Breaking news: ପୋଲିସର ଦବଙ୍ଗଗିରି, କହିଲେ କବାଟ ଖୋଲ ନ ହେଲେ ଘରେ ପଶି କରିବୁ ଏନକାଉଣ୍ଟର !

ସାଧାରଣ ଲୋକଙ୍କ ଉପରେ ପୋଲିସ ଦେଖାଇଛି ଦବଙ୍ଗଗିରି । ରାତି ଅଧରେ ଆ-ନ୍ଦୋ-ଳ-ନ-କା-ରୀ-ଙ୍କ ପରିବାର ଲୋକଙ୍କୁ ପୋଲିସ ଏ-ନ-କା-ଉଣ୍ଟ-ର ଧ-ମ-କ ଦେଇଥିବା ଅ-ଭି-ଯୋ-ଗ ହୋଇଛି । ଖରସ୍ରୋତା ସଂଗ୍ରାମ ସମିତିର ଜଣେ ସକ୍ରିୟ ସଦସ୍ୟ ହେଉଛନ୍ତି ଶରତ ରାଉତ ।

ତେବେ ଆ-ନ୍ଦୋ-ଳ-ନ ପରେ ରାତି ଅଧରେ ପୋଲିସ ଶରତଙ୍କ ପରିବାରକୁ ଯାଇ ଧ-ମ-କ ଚ-ମ-କ ଦେବା ସହ ତାଙ୍କ ଘରର ଝରକା ମଧ୍ୟ ଭ-ଙ୍ଗା-ରୁ-ଜା କରିଛି । ଆନ୍ଦୋଳନ ପରେ ଏହା ଥିଲା ରାଜକନିକାର ଭରିପଦା ଗାଁ ର କନେଇଢିଅ ପଞ୍ଚାୟତର ଶରତ ରାଉତଙ୍କ ପତ୍ନୀଙ୍କ କ୍ଷୋ-ଭ । ରାତି ସମୟରେ ଶରତ ତାଙ୍କ ଘରେ ନ ଥିଲେ । ହଠାତ ଅଧ ରାତିରେ କିଛି ପୋଲିସ ଅଧିକାରୀ ପଶି ଆସିଥିଲେ ଗାଁ କୁ ଆଉ ଶରତଙ୍କ ଘରକୁ ଯାଇ ଶରତ ଅଛନ୍ତି କି ନାହିଁ କହି ଖୋଜିଥିଲେ । ଘରଲୋକେ ଭୟରେ କ-ବା-ଟ ଖୋଲି ନ ଥିଲେ ।

କିନ୍ତୁ ଶରତ ଘରେ ନାହାନ୍ତି ବୋଲି ସେମାନଙ୍କୁ କହିଥିଲେ । କିନ୍ତୁ ମାନି ନ ଥିଲେ ପୋଲିସ ଅଧିକାରୀ । ଜ-ବ-ର-ଦ-ସ୍ତି ଘରେ ପ-ଶି-ବାକୁ ଚେଷ୍ଟା କରିବା ସହ କବାଟ ନ ଖୋଲିଲେ ଝରକା ତାଡି ସମସ୍ତଙ୍କୁ ଏ-ନ-କା-ଉଣ୍ଟ-ର କରିଦେବୁ କହି ଧ-ମ-କ ଦେଇଥିଲେ । ଶରତ ଘରେ ନ ଥିବା ପୋଲିସର ଆ-କ୍ରୋ-ଶ-ର ଶି-କା-ର ହୋଇଥିଲେ ଶରତଙ୍କ ପତ୍ନୀ ଓ ପୁଅ । ସେମାନେ କବାଟ ନ ଖୋଲିବାରୁ ପ୍ରାୟ ଏକ ଘଣ୍ଟା ଧରି କବାଟ ଝରକା ବା-ଡେ-ଇ-ବା ସହ ତାଙ୍କ ଝରକା ମଧ୍ୟ ତା-ଡି ପକାଇଥିଲେ ।

