ଆଜିର ରାଶିଫଳ, 24 ମେ 2020, ରବିବାର, ଆଜି ଏହି 4ଟି ରାଶିର ଦିନ ଶୁଭ ରହିବ, ସୂର୍ଯ୍ୟଦେବଙ୍କ କୃପାରୁ ହେବେ ମାଲାମାଲ, ଧନ ବୈଭବ ହେବ ବୃଦ୍ଧି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପ୍ରେମ ଦିଗରେ ଆଜିର ଦିନ ଭଲ ଅଛି । ଭଲ ପାଇବାର ଭରପୁର ମଜା ଉଠାନ୍ତୁ । ନିଜ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବେ । ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ କେତେ ଭଲ ପାଆନ୍ତି । ସମୟର ଅନୁକୂଳତାର ଲାଭ ଉଠାନ୍ତୁ । ସମସ୍ତ କ୍ଷେତ୍ରରେ ଭରପୁର ପ୍ରୟାସ କରନ୍ତୁ । ବୁଡି ଯାଇ ଥିବା ଟଙ୍କା ମିଳିପାରେ । ମନୋରଞ୍ଜନ ଭରା ଦିନ ରହିବ । ପରିବାରର ସାଥ ରହିବ । ମିତ୍ରଙ୍କ ସହିତ ଆପଣଙ୍କୁ ସମୟ ବିତାଇବାର ଚାନ୍ସ ମିଳିବ ।

ବୃଷ

ଆର୍ଥିକ ଉନ୍ନତି ପାଇଁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ । ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ଧନପ୍ରାପ୍ତି ରାସ୍ତା ପ୍ରଶସ୍ତ ହେବ । ଆରମ ଓ ମନୋରଞ୍ଜନର ସାଧନ ଉପଲବ୍ଧ ହୋଇପାରେ । ଆପଣ ନିଜର ପକ୍ଷ ରଖିବାରେ କମଜୋର ପ୍ରମାଣିତ ହେବ । କିଛି ମିତ୍ର ଶତ୍ରୁଭାବ ବ୍ୟବହାର କରିବେ । ସନ୍ତାନଙ୍କ ଶିକ୍ଷା ଓ ବିବାହକୁ ନେଇ ଚିନ୍ତିତ ରହି ପାରନ୍ତି । ସହକର୍ମୀଙ୍କ ସହଯୋଗ କରିବେ । କୌଣସି ଦୂର ସମ୍ପର୍କୀୟଙ୍କଙ୍କ ଠାରୁ ଆକସ୍ମିକ ଭଲ ଖବର ମିଳିବ ।

ମିଥୁନ

କୌଣସି ବିବାଦରେ ଆପଣ ନିଜର ପକ୍ଷକୁ ମଜବୁତ କରି ରଖିବେ । ଧର୍ମ କର୍ମରେ ରୁଚି ବଢିବ । କୌଣସି ପରିବାରର ସଦସ୍ୟଙ୍କ ସହଯୋଗ ମିଳିପାରେ । ଲାଭର ଅବସର ପ୍ରାପ୍ତ ହେବ । ଆପଣଙ୍କ ଉଦାର ମନୋଭାବ ଆପଣଙ୍କ ପାଇଁ ସୁଖମୟ ସମୟ ନେଇ ଆସିବ । ଆପଣ ନିଜକୁ ସର୍ବଦା ଖୁସି ରଖିବା ପାଇଁ କାର୍ଯ୍ୟ କରିବେ । ଆର୍ଥିକ ଲାଭ ହେବ । ଆଧିକାରୀଙ୍କ ସହ ସମ୍ପର୍କ କରିବେ । ପରିବାର ସହ କୌଣସି ସ୍ଥାନକୁ ଯାଇ ପାରନ୍ତି ।

କର୍କଟ

ଦୁର୍ଘଟଣାର ସମ୍ଭାବନା ଅଛି । ସେଥିପାଇଁ ସାବଧାନ ହୋଇ ସମସ୍ତ କାର୍ଯ୍ୟ କରନ୍ତୁ । ଶୀଘ୍ର ଶୀଘ୍ର କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ । କୌଣସି ବି ଅପରଚିତ ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ବିବାଦ ଠାରୁ ଦୂରେଇ ରୁହନ୍ତୁ । କୌଣସି ସମ୍ପର୍କୀୟଙ୍କ ଠାରୁ ଅଶୁଭ ସମାଚାର ମିଳିପାରେ । ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ । ଅଟକିଥିବା କାର୍ଯ୍ୟ ଜଲ୍ଦି ଆରମ୍ଭ ହୋଇପାରେ । ଆପଣ ପ୍ରଚୁର ଟଙ୍କା ଆୟ କରି ପାରିବେ, କିନ୍ତୁ ଭଲ ସ୍ଥାନରେ ନିବେଶ କରନ୍ତୁ ।

