ପତ୍ନୀ ବିଦ୍ୟାଭାରତୀଙ୍କ ପ୍ରତି ଏତେ ଭଲପାଇବା ତାଙ୍କୁ କଣ ଦେଲା ? କବିତା ମାଧ୍ୟମରେ ସୌମ୍ୟଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛନ୍ତି ଏହି କୁନି ବାଳକ, ଦେଖନ୍ତୁ Video

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ର-ହ-ସ୍ୟ-ଜ-ନ-କ ମୃ-ତ୍ୟୁ-କୁ ଏବେ ପ୍ରାୟ ୩୫ ଦିନ ଉପରେ ବିତି ଗଲାଣି । କିନ୍ତୁ ଏହି ର-ହ-ସ୍ୟରୁ ପରଦା ଉଠିବା ପରିବର୍ତ୍ତେ ଏହା ଦିନକୁ ଦିନ ଅଡୁଆ ସୂତା ପରି ଗୁଡେଇ ହେବାକୁ ଲାଗିଛି । ସୌମ୍ୟଙ୍କ ଘରଲୋକ ପ୍ରଥମରୁ ବୋହୂ ବିଦ୍ୟାଭାରତୀ, DFO ଓ ରୋଷେୟାଙ୍କ ଉପରେ ଆ-ରୋ-ପ ଲଗାଇଥିଲେ ମଧ୍ୟ ଏପର୍ଯ୍ଯନ୍ତ କୌଣସି କିଛି ମଧ୍ୟ ପ୍ରମାଣିତ ହୋଇ ପାରିନାହିଁ ।

ପୋଲିସର ତ-ଦ-ନ୍ତ-ରେ ସୌମ୍ୟଙ୍କ ପରିବାର ଅସନ୍ତୁଷ୍ଟ ଥିବା ବେଳେ ବର୍ତ୍ତମାନ ତ-ଦ-ନ୍ତ-ଭା-ର କ୍ରା-ଇ-ମ-ବ୍ରା-ଞ୍ଚ-କୁ ହସ୍ତଗତ କରାଯାଇଛି । ଆଉ କ୍ରା-ଇ-ମ-ବ୍ରା-ଞ୍ଚ ଜୋରସୋର ତ-ଦ-ନ୍ତ ଚଳେଇଥିବା ଜଣାପଡିଛି । ତେବେ ଏହାମଧ୍ୟରେ ସୌମ୍ୟଙ୍କ ପ୍ରେମ, ବିବାହ, ବୈବାହିକ ଜୀବନର ଝ-ଡ, ମୃ-ତ୍ୟୁ ଓ ନ୍ୟା-ୟ ପାଇଁ ଏକ ସୁନ୍ଦର କବିତା ଲେଖିଛନ୍ତି ଜଣେ କୁନି ପିଲା । କବିତାରେ ସେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି କିପରି ନ-କ-ରା-ତ୍ମ-କ ଲୋକମାନେ ସବୁବେଳେ ସକାରାତ୍ମକ ଲୋକଙ୍କୁ ଆ-ଘା-ତ ଦେଇ ଆସିଛନ୍ତି ।

ତଥାପି ଆମକୁ ସବୁବେଳେ ସକରାତ୍ମକ ହେବାକୁ କାହିଁକି ଶିକ୍ଷା ଦିଆଯାଏ ବୋଲି ସେ ପ୍ରଶ୍ନ କରିଛନ୍ତି । ସୌମ୍ୟଙ୍କ ମୃ-ତ୍ୟୁ ମାମଲାରେ ଆଜିଯାଏ ଯାହା ମଧ୍ୟ ତଥ୍ୟ ମିଳିଛି ସେହି ଆଧାରରେ ଜଣା ପଡିଛି କି ପତ୍ନୀ ବିଦ୍ୟାଭାରତୀଙ୍କୁ ଖୁବ ଭଲ ପାଉଥିଲେ ସୌମ୍ଯ ରଞ୍ଜନ । ତଥାପି ଏହି ଭଲ ପାଇବା ତାଙ୍କର କୌଣସି କାମରେ ଆସିଲା ନାହିଁ । ଓଲଟା ତାଙ୍କ ମୃ-ତ୍ୟୁର କାରଣ ସାଜିଲା । କୁନି ପିଲାଟି ତାର ଏହି ସୁନ୍ଦର କବିତାରେ ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟ-କୁ ନେଇ ଅନେକ ପ୍ରଶ୍ନ ପଚାରିଛି ଓ କିଛି ଉତ୍ତମ ବାର୍ତ୍ତା ମଧ୍ୟ ଦେଇଛି ।

ଆହୁରି ମଧ୍ୟ ନିଜ କବିତା ମାଧ୍ୟମରେ ପିଲାଟି ସୌମ୍ୟଙ୍କ ପାଇଁ ଉଚିତ ନ୍ୟା-ୟ ମାଗିଛନ୍ତି, ଯାହାଦ୍ୱାରା ସରକାର ଓ ପ୍ରଶାସନ ଉପରେ ଲୋକଙ୍କ ବିଶ୍ବାସ ଭାଙ୍ଗି ଯିବ ନାହିଁ । ଆପଣଙ୍କୁ କୁନି ପିଲାର ଏହି ନ୍ୟାୟ କବିତା ଭଲ ଲାଗିଥିଲେ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।