କଣ ଭାରତରେ ଟିକ ଟକ ହେବାକୁ ଯାଉଛି ବନ୍ଦ! ଜାଣନ୍ତୁ ପୁରା ଘଟଣା

କହିବାକୁ ଗଲେ ବର୍ତ୍ତମାନ ସମୟରେ ଟିକ ଟକକୁ ନେଇ ବହୁତ ଚର୍ଚା ହେଉଛି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଟିକ ଟକ କଣ ଭାରତରେ ବ୍ୟାନ ହୋଇ ଯାଇଛି ଓ ଏହା ସହିତ କହିବୁ କି ଟିକ ଟକ ଭାରତରେ କାହିଁକି ବ୍ୟାନ ହେବା ଉଚିତ ? ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ୟୁଟ୍ୟୁବ ଓ ଟିକ ଟକ ମଧ୍ୟରେ ଯୁଧ୍ୟ ଆରମ୍ଭ ହୋଇ ଯାଇଛି । ଏହି ଯୁଧ୍ୟରେ ଟିକ ଟକର ପରାଜୟ ହେଉଛି ।

ଯେଉଁଠି ୧୬ ମେ ରେ ଏହାର ରେଟିଙ୍ଗ ୪.୬ ଥିଲା, ତେବେ ଏହା ତଳକୁ ଖସି ୨.୦ ହୋଇ ଯାଇଛି ଓ ଆଗକୁ ବି ଏହାର ଅବସ୍ଥା ଖରାପ ହେବାର ଅଛି । ଏମିତିରେ ପ୍ରାୟତଃ ଲୋକମାନଙ୍କୁ ଏହା ଲାଗୁଛି କି କ୍ୟାରି ମିନାଟିଙ୍କ ଭିଡିଓ ଦ୍ଵାରା ଏହି କାମ ହେଉଛି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଟିକ ଟକର ଏହିଭଳି ଖରାପ ଅବସ୍ଥା କରିବା ପଛରେ କେବଳ କ୍ୟାରି ମିନାଟି ନୁହେଁ, ଭାରତର ସବୁ ଦେଶବାସୀଙ୍କ ହାତ ଅଛି । ଯେଉଁମାନେ ଆମ ଦେଶର ସଂସ୍କୃତି ଓ ବିଚାରକୁ ଟିକ ଟକ ଭଳି ଆପ ଦ୍ଵାରା ଖରାପ ହୋଇ ଯିବା ପାଇଁ ଚାହୁଁ ନାହାନ୍ତି ।

କହିବାକୁ ଗଲେ ସବୁ ପ୍ଲାଟଫର୍ମ ଭଲ ଅଟେ ଓ ଖରାପ ବି । ତାହା ପୁଣି ଟିକ ଟକ ହେଉ କିମ୍ବା ୟୁଟ୍ୟୁବ । ଆପଣଙ୍କୁ ଦୁଇଟି ଜାଗାରେ ଏହିଭଳି କଣ୍ଟେଣ୍ଟ ମିଳିଯିବ ଯାହା ବହୁତ ଖରାପ ହୋଇଥାଏ । କିନ୍ତୁ ଯେତେବେଳେ କଥା ଟିକ ଟକର ଆସିଥାଏ ତେବେ ଏହା ବଦଳରେ ୟୁଟ୍ୟୁବ ଅଳ୍ପ ଭାରି ନଜର ଆସୁଛି ।

କହିବାକୁ ଗଲେ ଟିକ ଟକ ଏକମାତ୍ର ଏମିତି ଆପ ନୁହେଁ ଯେଉଁଠି ଏପଟ ସେପଟ କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ । ଏହି ଭଳି ଲାଇକି, ବିଗୋ, ହେଲୋ ଭଳି ଆପ ବି ଏହି ରେସରେ ସାମିଲ ଅଛନ୍ତି । କିନ୍ତୁ ସବୁଠୁ ଭାରି ମାତ୍ରାରେ ଲୋକମାନେ ଟିକ ଟକ ହିଁ ବ୍ୟବହାର କରନ୍ତି ଓ ଲୋକମାନଙ୍କ ଉପରେ ଏହାର ପ୍ରଭାବ ବି ଅଧିକ ଅଟେ । ଏମିତିରେ ଯଦି ଟିକ ଟକକୁ ବ୍ୟାନ କରି ଦିଆଯିବ ତେବେ ବାକି ଆପ ନିଜର କଣ୍ଟେଣ୍ଟକୁ ଠିକ କରି ନେବେ ନଚେତ ଏହାକୁ ବନ୍ଦ କରି ଦେବେ ।