ସିଂହ

କ୍ଳାନ୍ତ ଓ କମଜୋରି ରହିବ । ଆରାମର ଅବସର ପ୍ରାପ୍ତ ହେବ । ଛୋଟ ମୋଟ କାର୍ଯ୍ୟରେ ବ୍ୟସ୍ତ ରହିବେ । ମିତ୍ରଙ୍କ ସାଥ ମିଳିବ । ମାନସିକ ଚିନ୍ତା ବଢିବ । ଆପଣଙ୍କୁ ନିବେଶ ଦ୍ଵାରା ଲାଭ ମିଳିପାରେ । ପରିବାର ଲୋକମାନେ ଆପଣଙ୍କ କଥା ଶୁଣିବେ । ଟଙ୍କା ଧାର ନିଅନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କ ଉପରେ ପଢାର ଅଧିକ ପ୍ରଭାବ ରହିବ । ପରିଜନମାନଙ୍କ ସେବା କରନ୍ତୁ । ବ୍ୟାପାର ଭଲ କରିବେ ।

କନ୍ୟା

ସ୍ଥାୟୀ ସମ୍ପତ୍ତିରୁ ବଡ ଲାଭ ମିଳିବାର ସମ୍ଭାବନା ଅଛି । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ରୋଜଗାରରେ ବୁଦ୍ଧି ହେବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ ହେବ । ରକ୍ତଚାପ ରୋଗୀମାନଙ୍କ ଖାସ ଧ୍ୟାନ ରଖନ୍ତୁ । ଏହା ସହିତ କଲେସ୍ଟ୍ରୋଲକୁ କାବୁ ରଖିବାରେ ଚେଷ୍ଟା କରନ୍ତୁ । ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ । କୌଣସି ପୁରୁଣା ମିତ୍ର ସହ ସାକ୍ଷାତ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆତ୍ମସନ୍ତୁଷ୍ଟି ମିଳିବ । ଦ୍ଵିତୀୟ ବ୍ୟକ୍ତିଙ୍କ ପ୍ରଶଂସା କରନ୍ତୁ ।

ତୁଳା

ରଚନାତ୍ମକ କାର୍ଯ୍ୟରେ ସଫଲତା ପ୍ରାପ୍ତ ହେବ । ପଢିବା ଲେଖିବା କାର୍ଯ୍ୟରେ ରୁଚି ବଢିବ । ନୂତନ ବିଚାର ମନରେ ଆସିବ । ବ୍ୟପାରରେ ପ୍ରତିସ୍‍ପର୍ଧା ବଢିପାରେ । ପିଲମାନେ ଆପଣଙ୍କ ଆଜ୍ଞା ମାନିବେ । ସମାଜରେ ମନ ପ୍ରତିଷ୍ଠା ଲାଭ ହେବ । ମହତ୍ଵପୂର୍ଣ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାର ଚାନ୍ସ ମିଳିବ । ଆପଣ ନିଜର ଜୀବନସାଥିଙ୍କ ପ୍ରତି ନିଜର ପ୍ରେମକୁ ଉଜଗାର କରିବେ । ଜୀବନରେ ଖୁସି ଆସିବ ।

ବିଚ୍ଛା

ସନ୍ତାନଙ୍କ ଶିକ୍ଷାରେ ବାଧା ଆସିବ । ବୈବାହିକ ମାମଲାରେ ସମସ୍ୟା ଆସିପାରେ । ଆଜି ଆପଣଙ୍କ ଚେହେରାରେ ଖୁସି ରହିବ । ଅଜଣା ବ୍ୟକ୍ତିଙ୍କ ସହ ପରିଚିତ ହେବେ । ବୁଦ୍ଧିମାନର ସହ ନିବେଶ କରନ୍ତୁ । କୌଣସି ସୂଚନା ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ କମଜୋର ରହିବ । ପରିଶ୍ରମ ଅଧିକ କରିବେ କିନ୍ତୁ ଲାଭ କମ ମିଳିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ଅପରଚିତ ଲୋକମାନଙ୍କ ଠାରୁ ସମ୍ଭାଳି ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ ।

