Brilliant GK Q&A: ବାମରୁ ଡାହାଣକୁ ପଢିଲେ ମାଲିକ । ଡାହାଣରୁ ବାମକୁ ପଢିଲେ ଚାକର । ତାହା କେଉଁ ଶବ୍ଦ ? (Odia GK Quiz)

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- ଭଲିବଲ ଖେଳରେ ପ୍ରତି ଦଳରେ ଖେଳାଳିଙ୍କ ସଂଖ୍ୟା କେତେ ରହିଥାଏ ?

ଉ: 6 ଜଣ ଖେଳାଳି ରହିଥାନ୍ତି ।

2- ଆମେରିକାର ଜାତୀୟ ସଙ୍କେତ କଣ ଅଟେ ?

ଉ: “ସ୍ଵର୍ଣ୍ଣ ଦଣ୍ଡ” ଆମେରିକାର ଜାତୀୟ ସଙ୍କେତ ।

3- ଆସାମ, ଗୋଆ, ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ- ଏହା ମଧ୍ୟରୁ କେଉଁ ରାଜ୍ୟର ମୁଖ୍ୟ ଭାଷା ପାହାରୀ ?

ଉ: ହିମାଚଳ ପ୍ରଦେଶ ।

4- ଲାକ୍ଷାଦ୍ଵୀପ ର ରାଜଧାନୀ ର ନାମ କଣ ?

ଉ: କାଭାରତୀ ।

5- କେଉଁ ଦ୍ଵୀପକୁ ଲବଙ୍ଗ ଦ୍ଵୀପ ବୋଲି କୁହାଯାଏ ?

ଉ: ଜାଞ୍ଜିବର ଦ୍ଵୀପ ।

6- ଭାରତରେ ହିନ୍ଦୀ ଦିବସ କେବେ ପାଳନ କରାଯାଏ ?

ଉ: ସେପ୍ଟେମ୍ବର 14 ।

7- “କଳିଙ୍ଗ କପ୍” କେଉଁ ଖେଳ ସହ ସମ୍ବନ୍ଧିତ ଅଟେ ?

ଉ: ଫୁଟବଲ ଖେଳ ସହ ସମ୍ବନ୍ଧିତ ଅଟେ ।

8- ରବି ଶାସ୍ତ୍ରୀ କେଉଁ ଖେଳ ସହ ସମ୍ବନ୍ଧିତ ଅଟନ୍ତି ?

ଉ: କ୍ରିକେଟ ଖେଳ ସହ ସମ୍ବନ୍ଧିତ ।

9- ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ?

ଉ: ଲର୍ଡ ମାଉଣ୍ଟ ବ୍ୟାଟେନ ।

10- ଖାଇବା ସୋଡା ର ରାସାୟନିକ ନାମ କଣ ?

ଉ: ସୋଡିୟମ ବାଇକାର୍ବୋନେଟ ।

11- କଟକର କାଳିଆ ବୁଦାରେ କେଉଁ ସାଧୁଙ୍କର ପ୍ରସିଦ୍ଧ ଆଶ୍ରମ ଅଛି ?

ଉ: ବାୟାବାବା ଙ୍କ ଆଶ୍ରମ ଅଛି ।

12- ଶିବ ପୁରାଣ ଅନୁସାରେ କିଏ ଦକ୍ଷ ପ୍ରଜାପତିଙ୍କ ମସ୍ତକ ଛେଦନ କରିଥିଲେ ?

ଉ: ବୀରଭଦ୍ର ।

13- କ୍ଷୀରକୁ ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ କୁହା ଯାଏନାହିଁ, କାରଣ ଏଥିରେ କେଉଁ ଭିଟାମିନ ର ଅଭାବ ଥାଏ ?

ଉ: ଭିଟାମିନ-C ର ଅଭାବ ଥାଏ ।

14- ମିଟରଗଜ୍ ରେଳ ଲାଇନରେ ଦୁଇ ରେଳ ଧାରଣା ମଧ୍ୟରେ ଦୂରତା କେତେ ?

ଉ: 1.00 ମିଟର ।

15- ସବୁଠାରୁ କ୍ଷୁଦ୍ରତମ ଗ୍ରହର ନାମ କଣ ?

ଉ: ବୁଧ ସବୁଠୁ କ୍ଷୁଦ୍ରତମ ଗ୍ରହ ।

16- ତ୍ରିରଙ୍ଗା ପତାକାର ଦୈର୍ଘ୍ୟ ଏବଂ ପ୍ରସ୍ଥ ର ଭାଗମାପ କଣ ?

ଉ: 3:2 ଅନୁପାତ ।

17- ଏକ ଅଧିବର୍ଷରେ କେତେ ଦିନ ଥାଏ ?

ଉ: 366 ଦିନ ।

18- ବରଫ ଦ୍ଵାରା ନିର୍ମିତ ଘରକୁ କଣ କୁହାଯାଏ ?

ଉ: ଇଗଲୁ (Igloo) ।

19- କେଉଁ ଦେଶର ଜାତୀୟ ସଙ୍ଗୀତରେ 5ଟି ଭିନ୍ନ ଭିନ୍ନ ଭାଷା ଅଛି ?

ଉ: ଦକ୍ଷିଣ ଆଫ୍ରିକା ।

20- ବାମରୁ ଡାହାଣକୁ ପଢିଲେ ମାଲିକ । ଡାହାଣରୁ ବାମକୁ ପଢିଲେ ଚାକର । ତାହା କେଉଁ ଶବ୍ଦ ?

ଉ: GOD ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।