କାହାର ନାଁ ଭାବି ବାଛନ୍ତୁ କୌଣସି ଗୋଟେ ନମ୍ବର ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? (Tarot Card Reading)

ବନ୍ଧୁଗଣ ଆପଣ ଯାହା ବିଷୟରେ ବି ଜାଣିବାକୁ ଚାହୁଁଛନ୍ତି ସେ ଆପଣଙ୍କର ବନ୍ଧୁ ବା ଜୀବନ ସାଥି ବା ପରିବାରର କୌଣସି ସଦସ୍ୟ ହୋଇ ପାରନ୍ତି । ଏମିତିକି ଆପଣଙ୍କ ଆଖ ପାଖରେ କୌଣସି ଖାସ ବ୍ୟକ୍ତି ମଧ୍ୟ ହୋଇପାରନ୍ତି ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି । ଏଥିପାଇଁ ଆପଣଙ୍କୁ ୫ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟେ ଚୁଜ କରିବାକୁ ହେବ । ଆପଣ ଏହାକୁ ଏଣ୍ଟଟେର୍ନମେଣ୍ଟ ଭାବେ ପଢି ପାରିବେ । ହୋଇପାରେ ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର ଆଉ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି ।

୧- ପ୍ରଥମ ନମ୍ବର : ଯେଉଁ ମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଜୀବନରେ ଆଗକୁ ବଢିବାକୁ ଚିନ୍ତା କରୁଛନ୍ତି ଆଉ କର୍ମକୁ ସବୁ କିଛି ଭାବୁଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ଜୀବନରେ ଯାହା ଚାହୁଁଛନ୍ତି ତାହା କରିପାରିବେ । ଆପଣ ଏମିତି ମଣିଷ ଯିଏ କି ଭବିଷ୍ୟତ ପାଇଁ ଚିନ୍ତାରେ ରହୁଛନ୍ତି । ତାଙ୍କୁ ଲାଗୁଛି ଏତେ ଭୁଲ କଥା ଚିନ୍ତା କରିବା ଠିକ ନୁହେଁ ।

୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣ ଜୀବନରେ ଯାହା ବି ଦାୟିତ୍ଵ ନେଇଥିଲେ ସେଥିରେ ସଫଳ ହୋଇପାରି ନାହାନ୍ତି । ସେ ଆପଣଙ୍କର ଲଭ ପାର୍ଟନର ବା ବନ୍ଧୁ ହୋଇପାରନ୍ତି । ସେ ଆପଣଙ୍କର ବହୁତ ଚିନ୍ତା କରୁଛନ୍ତି । ସେ ଆପଣଙ୍କ ବିଷୟରେ ନେଗେଟିଭ ଚିନ୍ତା କରୁ ନହନ୍ତି ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ସେ ଆପଣଙ୍କର ଲଭ ପାର୍ଟନର ହୋଇପାରନ୍ତି ଆଉ ତାଙ୍କ ସହ କାମ କରୁଛନ୍ତି । ଆପଣ ନିଜ ପାଇଁ ଯୋଜନା କରୁଛନ୍ତି ଆଉ ସମୟ ଦେଉଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ନିଜ ଫାଇଦା ଦେଖିଥାନ୍ତି ଓ ନିଜ କଥାକୁ ଅଧିକ ମହତ୍ଵ ଦେଇଥାନ୍ତି । ଆପଣ ଭୁଲ ହେଲେ ବି ସେହି କାମ କରିଥାନ୍ତି । ଆପଣ ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ଆପଣଙ୍କ ସହ ଲାଇଫ ବିତାଇବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ କେବେ ଛାଡିବାକୁ ଚାହୁଁ ନାହାନ୍ତି । ଏହା ଏକ ଲଭ ରିଲେଶନସିପ ହୋଇପାରେ । ସେ ଆପଣଙ୍କ ସହ ରହି ଖୁସିରେ ରହିବେ ଆଉ ପଜେଟିଭ ଚିନ୍ତା କରୁଛନ୍ତି ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ଆପଣ ଜଜମେଣ୍ଟ ଦେବା ଭଳି ବ୍ୟକ୍ତି ଅଟନ୍ତି । ଆପଣ ସତ ପଥରେ ଚାଲିଥାନ୍ତି ଏମିତି ସେ ଭାବୁଛନ୍ତି । ଆପଣ ବହୁତ ଭଲ ମଣିଷ । ଆପଣ କାହାର ଖରାପ କରନ୍ତି ନାହି । ସମସ୍ତଙ୍କର ଶୁଣିଥାନ୍ତି ଆପଣ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି ଏମିତି ସେ ଭାବୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।