ଧନୁ

ପିଲାମାନଙ୍କ ସହିତ ସମୟ ବିତାଇବେ ବହୁତ ଶାନ୍ତିପୂର୍ଣ ରହିବ । ଦୀର୍ଘବିଧି ନିବେଶ କରନ୍ତୁ । ନିଜ ବନ୍ଧୁମାନଙ୍କ ସହିତ ବାହାରକୁ ଯାଇ ଖୁସିର ସମୟ ବିତାଇବେ । ସମାଜ ସେବା କରିବାର ପ୍ରେରଣା ପ୍ରାପ୍ତ ହେବ । ପୂର୍ବରୁ କରାଯାଇଥିବା ପରିଶ୍ରମର ଫଳ ପ୍ରାପ୍ତ ହେବ । ଜୋଖିମ ଉଠାଇବାର ସାହସ କରନ୍ତୁ । ବ୍ୟବସାୟିକ ଲାଭ ବୁଦ୍ଧି ହେବ । ନିଜର ସମସ୍ତ କଥା ଉପରେ ଧ୍ୟାନ ଦିଅନ୍ତୁ । ଅଧିକାରୀମାନେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ମକର

ନିଜର ପରିବାରକୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଦୂର ସ୍ଥାନରୁ ଭଲ ଖବର ମିଳିପାରେ । ନୂଆ ମିତ୍ର ହେବେ । ମିତ୍ରମାନଙ୍କ ସହିତ ମନୋରଞ୍ଜନ ଭରା ସମୟ ବ୍ୟତୀତ କରିବେ । ଆତ୍ମବିଶ୍ଵାସ ବଢିବ । କୌଣସି ଦାମୀ ଜିନଷ ହଜି ଯାଇଥିବ କିନ୍ତୁ ତାହା ଆଜି ମିଳିପାରେ । ଆୟରୁ ଅଧିକ ବ୍ୟୟ ହୋଇପାରେ । ଏହା ସହିତ କରଜ ନେବାର ବି ପରିସ୍ଥିତି ଆସିପାରେ । ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କୁମ୍ଭ

ଆର୍ଥିକ ମାମଲାରେ କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିନ । ଭାଇ ଭଉଣୀମାନଙ୍କ ମଧ୍ୟରେ ଭଲ ପାଇବା ବଢିବ । କୌଣସି ବିବାଦ କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ପାରେ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । କିଛି ଖବର ପୁରା ପରିବାରରେ ଆନନ୍ଦର ଲହରୀ ଖେଳାଇ ଦେବ । ରୋଗରୁ ମୁକ୍ତ ହେବେ । ପତ୍ନୀଙ୍କ ପ୍ରେମ ଓ ସହଯୋଗ ପ୍ରାପ୍ତ ହେବ । ଦ୍ଵିତୀୟ ବ୍ୟକ୍ତିଙ୍କ ସହିତ ଖୁସି ବାଣ୍ଟିବା ଦ୍ଵାରା ମନକୁ ଶାନ୍ତି ମିଳିବ । ସୁଖ ସମୃଦ୍ଧି ଲାଭ ହେବ ।

ମୀନ

ବ୍ୟାପାରରେ ନିବେଶ କରିବା ପୂର୍ବରୁ ସମସ୍ତ ଦିଗରୁ ଚିନ୍ତା କରନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟକୁ ଏନି ଚିନ୍ତିତ ରହି ପାରନ୍ତି । ଆପଣଙ୍କୁ କହିଦେଉଛୁ କି ଆଜି ଆପଣଙ୍କ ଆକସ୍ମିକ ହାନି ବି ହୋଇପାରେ । କୁସଙ୍ଗତି ଠାରୁ ଦୂରେଇ ରୁହନ୍ତୁ । ବ୍ୟାପାରରେ ଓ chଚାକିରିରେ ସାମୀ ଅନୁକୂଳ ରହିବ । ପରିବାରରେ ସୁଖମୟ ପରିବେଶ ରହିବ । ଧର୍ଯ୍ୟ ରଖନ୍ତୁ । ଗରିବ ଲୋକମାନଙ୍କ ସାହାର୍ଯ୍ୟ କରିବେ । ଚିନ୍ତା ବଢିପାରେ । ଘରର ପରିଷ୍କାର ଉପରେ ଧ୍ୟାନ ଦିଅନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।