଳେ ଜଣେ ମଶ୍ଚ୍ଯଜୀବୀ ଙ୍କର ନଜର ବେଳାଭୂମି ରେ ପଡିଥିବା କାଠ ଗଣ୍ଡି ଉପରେ ପଡିଲା ।

ଆଉ ମଶ୍ଚ୍ଯଜୀବୀ ଜଣକ କାଠ ଗଣ୍ଡି ଉପରେ ବସିବା ବେଳକୁ ସେଟା କାଠ ଗଣ୍ଡି ନ ଥିଲା ଏକ ବିଶାଳକାୟ କୁମ୍ଭୀର । ଯାହାର ଲାମ୍ବା ପ୍ରାୟ 13 ଫୁଟ ହେବ । ଆଉ ହଠାତ କୁମ୍ଭୀର ଟି ପାଟି ମେଲାଇ ଆଁ କରି ମଶ୍ଚ୍ଯଜୀବୀ ଙ୍କ ନିକଟକୁ ଧାଇଁ ଆସିଲା । ଆଉ ମୁନିଆ ଦାନ୍ତରେ ଝୁଣି ପାକିଲା କୁମ୍ଭୀର । ଆଉ ତା ପରେ ଯୁବକ ଭୟଭୀତ ହୋଇ ପଡିଥିବାରୁ ତାଙ୍କର ହୃତ ସ୍ପନ୍ଦନ ବଢିବାରେ ଲାଗିଥିଲା ।

ଆଉ ମଶ୍ଚ୍ଯଜୀବୀ ଜଣକ ନିଜକୁ ବଞ୍ଚାଇବା ପାଇଁ ବହୁତ ଜୋର ରେ ଚିତ୍କାର କରିଥିଲେ । ଚିତ୍କାର ଶୁଣିବା ପରେ ତାଙ୍କ ସାଥି ମାନେ ଦୌଡି ଆସି ନିଜ ସାଥୀଙ୍କୁ କୁମ୍ଭୀର ପାଟି ରେ ଡେଜଖି ଭୟଭୀତ ହୋଇ ଯାଇଥିଲେ । ଆଉ ସେ ମଶ୍ଚ୍ଯଜୀବୀ ଙ୍କୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ଆଉ ଅନେକ ସମୟରେ କୁମ୍ଭୀର ର ମୁନିଆ ଦାନ୍ତ ରୁ ଖସି ଆସିଲେ ମଶ୍ଚ୍ଯଜୀବୀ ଜଣକ ।

ଆଉ ଏହା ପରେ ଏହ ଦଉଡି ସାହାରୀ ଆରେ କୁମ୍ଭୀର କୁଅନ୍ୟ ମଶ୍ଚ୍ୟଜୀବୀ ମାନେ କାବୁ କରୁଥିଲେ । ତେବେ ଏଭଳି ଏକ ଦ୍ରୁଶ୍ଯ ଭୋଗରାଇ ବ୍ଲକ ତାଳସେରି ବେଳାଭୂମି ରେ ଦେଖିବାକୁ ମିଳିଛି । ଏତେ ବଡ ବିଶାଳକାୟ କୁମ୍ଭୀର କୁ ଦେଖି ସମସ୍ତେ ଭୟଭୀତ ହେବା ସହ ଉଦୟପୁର ବନ ବିଭାଗ କୁ ଖବର ଦେଇଥିଲେ ।

ଖବର ପାଇବା ପରେ ବନ ବିଭାର 13 ଜଣ କର୍ମଚାରୀ 13 ଫୁଟିଆ କୁମ୍ଭୀର କୁ ଉଧାର କରିଛନ୍ତି । ତେବେ କୁମ୍ଭୀର ର ଲମ୍ବ 13 ଫୁଟ ହୋଇଥିବା ବେଳେ ଏହାକୁ ଘଡିଆଳ ପ୍ରଜାତିର କୁମ୍ଭୀର ବୋଲି ବନ  ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପରେ ତାଳସେରି ଉଦୟପୁର ବେଳାଭୂମି ରେ ପ୍ରତି ଦିନ ହଜାର ହଜାର ପର୍ଯ୍ୟଟକ ସ୍ନାନ କରୁଥିବା ବେଳେ ପ୍ରଥମ ଥର ପାଇଁ ବେଳାଭୂମି ରେ କୁମ୍ଭୀର କୁ ଦେଖି ଲୋକ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।