ଏହି ଅଦ୍ଭୁତ କୁକୁଡାର ପୁରା ଶରୀର କଳା, ଦାମ ଜାଣିଲେ ଉଡିଯିବ ହୋସ

ଦୁନିଆର ସବୁ ପଶୁ ମାନଙ୍କର ଅନେକ ପ୍ରକାରର ପ୍ରଜାତି ଅଛି । କିଛି ପକ୍ଷୀ ଏବଂ ପଶୁ ଏମିତି ଅଛନ୍ତି ଯାହା ବିଷୟରେ ଆପଣ କେବେ ବି ଶୁଣି ନଥିବେ । ଯେତେବେଳେ ମନୁଷ୍ୟ କୌଣସି ନୂଆ ପ୍ରଜାତି ଦେଖିଥାଏ ସେତେବେଳେ ସେ ଆଶ୍ଚର୍ଯ୍ୟ ଏବଂ ପ୍ରଫୁଲିତ ହୋଇ ଯାଇଥାଏ । କିଛି ପଶୁ ଦେଖିବାକୁ ଏମିତି ହୋଇଥାନ୍ତି କି ଲୋକମାନେ ତାହାକୁ ଭଗବାନଙ୍କର ରୂପ ବୋଲି ଭାବି ନିଅନ୍ତି । କିନ୍ତୁ କିଛି ନିଜର କଠରୋତା ଦେଖାଇ ଏହି ସୁନ୍ଦର ଜୀବମାନଙ୍କୁ ମାରି ଖାଇ ଯାଆନ୍ତି ।

ଦୁନିଆର ସବୁଠୁ ଅଦ୍ଭୁତ କୁକୁଡା –

ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରଜାତି ବିଷୟରେ କହିବାକୁ ଯାଉଛୁ।  ଆପଣମାନେ ରଙ୍ଗ – ବେରଙ୍ଗ ର କୁକୁଡାକୁ ଦେଖିଥିବେ । କିନ୍ତୁ କଣ ଆପଣମାନେ କେବେ କଳା ରଙ୍ଗର କୁକୁଡା ବିଷୟରେ ଦେଖିଛନ୍ତି କି ଶୁଣିଛନ୍ତି ? ହେଇ ଗଲେ ନା ଚକିତ ! କୁକୁଡାଙ୍କର ଏମିତି ଏକ ପ୍ରଜାତି ଅଛି ଯେଉଁମାନେ ପୁରାପୁରି କଳା ରଙ୍ଗର ଅଟନ୍ତି । କଳା କୁକୁଡାର ସଂଖ୍ୟା ବହୁତ କମ ଅଟେ । ଯେଉଁମାନେ ଏହି କଳା କୁକୁଡାକୁ ଦେଖନ୍ତି ସେମାନେ ଏହାକୁ ପସନ୍ଦ କରନ୍ତି ।

କିନ୍ତୁ ଯେଉଁ ପ୍ରକାରରେ ଏହି କୁକୁଡା ମାନଙ୍କର ବ୍ୟାପାର ହେଉଛି ତାହାକୁ ଦେଖି ଲାଗୁଛି ଯେ ଏହି କୁକୁଡା ବେଶୀ ସମୟ ପର୍ଯ୍ୟନ୍ତ ରହି ପାରିବ ନାହିଁ ।

ଏହି କୁକୁଡାମାନଙ୍କୁ ବଞ୍ଚାଇବା ପାଇଁ ଦାୟିତ୍ଵ ଆମ ସମସ୍ତଙ୍କ ଉପରେ ଅଛି । ଆମକୁ ଏହିଭଳି ଅଦ୍ଭୁତ ଏବଂ ସୁନ୍ଦର ପ୍ରଜାତିକୁ ଶେଷ ହେବାରୁ ରକ୍ଷା କରିବାକୁ ପଡିବ । ଏହି ସୁନ୍ଦର ଜୀବ ବଞ୍ଚିଲେ ହିଁ ଆମେ ଆମର ଆସୁଥିବା ପିଢିକୁ ସେମାନଙ୍କ ବିଷୟରେ କହି ପାରିବା । ଚାଲନ୍ତୁ ଆପଣମାନଙ୍କୁ କଳା କୁକୁଡାର ଗୁଣ ବିଷୟରେ ଅବଗତ କରାଇବା ।

ଏହି ଅଦ୍ଭୁତ କୁକୁଡାର ଶରୀରର ରଙ୍ଗ କଳା ଅଟେ । ତାଙ୍କର ମାଂସ, ହାଡ, ଚମଡା, ଜିଭ ଏବଂ ଆଖି ସବୁ କଳା ରଙ୍ଗର ଅଟେ ଏବଂ ତାଙ୍କର ରକ୍ତ ମଧ୍ୟ କଳା ରଙ୍ଗର ଅଟେ । ହେଲେ ନା ଆଶ୍ଚର୍ଯ୍ୟ ? ଆପଣ ଭାବୁଥିବେ କି ଏହି କଳା ରଙ୍ଗର ଅଦ୍ଭୁତ ଜୀବର ମୂଲ୍ୟ କେତେ ହେବ । ସାଧାରଣ କଥା ଏହାର ଦାମ ଅଧିକ ଅଟେ । ଏହି କଳା ରଙ୍ଗର କୁକୁଡାର ମୂଲ୍ୟ ୨ ଲକ୍ଷ ଟଙ୍କା ଅଟେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।