କମାଲ କଲେ BDO ମ୍ୟାଡାମ ! ଏମିତି ଧୁମ୍ ଧଡକ୍ ଡାନ୍ସ କଲେ ଯେ ଏବେ Viral ହେଉଛି Video, ଆପଣ ବି ଦେଖିଲେ ପ୍ରଶଂସା ନ କରି ରହି ପାରିବେନି

ସୋ-ସି-ଆ-ଲ ମି-ଡି-ଆ ଏମିତି ଏକ ପ୍ଲା-ଟ-ଫ-ର୍ମ ଯେଉଁଠି ଲୋକମାନେ ବିଭିନ୍ନ ପ୍ରକାର ଭି-ଡି-ଓ ବନେଇ ଅ-ଫ-ଲୋ-ଡ କରୁଛନ୍ତି । ଯେଉଁ ଭି-ଡି-ଓ ଲୋକଙ୍କୁ ଅଧିକ ପସନ୍ଦ ହେଉଛି ତାହା ଭା-ଇ-ରା-ଲ ହେବାକୁ ମଧ୍ୟ ସମୟ ଲାଗୁନି । ସୋ-ସି-ଆ-ଲ ମି-ଡି-ଆ-ରେ ଛୋଟ ଛୋଟ ବନେଇ ଅନେକ ଲୋକ ରୋଜଗାର ମଧ୍ୟ କରୁଛନ୍ତି । ଏହାଦ୍ବାରା ଲୋକଙ୍କୁ ପରିଚୟ ମଧ୍ୟ ମିଳି ପାରୁଛି ଓ ନିଜ ଟ୍ୟାଲେଣ୍ଟକୁ ମଧ୍ୟ ସମସ୍ତଙ୍କ ପାଖରେ ପ୍ରଦର୍ଶିତ କରି ପାରୁଛନ୍ତି ଲୋକେ ।

କେବେ କେବେ କିଛି ଉଚ୍ଚପଦସ୍ଥ ବ୍ୟକ୍ତି ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ର ଉପଯୋଗ କରି ଚର୍ଚ୍ଚାରେ ରହୁଥିବାର ଦେଖିବାକୁ ମିଳେ । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ପୋଷ୍ଟ କରି ସମସ୍ତେ ଆନନ୍ଦ ଉଠାଇବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଜଣେ ମହିଳା ଡାନ୍ସ କରୁଥିବା ସମୟର ଭି-ଡି-ଓ-କୁ ଖୁବ ପସନ୍ଦ କରୁଛନ୍ତି ଲୋକେ ।

ଏହି ଭି-ଡି-ଓ-ରେ ଆପଣ ଜଣେ ମହିଳାଙ୍କୁ ଖୁବ ଆନନ୍ଦର ସହ ଡାନ୍ସ କରୁଥିବାର ଦେଖି ପାରୁଥିବେ । ତାଙ୍କ ଅଙ୍ଗଭଙ୍ଗୀରୁ ସେ ଖୁବ ଖୁସି ଥିବା ଜଣା ପଡ଼ୁଛନ୍ତି । ତେବେ ଭି-ଡି-ଓ-ରେ ଡାନ୍ସ କରୁଥିବା ଏହି ମହିଳା ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଆସ୍ତରଙ୍ଗ ବ୍ଲଡ଼ର ବିଡିଓ । ତାଙ୍କର ଏହି ଡାନ୍ସ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ଭି-ଡି-ଓ-ରୁ ଜଣାପଡୁଛି ପୁରା ଫେଷ୍ଟିଭ ମୁଡ୍ ରେ ଅଛନ୍ତି ବିଡିଓ ମହାଶୟା । ଆଉ ମନଭରି କରୁଛନ୍ତି ଡାନ୍ସ । ତେବେ ବିଡିଓ ମହାଶୟାଙ୍କ ନାମ ହେଉଛି ବେବିତା ମଞ୍ଜରି ନାୟକ । ନିଜ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନୃତ୍ୟ କରି ନିଜର ମନୋରଞ୍ଜନ କରୁଛନ୍ତି ବିଡିଓ । ମହାଶୟାଙ୍କ ନାଚ ଦେଖିଲେ ଲାଗୁଛି ସେ ନାଚିବାକୁ ଖୁବ ଭଲ ପାଆନ୍ତି । କେତେବେଳେ ଘର ଭିତରେ ତ ଆଉ କେତେବେଳେ ରାସ୍ତା ଉପରେ ଡାନ୍ସ କରି ଭି-ଡି-ଓ ଅ-ଫ-ଲୋ-ଡ କରୁଛନ୍ତି ବିଡିଓ ବେବିତା ମଞ୍ଜରି ନାୟକ ।

କେତେବେଳେ ଡାନ୍ସରେ ମସଗୁଲ ତ କେତେବେଳେ କ୍ୟାଣ୍ଡି ଫାଇଟ କରି କରି ନିଜକୁ ରିଲାକ୍ସ ରଖିବାକୁ ଚାହୁଁଛନ୍ତି । ପୁରୀର ଏହି ବିଡିଓଙ୍କ ଡାନ୍ସ ଭି-ଡି-ଓ ଭା-ଇ-ରା-ଲ ହେଉଥିବା ବେଳେ ମ୍ୟାଡାମ ନିଜେ ମଧ୍ୟ ନିଜ ଟ୍ବି-ଟ-ର ପେଜ୍ ରେ ଏହି ଡାନ୍ସ ଭି-ଡି-ଓ ପୋଷ୍ଟ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।