ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେ ବି ଦାନ୍ତ ହଲିବ ନାହିଁ, କଳା ହଳଦିଆ ଦାନ୍ତ ମୋତି ଭଳି ଧଳା ହେଇଯିବ କେବଳ କରନ୍ତୁ ଏହି ଦେଶୀ ଉପାୟ

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ହସ ସବୁଠାରୁ ସୁନ୍ଦର ହୋଇଥାଏ । ତେବେ ଏହି ହସ ଦାନ୍ତ ପାଇଁ ଆକର୍ଷଣୀୟ ହୋଇଥାଏ ଅନ୍ୟ ମାନଙ୍କ ନଜରରେ । କିନ୍ତୁ କିଛି ଲୋକ ଦାନ୍ତ ସହ ଜଡିତ ଅନେକ ସମସ୍ୟା ଭୋଗ କରୁଛନ୍ତି । କାହାର ଦାନ୍ତ ବିନ୍ଦା ହେଉଛି ତ କାହାର ଦାନ୍ତ ହଳଦିଆ କିମ୍ବା କଳା ପଡିଯାଉଛି ତେବେ ଏହି ସମସ୍ୟାରୁ ଆପଣ କିଭଳି ମୁକ୍ତି ପାଇବେ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆମର ଏହି ପୋଷ୍ଟ ମାଧ୍ୟମରେ ।

ଦାନ୍ତ ସହ ଜଡିତ ଉପାୟଟିକୁ ବନାଇବା ପାଇଁ ପ୍ରଥମେ ଆପଣଙ୍କୁ ଦୁଇ ଚାମଚ  ସୋରିଷ ତେଲ ନେବା ଆବଶ୍ୟକ । ଏବେ ଆପଣ ସେହି ସୋରିଷ ତେଲରେ ଗୋଟିଏ ଚୁଟ୍କି ତଥା ପୁରା ଅଳ୍ପ ହଳଦୀ ବ୍ୟବହାର କରନ୍ତୁ । ଆପଣ ଏଥିରେ ତୃତୀୟ ସାମଗ୍ରୀ ଭାବରେ ଅଳ୍ପ ଲୁଣ ବ୍ୟବହାର କରନ୍ତୁ । ଏବେ ଆପଣଙ୍କୁ ଏହି 3ଟି ସାମଗ୍ରୀକୁ ଭଲ ଭାବରେ ମିଶାଇବାକୁ ପଡିବ ।

ମିଶାଇ ସାରିବା ପରେ ଏହା ଏକ ପେଷ୍ଟ ଭଳି ପ୍ରସ୍ତୁତ ହୋଇଯିବ । ଏବେ ଆପଣଙ୍କ ଦାନ୍ତ ପାଇଁ ଏହି ଉପାୟଟି ସମ୍ପୂର୍ଣ ଭାବରେ ପ୍ରସ୍ତୁତ । ଏହାପରେ ଆପଣ ଏହି ଉପାୟକୁ ନିଜର ଆଙ୍ଗୁଠି ସାହାର୍ଯ୍ୟରେ ନେଇ ନିଜ ଦାନ୍ତ ଏବଂ ମାଢିରେ ମାଲିସ କରନ୍ତୁ । ଆପଣଙ୍କୁ ଏହାକୁ 5 ରୁ 10 ମିନିଟ ପର୍ଯ୍ୟନ୍ତ ମାଲସ କରିବା ପାଇଁ ପଡିବ । ଏହିଭଳି ଭାବରେ ଆପଣ ହାର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ଦାନ୍ତ ଜନତ କୌଣସି ସମସ୍ୟା ଦେଖା ଦେବ ନାହିଁ ।

ଦାନ୍ତ ବିନ୍ଧିବା ଦାନ୍ତରେ ପୋକ ଲାଗିବା ଭଳି ଅନେକ ସମସ୍ୟାର ଅନ୍ତ ସମ୍ପୂର୍ଣ ଭାବରେ ହେବା ସହ ଜୀବନରେ ଆଉ କେବ ମଧ୍ୟ ଆପଣଙ୍କୁ ଏହି ଅସୁବିଧା ଭୋଗ କରିବା ପାଇଁ ପଡିବ ନାହି । ତେବେ ଦାନ୍ତର ସମସ୍ୟାକୁ ଦୂର କରିବା ପାଇଁ ଆଉ ଏକ ଉପାୟ ଆମେ ଆପଣଙ୍କୁ ଜଣାଇବା ପାଇଁ ଯାଉଛୁ । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଘଷି ପାଉଁଶ ଆବଶ୍ୟକ ।

ଏହି ପାଉଁଶ ଗୋବରରୁ ପ୍ରସ୍ତୁତ ଘଷିକୁ ଜଳାଇଲେ ମିଳିଥାଏ । ଏବେ ଆପଣ ଗୋଟିଏ ଚୁଟକି ଫିଟିକିରି ଗୁଣ୍ଡ ସେଥିରେ ମିଶାନ୍ତୁ । ଆପଣ ଶୁଦ୍ଧ ଫିଟିକିରି ଆଣିବା ଦରକାର ତେଣୁ ଆପଣ ଦୋକାନକୁ ଯାଇ ଶୁଦ୍ଧ ଫିଟିକିରି ଏଥିପାଇଁ ଆଣିବା ଆବଶ୍ୟକ । ଏବେ ଆପଣ ଏଥିରେ ଅଳ୍ପ ଲୁଣ ମିଶାନ୍ତୁ । ଏହାପରେ ଆପଣ ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ଉପାୟ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ।

ଆପଣ ଏହାକୁ ଆପଣଙ୍କ ହାତ କିମ୍ବା ବ୍ରସ ସାହାର୍ଯ୍ୟରେ ନେଇ ଆପଣଙ୍କ ଦନ୍ତରେ ମାଲସ କରନ୍ତୁ । ଏହାକୁ କରିବା ପରେ ଦେଖିବେ ଆପଣ ଦାନ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।