ଏ ହଉଛନ୍ତି ଭାରତର ୩ କଳିଯୁଗି ସୈତାନ୍ ବାବା, ଏମାନେ କାହାରିକୁ ଛାଡ଼ି ନଥିଲେ, ୩ ନମ୍ବର ବାବା ତ ସମସ୍ତଙ୍କର ବୋପା

ନିଉ ଦିଲ୍ଲୀ : ବାବା ମାନଙ୍କର ଅସଲି ରୂପ କାହାକୁ ଅଛପା ନୁହେଁ । ଆଜିକାଲି ଅନ୍ଧବିଶ୍ଵାସ ଏମିତି ବଢି ଗଲାଣି ଯେ ଲୋକମାନେ କିଛି ନ ବୁଜି ନ ସୁଝି ନିଜର ସବୁ କିଛି ଏହି ପାଖଣ୍ଡି ବାବାମାନଙ୍କୁ ଦେଇ ଦେଉଛନ୍ତି । ଆଜି ଆମେ ଏହି ତିନି ବାବାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଖରାପର ସବୁ ସୀମା ପାର କରିଦେଇଛନ୍ତି ।

ଆଜିକାଲି ସମୟରେ ବାବା ରାମ ରହୀମ ଙ୍କୁ କିଏ ନ ଜାଣିଛି । ବାବା ରାମ ରହିମ ଏବେ ବଳତ୍କାରୀ ରାମ ରହୀମ ହୋଇ ଯାଇଛନ୍ତି । ଏହି ବାବା ମାମୁଲି ଟମାଟର ଲକ୍ଷ ଲକ୍ଷ ଟଙ୍କା ରେ ବିକି ବହୁତ ଟଙ୍କା କମେଇଛନ୍ତି ।

ଆପଣ ସ୍ଵାମୀ ନିତ୍ୟାନନ୍ଦ ବିଷୟରେ ଜାଣିଥିବେ ଏହି ବାବା ର ଏକ ଭିଡିଓ ଇନ୍ଟାରନେଟ ରେ ବହୁତ ଭାଇରାଲ ହୋଇଥିଲା । ଯାହା ଫଳରେ ନିତ୍ୟାନନ୍ଦ ସମସ୍ତଙ୍କ ପାଖରେ ବହୁତ ଅପମାନ ହୋଇ ଥିଲେ ।

ଆସାରାମ ବାପୁ ଏକ ବଳତ୍କାରୀ ବାବା ଅଟନ୍ତି ଯିଏ ନିଜ ର ଅଭିନୟରେ ବହୁତ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ । ଶେଷରେ ବାବା ବଳତ୍କାରୀ ବାହାରିଲେ, ଯାହା ଫଳରେ ପୃଥିବୀ ସାରା ଲୋକମାନେ ତାଙ୍କୁ ନିନ୍ଦା କରୁଛନ୍ତି।

ଏଭଳି ବାବା ମାନଙ୍କ ବିଆଶୟରେ ଆପଣଙ୍କ ମତାମତ କଣ, କମେଣ୍ଟ ବକ୍ସ ରେ ନିଜର ମହତ୍ଵ ପୂର୍ଣ୍ଣ ରାୟ ନିଶ୍ଚୟ ଦିଅନ୍ତୁ।