ଆଉ ସେହିପଟେ ସମସ୍ତଙ୍କୁ ଏ-ନ-କା-ଉ-ଣ୍ଟ-ର କରିଦେବେ ବୋଲି ଧ-ମ-କ ଦେଇଥିଲେ । ସେହି ବ୍ୟକ୍ତି ଜଣକ ନିଜକୁ ଜଣେ ପୋଲିସ କହିଥିବା ବେଳେ ତାଙ୍କୁ ଶରତଙ୍କ ପରିବାର ଚିହ୍ନି ନ ଥିବା କହିଛନ୍ତି । ଶେଷରେ କବାଟ ଧ-କ୍କା ମା-ରି ପୋଲିସ ଅଧିକାରୀ ଆଉ ତାଙ୍କର ଅନେକ ସହକର୍ମୀ ଘରକୁ ଜ-ବ-ର-ଦ-ସ୍ତି ପ-ଶି-ଥିଲେ । ଶରତଙ୍କ ପତ୍ନୀ ଓ ତାଙ୍କ ପୁଅ ସହ ଧସ୍ତାଧସ୍ତି କରିବା ସହ ଶାଢୀ ମଧ୍ୟ ଟା-ଣି ପକାଇ ଥିଲେ । ଘରେ ଜିନିଷ ପତ୍ର ସବୁ ଫୋ-ପ-ଡା ଫୋ-ପା-ଡି କରିବା ସହ ଚାରିଆଡେ ଶରତଙ୍କୁ ଖୋଜିଥିଲେ ।

ଆ-ନ୍ଦୋ-ଳ-ନ-କା-ରୀ-ଙ୍କ ପରିବାର ଉପରେ ଅ-ତ୍ୟା-ଚା-ର କଲେ ସେମାନେ ଯେପରି ଭୟରେ ଆ-ନ୍ଦୋ-ଳ-ନ-ରୁ ଓହରି ଯିବେ ଏହା ହିଁ ସେମାନଙ୍କ ମୂଳ ଲକ୍ଷ ବୋଲି କହିଛନ୍ତି ଶରତ । ଆ-ନ୍ଦୋ-ଳ-ନ-କା-ରୀ ଗି-ର-ଫ ହେବା ପରେ କଂଗ୍ରେସର କିଛି ନେତା ଭାରିକଦା ଯାଇ ବୁଲି ଦେଖିଥିଲେ ଓ ପୋଲିସର ଏଭଳି ଦବଙ୍ଗଗିରିକୁ ନାପସନ୍ଦ ମଧ୍ୟ କରିଥିଲେ । ଜଣଙ୍କୁ ଗି-ର-ଫ କଲେ ଆହୁରି ଶହେ ଜଣ ବାହାରିବେ ବୋଲି ଚେତାଇ ଦେଇଥିଲେ ମଧ୍ୟ । ତେବେ ଏନେଇ କାହିଁକି ଜିଲ୍ଲା ପ୍ରଶାସନ ପଛଘୁଞ୍ଚା ଦେଉଛି ବୋଲି ଲୋକେ ଚାହୁଁଛନ୍ତି ଆଲୋଚନା ।

ସରକାରଙ୍କ ଲକ୍ଷ ମୌଳିକ ସମସ୍ୟାର ସମଧାନ କରିବା ହେଉ, ଲୋକମତକୁ ଚପାଇ ଦେବା ନ ହେଉ ବୋଲି ସେମାନେ କହିଛନ୍ତି । ଭାରିକଦାର ଆ-ନ୍ଦୋ-ଳ-ନ ସ୍ଥଳରେ କାମ କରିବା ପାଇଁ ପୁଣି ଥରେ ପ୍ରସ୍ତୁତ ଚଳାଇଛି ଜିଲ୍ଲା ପ୍ରଶାସନ । ଭ-ଙ୍ଗା-ରୁ-ଜା ହୋଇ ପଡି ରହିଥିବା ଜେସିବି ଓ ଟ୍ରକ ଆଦି ମରାମତି କରାଉଛି । ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଜିଲ୍ଲା ପ୍ରଶାନ ଓ ଆ-ନ୍ଦୋ-ଳ-ନ-କା-ରୀ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।