ଲକଡାଉନରେ ପେଟ୍ରୋଲିଂ କରିବାକୁ ଯାଇଥିବା ପୋଲିସକୁ ପିଟିଲେ କିଛି ଯୁବକ, ଦେଖନ୍ତୁ ଭିଡିଓ

କରୋନା ପାଇଁ ସାରା ଦେଶରେ ନିୟମ ମାନ ଲାଗୁ ହେଇଛି ଲକ ଡାଉନ ଓ ଷଟ ଡାଉନ, ଏହା କେବଳ ଓଡିଶା ନୁହେଁ ବରଂ ଏହା ଦେଶରେ ଅନେକ ରାଜ୍ୟରେ ଯେଉଁ ଠାରେ ଅଧିକ ସଂକ୍ରମଣ ହେଉଛି ସେଠାରେ କରା ଯାଇଛି ।

ସବୁ ଜାଗାରେ କଠିନ କରା ଯାଇଛି ନିୟମକୁ । ତେବେ ଏହି ନିୟମ ପାଇଁ ଅନେକ ଲୋକ ଗତ ବର୍ଷ ନିଜର ବ୍ୟାପାର ହରାଇ ଦେଇ ଥିଲେ , କିଛି ଲୋକଙ୍କର କାମ ବନ୍ଦ ହୋଇ ଯାଇ ଥିଲା । ତେବେ ଏଭଳି ଅଭାବନିୟ ପରିସ୍ଥିତି ପୁଣି ଆସିଛି ସାମନାକୁ । କିଛି ଦିନ ତଳେ କେଉଁ ଠାରେ ହସ୍ପିଟାଲ ରେ ଅଙ୍ଗ ବିକ୍ରି ହେବା କଥା ତ କେଉଁ ଠାରେ ପୋ-ଲି-ସ ହାତରୁ ମା-ଡ ଖାଇବା କଥା ସାମାନାକୁ ଆସିଛି । ତେବେ ଏଭଳି ପରିସ୍ଥିତିରେ ବାହାରକୁ ଆବଶ୍ୟକ ନ ଥିବା  ବେଳେ ନ ବାହାରିବା ପାଇଁ ସରକାର ବାରମ୍ବାର କହୁଛନ୍ତି ।

ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ ପାଇ ଖାଇବାକୁ ପାଉ ନାହାଁନ୍ତି ।  ଏବେ ଆସିଥିବା ଦ୍ଵିତୀୟ ଲହର ସାରା ଦେଶର ମାନଦଣ୍ଡକୁ ହଲାଇ ଦେଇଛି । ଏବେ କେବଳ କରୋନା ନୁହେଁ ଏହା ସହ ବ୍ଲାକ ଫଙ୍ଗସ ମଧ୍ୟ ଆକ୍ରାନ୍ତ କରୁଛି ସାରା ଦେଶବାସୀଙ୍କୁ । ଏଭଳି ପରିସ୍ଥିତିରେ ପୋ-ଲି-ସ କୁ ପ୍ରତେକ ଜାଗା ବୁଲିକି ଦେଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି ।

ତେବେ ଯେଉଁ ଯାଏ ଭ୍ୟାକ୍ସିନ ପ୍ରତେକ ଲୋକ ନେଇ ନାହାଁନ୍ତି ଓ ପ୍ରତେକ ଆକ୍ରାନ୍ତ ସୁସ୍ଥ ହୋଇ ନାହାନ୍ତି ସେ ଯାଏ ଘରେ ରହି ନିଜକୁ ସତର୍କ ରଖିବା ପାଇଁ ପ୍ରଶାସନ କହିଛି । ଏଭଳି ସ୍ଥିତିରେ ପୋ-ଲି-ସ ନିଜର ପେଟ୍ରୋଲିଂ କରିବାକୁ ଯାଉଥିବା ସମୟରେ କିଛି ଲୋକମାନେ ଝ-ଗ-ଡା ଏବଂ ବା-ଡି-ଆ ବା-ଡି କରିଥିଲେ ।

ମୁଫସିଲ ଥା-ନା-ର ASI ପଦରେ ଥିବା ମୃତ୍ୟୁଞ୍ଜୟ କୁମାର ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପୋ-ଲି-ସ ଗାଡିରେ ବସି ପେଟ୍ରୋଲିଂ ପାଇଁ ଯାଇଥିଲେ । ମୋହଲି ଠାରେ ଗାଡି ଚେକିଙ୍ଗ ପାଇଁ ରହିଥିଲେ । ଏହି ସମୟରେ କିଛି ଯୁବକ ଗାଡି ଅଟକାଇ ପା-ଟି ତୁ-ଣ୍ଡ କରିବା ସହ ବା-ଡା ବା-ଡି କରିଥିଲେ ।

ଗାଡି ପଛରେ ବସିଥିବା ଅନ୍ୟ ପୋ-ଲି-ସ ଅଧିକାରୀ ମାନେ ତାଙ୍କୁ ଅଟକେଇବା ପାଇଁ ଚେଷ୍ଟା ମଧ୍ୟ କରି ନଥିଲେ କି ଗାଡିରୁ ତଳକୁ ଆସି ନଥିଲେ । ଅନ୍ୟ କିଛି ଯୁବକ ମାନେ ଆସି ଏହି ଝ-ଗ-ଡା-କୁ ଅଟକାଇ ଥିଲେ । ତେବେ ଯୁବକ ଜଣକ ପୋ-ଲି-ସ ମ-ଦ ପିଛନ୍ତି ବୋଲି କହି ଥିଲେ । ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଅଧିକ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।