ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।
୧- କେଉଁ ଜିନିଷ ଆପଣ କାଟିବା ପରେ ଗୀତ ଗାଇବା ଆରମ୍ଭ କରି ଦିଅନ୍ତି ?
ଉ: ଜନ୍ମଦିନ କେକ୍
୨- କେଉଁ ଦେଶରେ ସବୁଠୁ ଅଧିକ ଦିଆସିଲି ତିଆରି କରାଯାଏ ?
ଉ: ଭାରତ ରେ

୩- ଜଣେ ବ୍ୟକ୍ତି ରାତିରେ ଶୋଇବା ସମୟରେ କେତେ ଥର କଡ ଲେଉଟାଇ ଥାଏ ?
ଉ: ୪୦ରୁ ୫୦ ଥର କଡ ଲେଉଟାଇ ଥାଏ ।
୪- କେଉଁ ଦେଶରେ ହଜାର ହଜାର ଲୋକଙ୍କ ନାମ ABCDE ଅଟେ ?
ଉ: ଆମେରିକା ରେ
୫- ଫେସବୁକର ପୁରୁଣା ନାମ କଣ ଥିଲା ?
ଉ: ଫେସମାସ୍
୬- କେଉଁ ଦେଶରେ ସବୁଠୁ ଅଧିକ ହସ୍ପିଟାଲ ରହିଛି ?
ଉ: ଆମେରିକାରେ
୭- କେଉଁ ଜୀବ ଓଲଟା ଚାଲିପାରେ ନାହିଁ ?
ଉ: କଙ୍ଗାରୁ ଓଲଟା ଚାଲିପାରେ ନାହିଁ ।
୮- କେଉଁ ଦେଶରେ ସବୁଠାରୁ କମ୍ ବ୍ଯାଙ୍କ ରହିଛି ?
ଉ: ଭେଟିକାନ ସିଟି ରେ

୯- କେଉଁ ଦେଶରେ ଦୁଇ ଜଣ ରାଷ୍ଟ୍ରପତି ଥାଆନ୍ତି ?
ଉ: ସନ୍ ମରିନୋ ଦେଶରେ
୧୦- କେଉଁ ଜୀବର ଦାନ୍ତ ସବୁବେଳେ ବୃଦ୍ଧି ପାଇଥାଏ ?
ଉ: ଠେକୁଆର ଦାନ୍ତ ସବୁବେଳେ ବଢିଥାଏ ।
୧୧- କେଉଁ ଦେଶରେ ମାଛ ବର୍ଷା ହୋଇଥାଏ ?
ଉ: ହେଦୁରସ ରେ
୧୨- ଭାରତରେ ସମୁଦାୟ କେତେ ଗୋଟି ଗ୍ରାମ ରହିଛି ?
ଉ: ୬ ଲକ୍ଷ ୪୯ ହଜାର ୪୮୧ ଟି ଗାଁ ରହିଛି
୧୩- ହେଲିକପ୍ଟରରେ ସର୍ବାଧିକ କେତୋଟି ସିଟ୍ ରହିଥାଏ ?
ଉ: ୧୨ ଟି ସିଟ୍ ଥାଏ
୧୪- କଙ୍ଗାରୁ କେଉଁ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଟେ ?
ଉ: ଅଷ୍ଟ୍ରେଲିଆର

୧୫- ଲାଲକିଲ୍ଲା ଭାରତ ବ୍ଯତୀତ ଆଉ କେଉଁ ଦେଶରେ ରହିଛି ?
ଉ: ପାକିସ୍ତାନରେ
୧୬- ଭାରତର ପ୍ରଥମ ନାଗରିକ କିଏ ?
ଉ: ରାଷ୍ଟ୍ରପତିଙ୍କୁ ଭାରତର ପ୍ରଥମ ନାଗରିକ ବୋଲି କୁହାଯାଏ ।
୧୭- ୧ ଟନ୍ କେତେ କିଲୋ ସହ ସମାନ ଅଟେ ?
ଉ: ୧ ଟନ୍ = ୧୦୦୦ କିଲୋ
୧୮- କେଉଁ ଦେଶରେ କ୍ଷୀର ବିକ୍ରି କରିବା ଏକ ଅପରାଧ ଅଟେ ?
ଉ: ଫିନଲାଣ୍ଡରେ
୧୯- ପାକିସ୍ତାନର ରାଷ୍ଟ୍ରୀୟ ପଶୁର ନାମ କଣ ?
ଉ: ମାରଖୋର
୨୦- କଦଳୀ ସହ କଣ ଖାଇଲେ ମଣିଷ ମରିଯାଏ ?
ଉ: ଅଣ୍ଡା ଖାଇଲେ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନୋତ୍ତର ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।