ମେଡିକାଲ ବେଡରେ ଖୁସିର ଅବସ୍ଥା ମୁଁ ଦେଖିପାରୁନି, ବାହାରେ ଠିଆ ହୋଇ କାନ୍ଦୁଛନ୍ତି ସ୍ଵାମୀ ଅର୍ଜୁନ…

ସ୍ବାମୀଙ୍କୁ ସରପ୍ରାଇଜ ଦେବା ପୂର୍ବରୁ ସରିଗଲା ସବୁ ଖୁସି । ଟିକେ ଅସାବଧନତା କାରଣରୁ ମିସକ୍ଯାରେଜ ହୋଇଗଲା । ପେଟ ୱାସ ପରେ ସ୍ତ୍ରୀଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଗଲା । ହଁ ଦର୍ଶକ ବନ୍ଧୁ କୋଳକୁ ନୂଆ ଅତିଥି ଆସୁଥିବାରୁ ଦୁନିଆର ସବୁ ଖୁସି ପାଇ ଯାଇଥିଲେ ସ୍ତ୍ରୀ ଖୁସି । ଏମିତିକି ସ୍ଵାମୀ ଙ୍କୁ ସରପ୍ରାଇଜ ଦେବା ପାଇଁ ଅନେକ ପ୍ରକାରର ପ୍ଲାନିଙ୍ଗ କରୁଥିଲେ । ଯେହେତୁ ପ୍ରଥମ ସନ୍ତାନ ଥିଲା ଖୁସୀଙ୍କର ସେଥିପାଇଁ ତାଙ୍କ ପାଦ ମାଟି ରେ ଲାଗୁ ନ ଥିଲା ।

ସତେ ଯେମିତି ତାଙ୍କ ହାତରେ ଆକାଶର ଜହ୍ନ ଖସି ପଡିଥିଲା । କିନ୍ତୁ ସବୁ ଖୁସି ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଣ୍ଟେନ ନେଇ ନିଜ ପରିଚୟ ସୃଷ୍ଟି କରିଥିଲେ ସ୍ଵାମୀ ଅର୍ଜୁନ ସାହୁ ଓ ସ୍ତ୍ରୀ ଖୁସି । ଜୀବନ ର ବାସ୍ତବ ଚିତ୍ର କୁ ସେ ତାଙ୍କର କାହାଣୀ ମାଧ୍ୟମରେ ଦର୍ଶାଉ ଥିଲେ । ଯେବେ ନିଜେ ଗର୍ଭବତୀ ହେଲେ ଖୁସି କାହାକୁ କିଛି କହି ନ ଥିଲେ ।

ଏପରିକି ସ୍ବାମୀ ଙ୍କୁ ମଧ୍ୟ ଜଣାଇ ନ ଥିଲେ । ଭାବିଥିଲେ ସ୍ବାମୀ ଙ୍କୁ ସରପ୍ରାଇଜ ଦେଇଥାନ୍ତେ । ଶାଶୁଘର ଓ ବାପଘରକୁ ଏକତ୍ର କରି ଖୁବ ଧୂମଧାମ ରେ ଏହି ଖୁସି  ମୂହୁର୍ତ୍ତ କୁ ସେଲିବ୍ରେସନ କରିଥାନ୍ତେ ବୋଲି ଭାବିଥିଲେ ଖୁସି । କିନ୍ତୁ ସବୁ କିଛି ଓଲଟ ପାଲଟା ହୋଇଗଲା । ଟିକେ ଅସାବଧନତା କାରଣରୁ ଖୁସି ଙ୍କର ମିସକ୍ଯାରେଜ ହୋଇଗଲା । ଆଉ ଡାକ୍ତର କହିଥିଲେ ପେଟ ୱାସ କରିବା ପାଇଁ ।

ଏହା ଜାଣିବା ପରେ ଖୁସି ଅର୍ଜୁନ ଙ୍କୁ କହିଥିଲେ । ଅର୍ଜୁନ ସ୍ତ୍ରୀ ଙ୍କୁ ଭଲ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ । ହେଲେ ସେଠାରୁ ତାଙ୍କ ଜୀବନର ମୋଡ ବଦଳିଗଲା । ଖୁସୀଙ୍କର ପେଟ ୱାସ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଛି । ଏପରିକି ଡାକ୍ତର ମଧ୍ୟ କିଛି କହୁ ନାହାନ୍ତି । କେବଳ ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି ।

ଏବେ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ଦରକାର ଯାହା ଅର୍ଜୁନ ଙ୍କ ପାଖରେ ସମ୍ଭବ ନୁହେଁ । ସାଙ୍ଗ ସାଥି ମାନେ ଯେତିକି ସାହାର୍ଯ୍ୟ କରୁଛନ୍ତି ତା ଠାରୁ ଅଧିକ ରାଶି ଦରକାର ସ୍ତ୍ରୀ ଖୁସି ଙ୍କର ଚିକିତ୍ସା ପାଇଁ । ଏଥିପାଇଁ ତାଙ୍କ ଭାଇ ବନ୍ଧୁ ମାନେ ଲାଗି ପଡିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ଖୁସି ଙ୍କର ଚିକିତ୍ସା ପାଇଁ ସାହାର୍ଯ୍ୟ ର ହାତ ବଢାଇବେ ।

ତେବେ ହୁଏ ତ ଖୁସି ପୁଣି ଥରେ ନୂଆ ଖୁସି ରୂପରେ ଜନ୍ମ ନେବେ ଓ ନିଜର ଭବିଷ୍ୟତ ଆଗକୁ ଗଢି ପାରିବେ । ତେବେ ସ୍ଵାମୀ ଅର୍ଜୁନ ଖୁସି ଙ୍କୁ ଭଲ କରିବା ପାଇଁ ପ୍ରାଣ ପ୍ରଣେ ଚେଷ୍ଟା ଜାରି ରଖିଛନ୍ତି ଓ ଆର୍ଥିକ ସାହାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି ସାରା ଓଡିଶା ବାସୀ ଙ୍କୁ ଗଣମାଧ୍ୟମ ଜରିଆରେ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।