ଟିକ ଟକରେ ମାତ୍ର ୫ ରୁ ୮ ପ୍ରତିଶତ କଣ୍ଟେଣ୍ଟ କାମର ଅଟେ, ବାକି ସବୁ ଆପଣଙ୍କୁ ଚାଇନା ଦ୍ଵାରା ସେବନ କରାଯାଉଥିବା ଖାଦ୍ୟ ଭଳି ଲାଗିବ । ଯାହାର କୌଣସି ଅର୍ଥ ନାହିଁ । କିଛି କଣ୍ଟେଣ୍ଟ ଏତେ ଖରାପ ଅଟେ କି ତାହାର କୌଣସି ସୀମା ନାହିଁ । ଯେଉଁଥିରେ ବର୍ତ୍ତମାନ ହିଁ ଏସଡି ଆଟାକକୁ ପ୍ରମୋଟ କରିବା ପାଇଁ କୁହାଯାଇଛି । ଏହା ସହିତ ଲଗାତାର ଟିକ ଟକରେ ଜାତି, ଧର୍ମ ରଙ୍ଗ ମଧ୍ୟରେ ପାର୍ଥକ୍ୟ ବି ଦେଖାଯାଇ ଥାଏ ।

ଯେମିତି କି ବର୍ତ୍ତମାନ ହିଁ କରୋନା ଭାଇରସ ମଧ୍ୟରେ ଏକ ଜାତି ବିଶେଷ ଟିକ ଟିକରେ ଭାରି ମାତ୍ରରେ ଏକ କଥା କହିଥିଲା । ସେମାନଙ୍କ କହିବାର ଥିଲା କି ତାଙ୍କ ଜାତିର ଲୋକମାନଙ୍କୁ କିଛି ବି ହୋଇ ପାରିବ ନାହିଁ । କାରଣ ତାଙ୍କ ସହିତ ତାଙ୍କର ଭଗବାନ ଅଛନ୍ତି । ବର୍ତ୍ତମାନ ଆପଣ ନିଜେ ବି ଚିନ୍ତା କରନ୍ତୁ ଯଦି ଏହିଭଳି କଥା କହି କରୋନା ଭଳି ମହାମାରୀକୁ ବି ନଜର ଅନ୍ଦାଜ କରି ପାରିବେ ତେବେ ସେମାନେ କେଉଁ ସୀମା ପାର କରି ପାରିବେ ।

ଏହା ଆପଣ ହିଁ ଚିନ୍ତା କରି ନିଅନ୍ତୁ । ଯଦି ପିଲାମାନଙ୍କ ବିଷୟରେ କଥାବାର୍ତ୍ତା କରିବା ଯେଉଁଠି ପିଲାମାନଙ୍କୁ ନିଜର ପଢାରେ ମନ ଲଗାଇବା ଉଚିତ, କିନ୍ତୁ ସେମାନେ ୧୫ ରୁ ୩୦ ସେକନ୍ଡ ଭିଡିଓ କରି ନିଜକୁ ସୋସିଆଲ ମିଡିଆର ରାଜା କରିବାକୁ ଲାଗିଛନ୍ତି । କିନ୍ତୁ ସେମାନେ କଣ ଜାଣିଛନ୍ତି କି ଯେଉଁ ଜିନିଷ ଯେତେ ଜଲ୍ଦି ଆସିଥାଏ ତାହା ସେତିକି ଜଲ୍ଦି ଚାଲି ଯାଏ । ସେଥିପାଇଁ ଯଦି ଆମକୁ ଆମର ଯୁବପିଢି ଓ ପିଲାମାନଙ୍କୁ ଭଲ ରାସ୍ତା ଦେଖାଇବାର ଅଛି ତେବେ ଟିକ ଟକ ବ୍ୟାନ ହେବା ଉଚିତ ।

ଏହା ସହିତ ଟିକ ଟକ ବ୍ୟାନ ହେବାର ଦ୍ଵିତୀୟ କାରଣ ଏହା ଅଟେ କି ଯେତେବେଳେ କେବେ ବି କୌଣସି ବ୍ୟକ୍ତି ଟିକ ଟିକ ବ୍ୟବହାର କରୁଛି ତେବେ ପ୍ରତି ୧୫ ସେକନ୍ଡରେ ନିଜର ଭିଡିଓ ଚେଞ୍ଜ କରିଥାଏ । ଯେଉଁଠି ଆପଣଙ୍କୁ ବାକି ପ୍ଲାଟଫର୍ମରେ ଦୁଇ ତିନି ମିନିଟର ଭିଡିଓ ଦେଖିବାକୁ ମିଳିଯିବ । ଯାହା ଦ୍ଵାରା ଆପଣଙ୍କ ଫ୍ୟାସନ ଲେବୁଲ ରହିଥାଏ । ଏହା ସହିତ ଆପଣଙ୍କ ଧର୍ଯ୍ୟ ରହିଥାଏ । କିନ୍ତୁ ଟିକ ଟକ ଲୋକମାନଙ୍କ ଧ୍ୟାନ ଲଗାଇବାକୁ ଶକ୍ତିକୁ ଶେଷ କରି ଦେଇଛି ।

