ଏହି ୩ ଜଣ ଲୋକଙ୍କୁ ଭୁଲରେ ବି କେବେ ବି ଦିଅନ୍ତୁ ନାହିଁ ଧୋକା, ନହେଲେ ବର୍ବାଦ ହେଇଯିବ ଜୀବନ – ଗୋଟେ ଥର ନିଶ୍ଚୟ ଦେଖନ୍ତୁ

ସବୁ ମଣିଷ ଆପଣଙ୍କ ଜୀବନରେ ବହୁତ ମହତ୍ବପୂର୍ଣ ହୋଇଥାନ୍ତି, କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଲୋକ ଆପଣଙ୍କ ପାଇଁ ବହୁତ ଖାସ ହୋଇଥାନ୍ତି । ଆପଣ ଭୁଲରେ ବି କେବେ ବି ଚାହାନ୍ତି ନାହିଁ କି ଏମିତି ଲୋକମାନେ କେବେ କୌଣସି କଥା କୁ ନେଇ ଅସୁବିଧାରେ ପଡନ୍ତୁ । କେତେବେଳେ ଜାଣିଶୁଣି କିମ୍ବା ଅଜଣାରେ ଆମଦ୍ଵାରା କିଛି ଏମିତି ଭୁଲ ହୋଇଯାଏ ଯେଉଁ କାରଣରୁ ଏହି ଖାସ ଲୋକମାନଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

ପ୍ରାୟତଃ ଦେଖାଯାଇଥାଏ କି କିଛି ଲୋକମାନେ ନିଜର ସ୍ଵାର୍ଥ ପାଇଁ ଅନ୍ୟ ଲୋକମାନଙ୍କୁ ଧୋକା ଦେବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଜି ଆମେ ଆପଣମାନଙ୍କୁ ଏମିତି ୩ଟି ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଧୋକା ଦେବା ମଣିଷ ପାଇଁ ସବୁ ବେଶୀ କ୍ଷତି ହୋଇଥାଏ ।

ଭୁଲରେ ବି ଏହି ୩ ଟି ଲୋକମାନଙ୍କୁ ଧୋକା ଦେବେ ନାହିଁ

#୧. ମାତା ପିତା

ବୋଧେ ଏମିତି କେଉଁ ମଣିଷ ଆପଣଙ୍କୁ ମିଳିବେ ଯିଏ କି ନିଜର ବାପା ମାଙ୍କୁ ଭଲ ନ ପାଉଥିବ । ମାତା ପିତାଙ୍କ ସ୍ଥାନ ଆମର ଜୀବନରେ ବହୁତ ମହତ୍ବପୂର୍ଣ ହୋଇଥାଏ । କେତେକ ଲୋକଙ୍କ ପାଇଁ ତାଙ୍କ ର ବାପା ମା ଭଗବାନ ସମାନ ହୋଇଥାନ୍ତି । କିନ୍ତୁ କେତେ ଥର ଏମିତି ଦେଖା ଯାଇଥାଏ କି ପିଲାମାନେ ନିଜର ବାପା ମାନଙ୍କ ସହିତ କିଛି ଭୁଲ କରିଦିଅନ୍ତି କିମ୍ବା ବାହା ହେବା ପରେ ତାଙ୍କ ସହିତ ଦୁର୍ବ୍ୟବହାର କରନ୍ତି ।

ଆମେ କହିଦେଉଛୁ ଏପରି କରିବା ଦ୍ଵାରା ଆପଣଙ୍କୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ଯେଉଁ ଲୋକ ନିଜର ମାତା ପିତାଙ୍କୁ ଧୋକା ଦିଏ ତାହା ଏହି ଦୁନିଆର ସବୁଠୁ ବଡ ପାପ ବୋଲି କୁହାଯାଇଛି ଏବଂ ସେ ନିଶ୍ଚିତ ବରବାଦ ହୋଇଯିବ । ସେଥିପାଇଁ ଭୁଲରେ ବି ନିଜର ମାତା ପିତାଙ୍କୁ କଷ୍ଟ ଦିଅନ୍ତୁ ନାହିଁ ।

#୨. ପତ୍ନୀ (ଜୀବନସାଥୀ)

ପତ୍ନୀକୁ ଜୀବନର ସାଥି ବୋଲି କୁହାଯାଇଥାଏ । ପତ୍ନୀ ହିଁ ଯିଏ କି ଆପଣଙ୍କର ସବୁ କାମରେ ଆପଣଙ୍କ ସହିତ ଛିଡା ହୋଇଥାଏ । ତେବେ ତାହା ସୁଖ ହେଉ କିମ୍ବା ଦୁଖ ହେଉ । ସେ ନିଜର ବାପା ମାଆଙ୍କର ଘର ଛାଡି ନିଜର ସ୍ଵାମୀ ଘରକୁ ଆସିଥାଏ ଏବଂ ତାହାର ସ୍ଵାମୀ ହିଁ ତାହ ପାଇଁ ସବୁ କିଛି ହୋଇଥାଏ । ଯଦି କୌଣସି ବ୍ୟକ୍ତି ନିଜର ସ୍ତ୍ରୀ କୁ ଧୋକା ଦେଇଥାଏ ତେବେ ଏହାକୁ ମଧ୍ୟ ଭୟଙ୍କର ପାପ ବୋଲି କୁହାଯାଇଛି । ସେଥିପାଇଁ ନିଜର ସ୍ତ୍ରୀ କୁ କେବେ ବି ଭୁଲରେ ବି ଧୋକା ଦେବେ ନହିଁ ।

#୩. ନିଜ କୁ

କେତେ ଥର ଦେଖାଯାଇଛି କି ଲୋକମାନେ ନିଜକୁ ଧୋକା ଦେଇଥାନ୍ତି । ଯଦି ଆପଣ ଜାଣିଛନ୍ତି କି ଆପଣ କିଛି ଭଲ କରି ପାରିବେ କିନ୍ତୁ ତଥାପି ଆପଣ ଭୁଲ ରାସ୍ତାରେ ଯାଉଛନ୍ତି ତେବେ ତାହା ଆପଣ ନିଜକୁ ଧୋକା ଦେବ ସଙ୍ଗେ ସମାନ ଅଟେ । ଯଦି କୌଣସି ବ୍ୟକ୍ତି ନିଜ ସହିତ ବିଶ୍ଵାସୀ ନ ହେବ ତେବେ ସେ ଅନ୍ୟ ଲୋକଙ୍କ ସହ ମଧ୍ୟ ବିଶ୍ଵାସୀ ହୋଇ ପାରିବ ନାହିଁ ।

ସେଥିପାଇଁ ସର୍ବେ ପ୍ରଥମେ ମଣିଷ ନିଜ ସହିତ ବିଶ୍ଵାସୀ ହେବା ଆବଶ୍ୟକ । ଯେଉଁ ମଣିଷ ନିଜକୁ ଧୋକା ଦେଇଥାଏ ସେ ଜଲ୍ଦି ବରବାଦ ହୋଇଯାଇଥାଏ ।