କଟକରେ ଏବେ ଡାକ୍ତର ବି ନକଲି ! ଦେଖନ୍ତୁ କେମିତି ନିଜକୁ ଡାକ୍ତର ସଜାଇ ବ୍ୟକ୍ତି ଜଣକ କିଣୁଥିଲେ ନୂଆ ନୂଆ କାର, Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଲୋନ୍ ନେଉଥିଲେ ଓ କାର୍ ମଧ୍ୟ କିଣିଥିଲେ । ଏହିପରି ଏକ ଠ-କ-କୁ କଟକ ବାଦାମବାଡି ଥାନା ପୋ-ଲି-ସ ଧରିଛି । ତାଙ୍କ ଠାରୁ ପୋ-ଲି-ସ ଭିନ୍ନ ଭିନ୍ନ ନାଁରେ ଥିବା ଏକାଧିକ ବ୍ଯାଙ୍କ ଆକାଉଣ୍ଟ, ତାଙ୍କର ଅସଲି ଆଧାରକାର୍ଡ, ନ-କ-ଲି ପ୍ୟାନକାର୍ଡ, ଏହାସହ ବିଭିନ୍ନ ବ୍ଯାଙ୍କର ଏଟିଏମ କାର୍ଡ, ମୋବାଇଲ ଫୋନ ଓ ନ-କ-ଲି ଆଇକାର୍ଡ ମଧ୍ୟ ଜ-ବ-ତ କରିଛି । ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ନ-କ-ଲି ସାଲାରି ସ୍ଲିପ ଓ ଡକ୍ୟୁମେଣ୍ଟ ଦେଇ ସେ ବ୍ଯାଙ୍କରୁ ଲୋନ୍ ନେଉଥିଲେ ।

ତେବେ କୌଣସି ଏକ ସୂତ୍ରରୁ ଖବର ପାଇ ବାଦାମବାଡି ଥାନାକୁ ତାଙ୍କ ନାଁରେ ଅ-ଭି-ଯୋ-ଗ ଆସିବା ପରେ ପୋ-ଲି-ସ ତାଙ୍କୁ ଗି-ର-ଫ କରିଛି । ଅଭିଯୁକ୍ତଙ୍କ ପ୍ରକୃତ ନାମ ହେଉଛି ଶ୍ରୀଧର ରାଉତ । କିନ୍ତୁ ସେ ନିଜକୁ ଡକ୍ଟର ସିଦ୍ଧାନ୍ତ ସାର୍ଥକ ବୋଲି କହି ୟୁନିୟନ ବ୍ଯାଙ୍କରେ ପରିଚୟ ଦେଇଥିଲେ । ଆଉ ଏଥିପାଇଁ ନିଜର ନ-କ-ଲି ଆଇକାର୍ଡ ମଧ୍ୟ ତିଆରି କରିଥିଲେ ।

ଶ୍ରୀଧର ରାଉତ ନିଜ ନାମ ବଦଳାଇ AIIMS ପାଟନାରେ ସେ ଡାକ୍ତର ଭାବେ କାର୍ଯ୍ୟ କରନ୍ତି ବୋଲି କହିଥିଲେ ।ଏହା ସହ ନ-କ-ଲି ଆଧାରକାର୍ଡ ଏବଂ ପ୍ୟାନକାର୍ଡ ମଧ୍ୟ ସେ ତିଆରି କରିଥିଲେ । ଏହିସବୁ ନ-କ-ଲି ଡକ୍ୟୁମେଣ୍ଟ ଦେଇ ଅଭିଯୁକ୍ତ ଜଣକ ୧୬ ଲକ୍ଷ ୫୦ ହଜାର ତାଙ୍କର ଗୋଟିଏ କାର୍ ମଧ୍ୟ ବ୍ଯାଙ୍କରୁ ଲୋନ୍ ମାଧ୍ୟମରେ ନେଇଥିଲେ ।

ଏହା ବ୍ଯତୀତ ସେ ୟୁନିୟନ ବ୍ଯାଙ୍କ ଅଫ ଇଣ୍ଡିଆର ଅନେକ ଗୁଡିଏ ଶାଖାକୁ ବ୍ୟକ୍ତିଗତ ଲୋନ୍ ପାଇଁ ଯାଇଥିଲେ । ସେ ଲୋନ୍ ପାଇଁ ଅନେକ ଗୁଡିଏ ଶାଖାକୁ ଯିବାଫଳରେ ସେମାନଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ହୋଇଥିଲା ଓ ଯାଞ୍ଚ କରିବା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ ନିଜକୁ ଡକ୍ଟର ସିଦ୍ଧାର୍ଥ ସାର୍ଥକ ବୋଲି କହୁଥିବା ବ୍ୟକ୍ତି ଜଣକ ପ୍ରକୃତରେ ଡାକ୍ତର ନୁହନ୍ତି ଓ ମିଛ ପରିଚୟ ଦେଇ ବ୍ଯାଙ୍କରୁ ଲୋନ୍ ନେଇଛନ୍ତି ।

ଏହି ବାବଦରେ ସେମାନେ ଗତ ୧୬ ତାଇଖ ଦିନ ବାଦାମବାଡି ଥା-ନା-ରେ ଏକ ଏ-ତ-ଲା ଦେଇଥିଲେ । ତେବେ ତ-ଦ-ନ୍ତ ବେଳେ ଉକ୍ତ ବ୍ୟକ୍ତିଙ୍କ ଅସଲ ନାମ ଶ୍ରୀଧର ରାଉତ ବୋଲି ଜଣା ପଡିଥିଲା । ପୂର୍ବରୁ ନୟାପଲ୍ଲୀ ଥା-ନା-ରେ ମଧ୍ୟ ସେ ଠ-କେ-ଇ ମା-ମ-ଲା-ରେ ଧରା ପଡିଥିଲେ ବୋଲି ତ-ଦ-ନ୍ତ-ରୁ ଜଣା ପଡିଥିଲା । ବ୍ଯାଙ୍କ ଅଫ ବରୋଦାରୁ କାର୍ ଲୋନ୍ ନେଇ ସେ ନିଜ ନାମ ସିଦ୍ଧାର୍ଥ ସ୍ଵୟମ ରାଉତ ବୋଲି ପରିଚୟ ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।