ଗୋଟିଏ କଳା ସୂତା ଆପଣଙ୍କୁ କରିପାରେ କୋଟିପତି, କେବଳ ଏହିଭଳି ଭାବରେ କରିବାର ଅଛି ବ୍ୟବହାର

ଆମ ଭାରତ ବର୍ଷରେ ବିଭିନ୍ନ ପ୍ରକାରର ପରମ୍ପରା ଓ ମାନ୍ୟତା ଦେଖିବାକୁ ମିଳିଥାଏ । ସେହିପରି ହିନ୍ଦୁ ଧର୍ମରେ ମଧ୍ୟ ବହୁତ ଧାର୍ମିକ ମାନ୍ୟତା ଅଛି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କଳା ସୂତା, ଯାହାକୁ ବାନ୍ଧିବା ଦ୍ଵାରା ନଜର ଲାଗେ ନାହିଁ । ଏହାକୁ ଲୋକମାନେ ହାତରେ, ଗୋଡରେ, ବେକରେ କିମ୍ବା ବାହୁରେ ବାନ୍ଧିଥାନ୍ତି । ଯଦି କୌଣସି ବ୍ୟକ୍ତିର କୁ – ଦୃଷ୍ଟି ଅର୍ଥାତ ଖରାପ ନଜର ଆମ ଉପରେ କିମ୍ବା ଆମ ପରିବାର ଉପରେ ପଡିଯାଏ ତେବେ ଏହି କଳା ସୂତା ସେହି ନାକରାତ୍ମକ ଉର୍ଜାକୁ ସକରାତ୍ମକ ଉର୍ଜାରେ ବଦଳାଇବାର କାମ କରିଥାଏ । ଏହା ଛଡା ଏମିତି ବି କୁହାଯାଏ କି ଯିଏ ବି ଏହି କଳା ସୂତାକୁ ଧାରଣ କରିଥାଏ, ତା’ର ଜୀବନରେ ସୁଖରେ ଭରପୁର ରହିଥାଏ ।

Image courtesy: Google

ଆପଣ ପ୍ରାୟତଃ ଦେଖିଥିବେ କି ଭାରତୀୟ ଲୋକମାନେ ନିଜକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ସବୁବେଳେ କଳା ରଙ୍ଗର ବସ୍ତୁକୁ ହିଁ ବ୍ୟବହାର କରିଥାନ୍ତି । କଳା ସୂତା ଓ କଳା ଟୀକା ଦୁଇଟି ହିଁ ଖରାପ ଦୃଷ୍ଟିରୁ ବଞ୍ଚାଇ ଥାଏ । କଳା ସୂତା, ସାମ୍ନାରେ ଥିବା ବ୍ୟକ୍ତିର ଖରାପ ନଜର ଓ ତାହାର ଏକାଗ୍ରତାକୁ ଭାଙ୍ଗିବାରେ କାର୍ଯ୍ୟ କରିଥାଏ । ଯେଉଁ କାରଣରୁ ତା’ର ଖରାପ ଦୃଷ୍ଟି ଆମ ଉପରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ ।

Image courtesy: Google

ଏହା ଛଡା କଳା ସୂତା ଏତେ ପ୍ରଭାବୀ ହୋଇଥାଏ କି ଏହା ଆପଣଙ୍କୁ ରାତାରାତି କୋଟିପତି ବି କରି ଦେଇପାରେ । ଏମିତିରେ ଯଦି ଆପଣ ଆମର ଏହି ବିଶେଷ ଓ ସରଳ ଉପାୟକୁ ଆପଣାଇବାକୁ ଚାହୁଁଛନ୍ତି ତେବେ ଆପଣ ବଜାରରୁ ଏକ ରେଶମୀ କିମ୍ବା ସୁତାର ଏକ କଳା ସୂତା ନେଇ ଆସନ୍ତୁ । ବର୍ତ୍ତମାନ ଆପଣ ମଙ୍ଗଳବାର କିମ୍ବା ଶନିବାର ଦିନ ଏହି କଳା ସୂତାକୁ ହନୁମାନଙ୍କ ମନ୍ଦିରକୁ ନେଇ ଯାଆନ୍ତୁ । ଏଥିରେ ଛୋଟ ଛୋଟ ଗଣ୍ଠି କରି ହନୁମାନଙ୍କ ପାଦ ତଳୁ ସିନ୍ଦୁର ଆଣି ସେଥିରେ ଲଗାଇ ଦିଅନ୍ତୁ ।

Image courtesy: Google

ସୁତାର ଶୁଦ୍ଧିକରଣ ପରେ ଆପଣ ବର୍ତ୍ତମାନ ଏହି ସୂତାକୁ ଘରର ମୁଖ୍ୟ ଦ୍ଵାରରେ ଅର୍ଥାତ କବାଟରେ ବାନ୍ଧି ଦିଅନ୍ତୁ । ଏହି ଉପାୟକୁ କରିବା ପରେ ଆପଣଙ୍କ ଘରେ ଧନର ସମସ୍ୟା ହେବ ନାହିଁ ଓ ଆପଣ ସର୍ବଦା ମାଲାମାଲ ରହିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।