କମ ବୟସ ହେଲେ ବଡ କାରନାମା, ଆଖି ପିଛୁଳାକେ କଳାକନା ବୁଲାଇ ଦେଉଛି ଏହି ବାଳକ

ପରିବାର ର ହେଉଛି ପ୍ରତେକ ପିଲାର ପ୍ରଥମ ବିଦ୍ୟାଳୟ ଯଦି ସେଠାରେ ସେ ଭଲ ଶିକ୍ଷା ପାଇ ନଥାଏ ତାହେଲେ ସେ ସାରା ଜୀବନ ପାଇଁ ଏକ ଭୁଲ ବାଟ ଆପଣେଇଥାଏ ।

ଏହା ପରେ ସେ ନିଜକୁ ଯେତେପାରେ ଖରାପ କରି ନିଏ ଖରାପ କରିବାରେ ସାହାଜ୍ଯ କରିଥାଏ ସମାଜକୁ । ସମାଜ ଖରାପ ରୁ ଅଧିକ ଖରାପ ହେବାରେ ଲାଗେ । ଏହା ସହ କିଛି ଏଭଳି ସମୟ ଆସେ ଯାହା ପାଇଁ ସମାଜ ଏକ ଦୁଃଖ ପୂର୍ଣ ଓ ଆତଙ୍କରେ ଭରାହୋଇ ଯାଇଥାଏ। ଭାବନ୍ତୁ ଯଦି ଏକ ପିଲା ଏଭଳି କରେ ତାହେଲେ ଏକ ବଡ ବ୍ୟକ୍ତି କଣ କରିପାରିବ ।

ଆପଣ ମାନେ ଜାଣିଥିବେ ଅନେକ ଚଳଚିତ୍ରରେ ଦେଖିଥିବେ କି କିଭଳି ଏକ ଛୋଟ ଭୁଲ କରି ସାହାସ ପାଇବା ପରେ ହେଁ ପିଲା ବଡ ହୋଇ ଏକ ଚୋ-ର କିମ୍ବା ଏକ ଅ-ସା-ମା-ଜି-କ ବ୍ୟକ୍ତି ହୋଇ ଯାଇଥାଏ । ଏଭଳି ଯଦି ସତ ଜୀବନରେ ହୁଏ ଏହା କଣ ଠିକ ଅଟେ କି ଆପଣ ଯଦି ଏଭଳି କାମ ସତରେ ହେଉଥିବାର ଦେଖିବେ କଣ କରିବେ । ଆଜି ଆମେ ଏଭଳି ଏକ ସତ୍ୟ ଘଟଣା ଉପରେ ଆଧାରିତ ସତ୍ୟ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ।

ଆସନ୍ତୁ ଜାଣିବା ଏହା ବିଷୟରେ ଏକ ଛୋଟ ପିଲା ଯାହାର ବୟଶ ଖୁବ କମ ମାତ୍ର ୬ ବର୍ଷ ବୟଶର ଶିଶୁ ସେ ଆଜି ସାଜିଛି ଏକ ବଡ ଚୋର ହୁଏତ ଏହା ପାଇଁ ପରିସ୍ଥିତି ବାଧ୍ୟ କରୁଥିବା ର କଥା ଆପଣ କହି ପାରିବେ । ମାତ୍ର ଏଭଳି କିଛି କାରଣ ନାହିଁ ମାତ୍ର ୬ ବର୍ଷ ବୟସରେ ସେ ସି-ଗା-ରେ-ଟ ଟା-ଣୁ-ଛି ପାଖରେ ଲକ୍ଷ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଧରି ବୁଲୁଛି । ଏହି କୁନି ପିଲାକୁ ଦେଖିଲେ ଲୋକମାନେ କିଛି କହି ପାରୁ ନାହାଁନ୍ତି । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି ଉତ୍ତର ପ୍ରଦେଶ ର

ମହରଗଞ୍ଜ ଜିଲ୍ଲା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପ୍ରାୟ ୧୦ ଥର ଥାନାକୁ ଯାଇ ସାରିଲାଣି , ସି-ଗା-ରେ-ଟ ଟା-ଣି-ବା ସହ ସେ ଲୋକଙ୍କୁ ପଇସା ମଧ୍ୟ ବା-ଣ୍ଟୁ-ଛି ଏହି କୁନି ପିଲା । ସେ ଛୋଟ ଦୋକାନ ହେଉକି ବଡ ଦୋକାନ ସବୁ ଜାଗାରେ ଚୋ-ରୀ କରି  ସାରିଲାଣି । ତା ଚୋ-ରୀ ପାଇଁ ଏଭଳି ଆ-ତ-ଙ୍କ ସୃଷ୍ଟି ହୋଇଛି କି ଲୋକ ଘର କବାଟ ଝରକା ବନ୍ଦ କରି ରହିବା ପାଇଁ ବାଧ୍ୟ ହୋଇଗଲେଣି କେବଳ ଏତିକି ନୁହେଁ ଦୋକାନି ମାନେ CCTV ମଧ୍ୟ ଳଗୀଇ ଲେଣି ।

ମାତ୍ର ଏତେ କମ ବୟସ ଥିବାରୁ ପୋ-ଲି-ଶ କିଛି କହି ପାରୁନି ଥାନାକୁ ଆଣିକି ତାକୁ ବାଡି ଦେଖାଇଲେ ସେ କାନ୍ଦି ପକାଉଛି । ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହାକୁ ଦେଖି ନିଜର କେ-ସ କୁ ଫେରାଇ ନେଉଛନ୍ତି । କିଛି ଲୋକମାନେ ଯଦି ଚୋ-ରୀ ହେଉଛି ତାହେଲେ ପ୍ରଥମେ ଏହାକୁ ସ-ନ୍ଦେ-ହ କରୁଛନ୍ତି କାରଣ ଏଭଳି ଚୋ-ର ସେମାନେ ଆଗରୁ ଦେଖି ନଥିବା କଥା କହୁଛନ୍ତି। ପୋଲିସ ଭି ଲା-ଚା-ର ହୋଇ କେବେଳ ତାର ଘର ଲୋକଙ୍କୁ ବୁଝାଇ ତାକୁ ଛାଡି ଦେଉଛି ବାସ । ଏକ ଛୋଟ ପିଲା ଯିଏ ଖେଳିବା ପାଇଁ ଇଛା କରିବା କଥା ତାର ଚୋରୀ କରିବା ରେ ଆଗ୍ରହ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେଣି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।