କାହାର ଗାଧୁଆ ପାଣି ଘରେ ପଡିଲେ ଦରିଦ୍ରତା ଦୂର ହୁଏ ? ଏହା ସହ ଆହୁରି କିଛି Ajira Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ସୁଖଶାନ୍ତିରେ ଜୀବନଜାପନ କରିବାକୁ ଚାହୁଁଥିଲେ । ତା’ ପାଖରେ ପ୍ରତ୍ଯେକଟି ଜ୍ଞାନର ଜାଣିବାର ମଧ୍ୟ ଆବଶ୍ୟକତା ରହିଥାଏ । ଯେପରି ବହୁତ ଗୁଡିଏ ଆଧ୍ୟାତ୍ମିକ ତଥା ବାସ୍ତୁବିଦ ଜ୍ଞାନ ରହିଛି । ଯାହାକୁ ପ୍ରତ୍ଯେକଟି ବ୍ୟକ୍ତି ଜାଣିବାର ଆବଶ୍ୟକତା ରହିଛି । ଯାହା ଦ୍ଵାରା ସେ ସେହି ଜ୍ଞାନ ଅନୁସାରେ ନିଜର ଜୀବନଯାପନକୁ ସରସ ଓ ସୁନ୍ଦର କରିପାରିବ । ଘରେ ସାମ୍ନାରେ କେବେବି ବିଜୁଳୀ ଖୁଣ୍ଟ, ବଡ ବଡ ଗଛ ଓ ବଡ ପଥର ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

ଯଦି ସ୍ଵପ୍ନରେ ଆପଣ ଗଛ ଚଢୁଥିବାର ଦେଖନ୍ତି । ତେବେ ଅଚାନକ ଧନପ୍ରାପ୍ତିର ସୂଚନା ମିଳିଥାଏ । ସ୍ଵପ୍ନରେ ଯଦି ଗାଈ କ୍ଷୀର ଦେଉଥିବାର ଦେଖନ୍ତି । ତେବେ ଆଗାମୀ ଦିନରେ ସୁଖ ସମୃଦ୍ଧି ପ୍ରାପ୍ତିର ସୂଚନା ମିଳିଥାଏ । ପିଲାଙ୍କ ପଢିବା ଘରେ ମୟୂର ପଙ୍ଖ, ଗଣେଶ ଓ ସରସ୍ଵତୀ ଫୋଟୋ ଲଗାଇଲେ । ପାଠ ପଢାରେ ପିଲାଙ୍କ ଆଗ୍ରହ ବଢିଥାଏ ।

ଅଶୋକ ଗଛର ଚେରକୁ ଠାକୁର ଘରେ ରଖି ପୂଜା କରିଲେ, ଧନର ଅଭାବ ଦୂର ହୋଇଥାଏ । ଘରର ଦୁଆର ମୁହଁରେ ରଙ୍ଗୋଲୀ କରିଲେ । ଅଯଥା ଖର୍ଚ ଦୂର ହୋଇଥାଏ । ଏହା ସହିତ ଧନ ମଧ୍ୟ ଘରେ ବୃଦ୍ଧି ପାଇଥାଏ । ଗୁରୁବାର ଦିନ ହଳଦୀ ପାଣି ଦୁଆର ମୁହଁରେ ଛିଞ୍ଚିଲେ । ଘରେ ଶାନ୍ତି ବଢିବା ସହ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ ।

ଘରେ କେବେବି ତାଜମହଲ ଫୋଟୋ କିମ୍ବା କାଲେଣ୍ଡର ଲଗାନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସୋମବାର ଦିନ ଚାନ୍ଦିର ମୁଦି କରି ପିନ୍ଧିଲେ । ଏହା ବହୁତ ଶୁଭ ହୋଇଥାଏ । ଏହା ସହିତ ମନୋବାଞ୍ଛିତ କାର୍ଯ୍ୟ ମଧ୍ୟ ସିଦ୍ଧିପ୍ରାପ୍ତି ହୋଇଥାଏ । ଯଦି ଜୀବନରେ ପ୍ରତ୍ଯେକଟି ଜିନିଷ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି । ଓମ୍ ନମଃ ଭଗବତେ ବାସୁଦେବାୟଃ ମନ୍ତ୍ର ପାଠ କରିବା ଉଚିତ । କୁଷ୍ଠରୋଗୀଙ୍କୁ ଭୋଜନ କରାଇଲେ । ଏହା ସହିତ ସପ୍ତ ସତୀମନ୍ତ୍ର ପାଠ କଲେ । ମଙ୍ଗଳ ହେବା ସହ ଅଭୁଭତ୍ଵ ମଧ୍ୟ ଦୂରୀଭୂତ ହୋଇଥାଏ । ବ୍ୟବସାୟରେ ଲାଭ ପାଇବା ପାଇଁ ଏବଂ ଚର୍ମ ରୋଗ ଦୂର କରିବା ପାଇଁ ଯେକୌଣସି ୨ ଟି ପକ୍ଷୀକୁ କିଣି ଉଡାଇ ଦିଅନ୍ତୁ ।

ଶୁକ୍ରବାର ଦିନ ଗାଈକୁ ଗାଧେଇ ଦିଅନ୍ତୁ । ଏହା ସହିତ ଗାଈ ଗାଧୁଆ ପାଣି ଯେଉଁ ଯେଉଁ ଜାଗାରେ ପଡିଥାଏ । ଘରୁ ଦରିଦ୍ରତା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ଅଧିକରୁ ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