Exclusive, କାହିଁକି ମିଡିଆ ଆଗରେ ଏମିତି କଇଁ କଇଁ ହୋଇ କାନ୍ଦି ପକାଇଲେ ନୂଆବୋହୁ Prerana… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବିବାହ ପରେ ସବୁ ଝିଅଙ୍କ ପାଇଁ ଏକ ଅପରିଚିତ ଘର ଏବଂ ଘରର ସଦସ୍ୟ ନିଜର ହେବାକୁ ଲାଗିଥାନ୍ତି । ତେବେ ଆଙ୍କରିଙ୍ଗ ଜଗତର ନାମୀ ଦାମୀ କଳାକାର ଅଶ୍ଵିନୀ ତ୍ରିପାଠୀ ଏବଂ ପ୍ରେରଣାଙ୍କ ବିବାହ ରୀତି ନୀତି ଅନୁଯାୟୀ ପୁରା ହୋଇସାରିଛି । ଉଭୟଙ୍କ ବୈବାହିକ ଜୀବନ ମଧ୍ୟ ଆରମ୍ଭ ହୋଇସାରିଛି । ବେସ ଖୁସିରେ ବିବାହ କରିଛନ୍ତି ଉଭୟ । ତେବେ ଏଭଳି କେଉଁ କଷ୍ଟ ରହିଛି ପ୍ରେରଣାଙ୍କ ମନରେ ଯାହା ତାଙ୍କୁ କ୍ୟାମେରା ଆଗରେ କନ୍ଦିବା ପାଇଁ ବାଧ୍ୟ କରିଦେଲା । ଆସନ୍ତୁ ଜାଣିବା ।

ପ୍ରେରଣା ଅଶ୍ଵିନୀଙ୍କୁ ପାଇ ବହୁତ ଖୁସି ଅଛନ୍ତି । କିନ୍ତୁ ଗୋଟିଏ ଝିଅ ପାଇଁ ସବୁବେଳେ ତା ବାପା ହିଁ ସୁପର ହିରୋ ହୋଇଥାନ୍ତି । ଆଉ ମା ଝିଅର ଦୁନିଆ ହୋଇଥାଏ । ଝିଅ ମାନେ ଯେଉଁ ଘରେ ନିଜର ପିଲାଦିନ କଟାଇଥାନ୍ତି ସେହି ଘରକୁ ପର କରି ଆସିବା ବହୁତ କଷ୍ଟ ଦେଇଥାଏ ମନକୁ । ପ୍ରେରଣାଙ୍କ କହିବା ମୁତାବିକ ସେ ଗୋଟିଏ ଜଏଣ୍ଟ ଫମିଲିରୁ ଆସିଛନ୍ତି । ଏଭଳି ଫମିଲିରୁ ଆସି ଅଭିନୟ ଜଗତରେ ପାଦ ରଖିବା ଗୋଟିଏ ଛୋଟିଆ କଥା ହୋଇନଥାଏ ।

କିନ୍ତୁ ପ୍ରେରଣାଙ୍କ କହିବା ଅନୁଯାୟୀ ତାଙ୍କ ପରିବାରରେ  ସମସ୍ତଙ୍କ ମଧ୍ୟରେ ବୁଝା ବଣା ଭଲ ପାଇବା ରହିଛି । କେହି ମଧ୍ୟ ତାଙ୍କୁ ଏସବୁ ନକରିବା ପାଇଁ ରୋକ ଲାଗଇନାହାନ୍ତି । ସମସ୍ତେ ସବୁ କ୍ଷେତ୍ରରେ ସାଥ ମଧ୍ୟ ଦେଇଛନ୍ତି । ତାଙ୍କ ବାପା ମାଙ୍କ ପାଇଁ ସେ ଆଜି ଏହି ଜାଗାରେ ଫଞ୍ଚିବା ସହ ଦୁନିଆରେ ବେସ ଭଲ ପରିଚୟ ମଧ୍ୟ ପାଇଛନ୍ତି ।

ନିଜ ଘର ଲୋକଙ୍କୁ ସେ ମିସ କରୁଥିବା କଥା କହିଛନ୍ତି । ନିଜ ଶାଶୁ ଘର ସହ ବାପ ଘର ଲୋକଙ୍କୁ ବାଲାନ୍ସ କରି ଜୀବନ ସାରା ଚାଲିବା ପାଇଁ କହିଛନ୍ତି ପ୍ରେରଣା ।ପ୍ରେରଣା ଘରର ବଡ ଝିଅ ହୋଇଥିବା ହେତୁ ତାଙ୍କ ଉପରେ ଏକ ଦାୟିତ୍ଵ ମଧ୍ୟ ରହିଛି ବୋଲି ସେ କହିଛନ୍ତି । ନିଜର ବୈବାହିକ ଜୀବନକୁ ସୁଖ ଶାନ୍ତିରେ ଚଳାଇବା ପାଇଁ ନିଜ ସତ ପ୍ରତିଶତ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ଏହି ସବୁ କଥାକୁ ମନ ପକାଇ ପ୍ରେରଣା ନିଜର କୋହକୁ ଅଟକାଇ ନପାରି କାନ୍ଦି ପକାଇଥିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।