‘Kangna ଏଇଆ କୁ ଦେଖେଇ ପଦ୍ମଶ୍ରୀ ପାଇଛି ଛି.. ଛି ..ଲଜ୍ୟା …ଦେଖନ୍ତୁ ମିଡିଆ ଆଗରେ Kangana Ranaut ଙ୍କ ବିବାଦୀୟ ବୟାନକୁ ନେଇ କଣ କହିଲେ Sura Routray, ଦେଖନ୍ତୁ Video

ନିକଟରେ ଆମ ଦେଶ ସ୍ଵାଧୀନତା ଉପରେ ଏକ ବି-ବା-ଦୀ-ୟ ମନ୍ତବ୍ୟ ଦେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଅନେକ ସ୍ଥାନରେ ସ-ମା-ଲୋ-ଚ-ନା-ର ଶି-କା-ର ହେଉଛନ୍ତି । ନିଜ ବି-ବା-ଦୀ-ୟ ମନ୍ତବ୍ୟରେ କଙ୍ଗନା କହିଥିଲେ କି, ଆମ ଦେଶକୁ ସ୍ଵାଧୀନତା ଏକ ଭିକ୍ଷା ସ୍ୱରୂପ ମିଳିଛି । ଆମ ଦେଶ ୨୦୧୪ରେ ହିଁ ପ୍ରକୃତରେ ସ୍ଵାଧୀନ ହୋଇଛି । ଏହାପରେ ଅନେକ ଦେଶପ୍ରେମୀ କଙ୍ଗନାଙ୍କ ଏହି ବି-ବା-ଦୀ-ୟ ଉକ୍ତିକୁ ବି-ରୋ-ଧ କରିଥିଲେ । ସାରା ଦେଶର ବିଭିନ୍ନ ରାଜ୍ୟରୁ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

କେହି କେହି କଙ୍ଗନାଙ୍କ ଉକ୍ତିକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ଏହାର ଦୃଢ ପ୍ର-ତି-ବା-ଦ କରୁଛନ୍ତି । ତେବେ ନିକଟରେ କଙ୍ଗନା ଜାତୀୟ ସମ୍ମାନ ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତେବେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଓରଫ ଆପଣଙ୍କ ପ୍ରିୟ ସୁର ଭାଇଙ୍କୁ ପ୍ରଶ୍ନ କରା ଯାଇଥିଲା । ସୁର ଭାଇ କଙ୍ଗନାଙ୍କ ଏହି ମନ୍ତବ୍ୟକୁ ଦୃଢ ଭାବେ ପ୍ର-ତି-ବା-ଦ କରିଥିଲେ ।

ସେ ଏକ ସ୍ଵତନ୍ତ୍ର ଲିଷ୍ଟ ପ୍ରସ୍ତୁତ କରି ଆଣିଥିଲେ । ଦେଶର ସ୍ଵାଧୀନତା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଦାଣ୍ଡି ଯାତ୍ରା ଠାରୁ ଆରମ୍ଭ କରି ଭାରତଛାଡ ଆ-ନ୍ଦୋ-ଳ-ନ ପର୍ଯ୍ୟନ୍ତ ଅନେକ ଆ-ନ୍ଦୋ-ଳ-ନ କରିଥିଲେ ଇଂରେଜ ମାନଙ୍କ ବି-ରୋ-ଧ-ରେ । ତାଙ୍କ ସହ ଆହୁରି ଶହ ଶହ ସ୍ଵାଧୀନତା ସଂଗ୍ରାମୀ ଦେଶ ପାଇଁ ଜୀବନ ମଧ୍ୟ ଦେଇଥିଲେ ଓ ନିଜ ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଇଂରେଜଙ୍କ ବି-ରୋ-ଧ-ରେ ଠିଆ ହୋଇଥିଲେ ।

ସେ ସବୁ କଣ ବୃଥା ଥିଲା ? ଏମାନେ କଣ ଦେଶ ପାଇଁ କିଛି କରି ନାହାନ୍ତି ବୋଲି ସୁର ଭାଇ ପ୍ରଶ୍ନ କରିଥିଲେ । ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରିଥିବାରୁ ସେ କଙ୍ଗନାଙ୍କ ଉପରେ ଖୁବ୍ ଉତ୍ତ୍ୟକ୍ତ ହୋଇଥିଲେ । ଏହାସହ ସେ କଙ୍ଗନାଙ୍କ ଏକ ବି-କି-ନି ଫ-ଟୋ ନିଜ ମୋବାଇଲରେ ବାହାର କରି ଦେଖାଇଥିଲେ ଓ ସେପରି ପିନ୍ଧିଥିବାରୁ ତାଙ୍କର ନିନ୍ଦା ମଧ୍ୟ କରିଥିଲେ ।

କଙ୍ଗନାଙ୍କ ଏମିତି ଫଟୋ ଦେଖି ଯୁବଗୋଷ୍ଠୀ ନଷ୍ଟ ହେଉଛନ୍ତି ବୋଲି ସେ କହିଥିଲେ । ତେବେ ସୁର ଭାଇଙ୍କ କଥା ଶୁଣିଲେ ଆପଣ ନ ହସି ରହି ପାରିବେନି । ଦେଶ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ପଦ୍ମଶ୍ରୀ ସମ୍ମାନ ତୁରନ୍ତ ଫେରାଇ ନିଆଯାଉ ବୋଲି ସେ ଦାବି କରିଥିଲେ ।

ତେବେ ସୁର ଭାଇ ନିଜ ମନ୍ତବ୍ୟ ଦେଉଥିବା ବେଳର ଭି-ଡି-ଓ ଓ-ଟି-ଭି-ର ନ୍ଯୁଜଫ୍ୟୁଜ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା । ଯାହା ଦେଖିଲେ ଆପଣ ହସି ହସି ଗଡିଯିବେ । କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।