କଣ କଲେ ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ? ଏହା ସହିତ 20 + Anuchinta

ଆପଣ ଯଦି ଘରେ ସୁଖ ଶାନ୍ତି ବୃଦ୍ଧି କରିବା ପାଇଁ ଚାହୁଞ୍ଚନ୍ତି ତେବେ ସକାଳୁ ଉଠି ଘରେ ଭକ୍ତି ଗୀତ କିମ୍ବା ଭଜନ କିଛି ସମୟ ପାଇଁ ବଜାଇବା ଦ୍ଵାରା ଆପଣଙ୍କର ବହୁତ ଊର୍ଣ୍ଣତି ହେବ । ଘରେ ଝାଡୁ କେବେ ଠିଆକରି ରଖନ୍ତୁ ନାହିଁ ଏବଂ ଝାଡୁକୁ କେବେ ହେକେ ଗୋଡ ମାରନ୍ତୁ ନାହିଁ । ଏହା କରିବା ଦ୍ଵାରା ଘରେ ଅଶାନ୍ତି ବଢିଥାଏ ଅଧିକା ପାଟିତୁଣ୍ଡ ହୋଇଥାଏ ।

ଘରର ଶୋଇବା ଖଟ ଉପରେ କେବେ ବସିକି ଖାଇବାକୁ ଚେଷ୍ଟା କରନ୍ତୁ ନାହିଁ ଏହା କରିବା ଦ୍ଵାରା ବହୁତ ଖରାପ ସ୍ଵପ୍ନ ଆସିଥାଏ । ଏବଂ ଦାରିଦ୍ରତା ବୃଦ୍ଧି ହୁଏ । ଘରର ମୁଖ୍ୟ ଦ୍ଵାର ଆଗରେ କେବେ ହେଲେ ଜୋଟା କିମ୍ବା ଚପଲ ରଖନ୍ତୁ ନାହିଁ ଓ ଏଠି ଶେଠୀ ପକାନ୍ତୁ ନାହିଁ କି ଓଲଟା ପକାନ୍ତୁ ନାହିଁ । ଏହା କରିବା ଦ୍ଵାରା ଘରେ ଅସାନ୍ତି ଉତ୍ପନ୍ନ ହେବ ।

ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଇଛା ଥିଲେ ଠାକୁର ପୂଜା ସକାଳ ୬ ଟାରୁ ୮ ଟା ଭିତରେ ପୂଜା ପାଠ କରନ୍ତୁ ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତରକୁ ମୂହ କରି ପୂଜା କରିବା ଉଚିତ ।

ଘରେ କରୁଥିବା ଖାଦ୍ୟା ସବୁବେଳେ ଖାଇବା ପୂର୍ବରୁ ପ୍ରଥମ ରୁଟି ଗାଇକି ଖାଇବାକୁ ଦିଅନ୍ତି ଓ ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିଥାଏ ।

 

ଘର ଭିତରେ ପୂଜା କରୁଥିବା ଷ୍ଟାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତି କରି କଳସ ଟିଏ ରଖିବା ଉଚିତ ।

ଘରେ ସବୁବେଳେ ସୁଖ ଶାନ୍ତି ବାତାବାରଣ ଭଲ ରହିବା ପାଇଁ ହେଲେ ମୁଖ୍ୟ ଦ୍ଵାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନ ଟିଏ ଆଙ୍କିମ୍ବା ଉଚିତ ।

ଘରେ ଯଦି ମେଡିସିନ ରଖୁଛନ୍ତି ତେବେ ଏହାକୁ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ । ଏହା ଦ୍ଵାରା ମେଡ଼ିସିନର ପ୍ରଭାବ ଭଲ ରହିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ ଯଦି ରଖିବାକୁ ପଡୁଥାଏ ତେବେ ଗୋଟିଏ କଳା କପଡା ଘୋଡାଇ ରଖିବା ଉଚିତ ହେବ ।

ଘରର ଦକ୍ଷିଣ ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପି ରଙ୍ଗ କରିବା ଉଚିତ । ଏହା ଦ୍ଵାରା ବ୍ୟର୍ଥ ଖର୍ଚ ବଢିଥାଏ ।

ଘରେ କେବେବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ । କିମ୍ବା ଧୁଳି ହେବାକୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଅସାନ୍ତି ବୃଦ୍ଧି ହୁଏ ।

ଘରେ କେବେବି ସୁଖୀ ଯାଇଥିବା ଗଛ ରଖିବା ଉଚିତ ନୁହେଁ ଏବଂ ଲଗାଯାଇଥିବା ଗଛରେ ସବୁଦିନ ପାଣିଦେବା ଉଚିତ ।

ଘରେ କବାଟ ଖୋଲିଲା ବେଳେ କିମ୍ବା ବନ୍ଦ କଲା ବେଳେ ଯେପରି କର୍କଶ ଶବ୍ଦ ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ କାରଣ ଏହା ଦ୍ଵାରା ଅସାନ୍ତି ସୃଷ୍ଟି ହୋଇଥାଏ ।

ଘରେ କେବେବି ଦକ୍ଷିଣ ଗୋଡ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଅଶାନ୍ତି ଏବଂ ଖରାପ ସ୍ଵପ୍ନ ଆସିଥାଏ ।

ଘରେ ଶୋଇବା ବେଳେ ପଶ୍ଚିମ ଦିଗକୁ ଗୋଡ ରଖି ସୋଇଲେ ଆଧ୍ୟତ୍ମିକତା  ବୃଦ୍ଧି ହୋଇଥାଏ ଏବଂ ମନ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଘରେ କେବେବି ଧୂପ, ଦୀପ ଆରତି କୁ ମୂହରେ ଲିଭାନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ହେବ ।

ଘରେ ସୁଖ ସାନ୍ତ ବୃଦ୍ଧି କରିବା ପାଇଁ ଚାହୁଥିଲେ ଏବଂ ବାସ୍ତୁ ଦୋଷ ଦୂର କରିବା ପାଇଁ ଚାହୁଁଥିଲେ ତୁଲସୀ ଗଛ ଲଗାଇବା ଉଚିତ ଏବଂ ପ୍ରତ୍ୟକ ଦିନ ପାଣି ଦେବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