ପଥରବାଜୀ କାଶ୍ମୀର ଝିଅମାନଙ୍କୁ ଧରି ତାଙ୍କ ସହିତ କଣ କରନ୍ତି ସେନାର ଯବାନ…. ପଢି ଆଶ୍ଚର୍ଯ୍ୟ ହୋଇଯିବେ

ଜମ୍ମୁ କାଶ୍ମୀରର ପଥବାଜୀ ସେନାମାନଙ୍କୁ ଅସୁବିଧାରେ ପକାଉଛି । ଏଥିରେ ସାମିଲ ଥିବା ପଥରବାଜୀ ଝିଅମାନେ ସବୁଠୁ ବଡ ସମସ୍ୟାର ବିଷୟ ଅଟେ । ସେନା ଏମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟଅନୁଷ୍ଠାନ କରି ପାରନ୍ତି । ନା ହିଁ ଏମାନେ ସେନାଙ୍କର ଅପିଲ ମାନନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସେନା ଯେତେବେଳେ ଏମାନଙ୍କୁ ପଥର ମାରୁଥିବା ସମୟରେ ଧରିଥାନ୍ତି ତେବେ ତାଙ୍କ ସହିତ କଣ କରନ୍ତି ।

ଚାଳନ୍ତୁ ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ସତ୍ୟତା ବିଷୟରେ କହିବୁ । ଯାହା ଆପଣ ଜାଣି ନଥିବେ ।

ପୁଣିଥରେ ଚର୍ଚାରେ ଅଛନ୍ତି ପଥରବାଜୀ :

ଜମ୍ମୁ କାଶ୍ମୀରର ପୁଲୱାମା ଆକ୍ରମଣରେ ଶନିବାର ଦିନ ସେନାର କାର୍ଯ୍ୟଅନୁଷ୍ଠାନ ପରେ ପୁଣି ଥରେ ପଥରବାଜୀ ରାଜନୀତିରେ ଚର୍ଚାରେ ଅଛି । ମହବୂବା ମୁଫ୍ତୀ ଏବଂ ଉମର ଅବ୍ଦୁଲ୍ଲା ସେନାର କାର୍ଯ୍ୟଅନୁଷ୍ଠାନକୁ ବିରୋଧ କରିଛନ୍ତି । କିନ୍ତୁ ସେନା ନିଜର ଏହି କାର୍ଯ୍ୟକୁ ସଠିକ ବୋଲି କହୁଛନ୍ତି ।

ପ୍ରଥମେ ଦେଖାଯାଉଥିଲେ କେବେଳ ଯୁବକମାନେ, କିନ୍ତୁ ବର୍ତ୍ତମାନ ଦେଖାଯାନ୍ତି ଝିଅମାନେ ବି :

କାଶ୍ମୀରରେ ସେନା ଉପରେ ପଥର ପକାଇବା ସମୟରେ କେବଳ ପୁଅମାନେ ହିଁ ଦେଖାଯାଉ ଥିଲେ । କିନ୍ତୁ କିଛି ସମୟ ପୂର୍ବରୁ ହିଁ ଝିଅମାନେ ବି ସେନାଙ୍କ ଉପରେ ପଥର ପକାଇବା ଆରମ୍ଭ କରି ଦେଇଛନ୍ତି । ସେହି ସବୁ ଝିଅମାନେ ସ୍କୁଲ ଏବଂ କଲେଜର ଛାତ୍ରୀ ଅଟନ୍ତି ଏବଂ ସେମାନେ ସ୍କୁଲ ଏବଂ କଲେଜର ଯିବା ସମୟରେ ପଥର ପକାଇ ଥାନ୍ତି । ଯାହାଙ୍କ ବିରୁଦ୍ଧରେ ସେନା କାର୍ଯ୍ୟକାରୀ କରିବା ପାଇଁ ସଙ୍କୋଚ କରିଥାନ୍ତି ।

ବର୍ତ୍ତମାନ ଜାଣନ୍ତୁ ସେନା ଏମାନଙ୍କୁ ଧରି କଣ କରନ୍ତି :

ଭାରତୀୟ ସେନା ଯେତେବେଳେ ଏହି ପଥରବାଜୀ ଝିଅମାନଙ୍କୁ ଧରନ୍ତି ତେବେ ତାଙ୍କ ସହିତ କଡା ବ୍ୟବହାର କରନ୍ତି ନାହିଁ । ଓଲଟା ତାଙ୍କର ପରିବାରଙ୍କୁ ଡକାଯାଇଥାଏ । ତାଙ୍କ ସାମନାରେ ଝିଅମାନଙ୍କର କାଉଂସଲିଂଗ କରାଯାଏ ଏବଂ ତାଙ୍କୁ ପଢିବା ଲେଖିବା ପାଇଁ ଉପଦେଶ ଦିଆଯାଏ । ଏହା ପରେ ତାଙ୍କୁ ତାଙ୍କର ପରିବାରଙ୍କ ସହିତ ଛାଡି ଦିଅନ୍ତି । ତେବେ ବନ୍ଧୁମାନେ ଆଜି ବି ଭାରତର ସେନାରେ ସ୍ତ୍ରୀ ଉପରେ ହାତ ନ ଉଠାଇବା ପାଇଁ ପରମ୍ପରା ଚାଲି ଆସୁଛି ।

ଆପଣଙ୍କର କଣ କହିବା ଅଟେ ସେନା ତାଙ୍କର ପରିବାରଙ୍କୁ ପ୍ରଦାନ କରି ଠିକ କରୁଛନ୍ତି କି ପୁଅମାନଙ୍କ ଭଳି ତାଙ୍କୁ ବି ଥର୍ଡ ଡିଗ୍ରୀ ଦେବା ଦରକାର । ଆର୍ଟିକୀଲ ଭଲ ଲାଗିଥିଲେ ଶେୟାର ନିଶ୍ଚିତ କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।