ଏହା ସହିତ ଏହା ଆପଣଙ୍କୁ ଧର୍ଯ୍ୟହରା ବି କରି ଦେଉଛି । ଯେଉଁଠି ତାକୁ ପ୍ରତି ୧୫ ସେକନ୍ଡରେ ନୂଆ ଜିନିଷ ଦରକାର । ଏହା ଦ୍ଵାରା ଲୋକମାନଙ୍କ ଚିନ୍ତା କରିବାର କ୍ଷମତା ବି କମ ହୋଇ ଯାଉଛି । କିନ୍ତୁ ଯଦି ୟୁଟ୍ୟୁବ ଓ ଅନ୍ୟ ପ୍ଲାଟଫର୍ମ ବିଷୟରେ କଥାବାର୍ତ୍ତା କରିବା ତେବେ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଜିନିଷ ଦେଖିବା ପାଇଁ ସର୍ଚ କରିବାକୁ ପଡିଥାଏ । କିନ୍ତୁ ଟିକ ଟକରେ ଏମିତି କିଛି ଜିନିଷ ନାହିଁ ଆପଣଙ୍କୁ କେବଳ ଆଙ୍ଗୁଠି ମାରିବାର ଅଛି ଓ ଆପଣଙ୍କୁ ନୂଆ ଜିନିଷ ଦେଖିବାକୁ ମିଳିଯିବ ।

ଆପଣଙ୍କୁ କହିଦେଉଛୁ କି ଟିକ ଟିକ ଚାଇନା କମ୍ପାନୀର ଅଟେ । ଯିଏକି ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରି ଦେଇଛି । ପୁରା ଦୁନିଆର ଅର୍ଥ ବ୍ୟବସ୍ଥା ପୂରାପୂରି ଖରାପ ହୋଇ ଯାଇଛି ଓ ଏହା କେବଳ ଚାଇନା କାରଣରୁ ହୋଇଛି । ଏହା ଛଡା ଆପଣ ଜାଣି ନିଅନ୍ତୁ କି ଚାଇନା ନିଜ ଦେଶରେ ଅନ୍ୟ ଦେଶର ଆପକୁ ବ୍ୟବହାର କରେ ନାହିଁ । ଫେସବୁକ, ହ୍ଵାଟ୍ସଆପ, ଈଂଷ୍ଟା ସବୁ ଆପର ଡୁପ୍ଳିକେଟ ନିଜ ଦେଶରେ କରି ରଖିଛନ୍ତି ।

କିନ୍ତୁ ଚାଇନା ନିଜର ଆପ ପୁରା ଦୁନିଆରେ ବହୁତ ପ୍ରମୋଟ କରିଥାଏ । ତାହା ପୁଣି ଟିକ ଟକ ହେଉ କିମ୍ବା ୟୁସି ବ୍ରାଉଜର । ଯେଉଁଥିରେ ଆମେ ଫୋନ ର ସବୁ ଜିନିଷକୁ ଆଲାଓ କରି ଦେଉ । ଏହିଭଳି ଦ୍ଵାରା ଆପଣ ପୂରାପୂରି ଚାଇନାକୁ ନିଜର ସମସ୍ତ ଡାଟା ଦେଇ ଦିଅନ୍ତି । ଯିଏ ଯେତେବେଳେ ଚାହିଁବ ସେତେବେଳେ ସେ ଆପଣଙ୍କ ଡାଟାକୁ ବ୍ୟବହାର କରି ପାରିବ । ଚାଇନା ଏହିଭଳି କରିଛି ।

କାରଣ କିଛି ଦିନ ତଳେ ହିଁ ଆମେରିକା ଚାଇନା ଉପରେ ୫.୬ ମିଲିୟନ ଡଲାର ଜୁର୍ମାନା ଲଗାଇଛି । ତାହା ପୁଣି ଏଥିପାଇଁ କି ଟିକ ଟକ ବ୍ୟବହାର କରୁଥିବା ପିଲାମାନଙ୍କ ସୂଚନାକୁ ଚୋରି କରୁଥିଲା । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ କି ଯେଉଁ ଆପ ପିଲାମାନଙ୍କ ସୂଚନା ଚୋରୀ କରି ପାରିବ ସେ ଏହି ଆପ ଦ୍ଵାରା କଣ ନ କରିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।