“କାର ଖାନା” ପାଇଁ ରାସ୍ତାରେ ବଢୁଛି ଭିଡ଼, ଚିନ୍ତାରେ ପଡ଼ିଲେଣି ଦୁଇ ଯା’ ନେହା ଓ ରଶ୍ମିତା।

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଜାଣିଥିବେ ଗତ କିଛି ଦିନ ହେବ କାରଖାନା ର ଦୁଇ ଯା ନେହା ଓ ରଶ୍ମିତା ନିଜର ଖାଦ୍ୟ ପ୍ରସ୍ତୁତି କୁ ନେଇ ବେଶ ଚର୍ଚ୍ଚା ରେ ଅଛନ୍ତି । ଦୁଇ ଯା ଙ୍କର ଖାଇବାକୁ ଲୋକ ମାନେ ଏତେ ପ୍ରଶଂସା କରୁଛନ୍ତି ଯେ ରାସ୍ତା ରେ ଏବେ ଗହଳି ହେବାରେ ଲାଗିଲାଣି । ଆଉ ଗହଳି କାରଣରୁ ଲୋକ ମାନେ ଲାଇନ ଲଗାଇ ମଧ୍ୟ ଖାଇବାକୁ ଆସୁଛନ୍ତି । ଯାହା କାରଣରୁ ଅନ୍ୟ ଲୋକ ମାନେ ଯାତାୟତ କରିବାରେ ଅସୁବିଧା ର ସମୁଖିନ୍ନ ହେଉଛନ୍ତି ।

ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । କାରଖାନା କୁ ନେଇ ଏବେ ଅଡୁଆରେ ପଡିଛନ୍ତି ନେହା ଓ ରଶ୍ମିତା । ରାସ୍ତାରେ ଗହଳି କାରଣରୁ ଲୋକେ ଯାତାୟତ କରିବା ପାଇଁ ହଟାହଟ ହେଉଛନ୍ତି । ଉପଯୁକ୍ତ ଜାଗା ପାଇଁ ପ୍ରଶାସନ କୁ କରିଲେ ଅନୁରୋଧ ଏହି ଦୁଇ ଯା । ହଁ ଦର୍ଶକ ବନ୍ଧୁ କାରଖାନା ପାଖରେ ଏବେ ଲାଗୁଛି ଗହଳି ଖାଦ୍ଯ ର ଟେଷ୍ଟକୁ ନେଇ । ଏମିତିକି ଲୋକ ମାନେ ଏବେ ଲମ୍ବା ଲାଇନ ଲଗାଇ ଖାଇବାକୁ ପସନ୍ଦ କରୁଛନ୍ତି ।

କିନ୍ତୁ ରାସ୍ତାରେ ଗହଳି ଲାଗିବା କାରଣରୁ ଅନ୍ୟ ଲୋକ ମାନେ ଯାତାୟତ କରିବା ପାଇଁ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ସେଥିପାଇଁ ଉପଯୁକ୍ତ ସ୍ଥାନ ଟିର ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ପ୍ରଶାସନ କୁ ଅନୁରୋଧ କରିଛନ୍ତି କାରଖାନା ର ଦୁଇ ଯା ନେହା ଓ ରଶ୍ମିତା । ସରକାର ଙ୍କ ତରଫରୁ ମିସନ ଶକ୍ତି ଯୋଜନାରେ ଅନେକ ମହିଳା ଆତ୍ମନିର୍ଭରଶୀଳ ହେବା ସହ ବିଭିନ୍ନ ପ୍ରକାରର ସହାୟତା ଓ ସହଯୋଗ ଯୋଗାଇ ଦିଆ ଯାଉଛି ।

ଏଣୁ କାରଖାନା କୁ ମଧ୍ୟ ଉପଯୁକ୍ତ ସ୍ଥାନ ଟିଏ ମିଳିଲେ ଓ ବିଭିନ୍ନ ପ୍ରକାରର ପ୍ରୋଶ୍ଚାହନ ମିଳିଲେ ଗ୍ରାହକ ମାନଙ୍କୁ ସୁଲଭ ମୂଳରେ ଟେଷ୍ଟି ଖାଦ୍ଯ ପରଶିବା ପାଇଁ ଆସା ବାନ୍ଧିଛନ୍ତି ଏହି ଦୁଇ ଯା । ଗତ କାଲି ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ନେହା ଓ ରଶ୍ମିତା ଙ୍କୁ ସହାୟତା ଓ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

ଭୂବନେଶ୍ବର ମେୟର ସୁଲୋଚନା ଦାସ, ମିସନ ଶକ୍ତିର ମୁଖ୍ୟ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ମଧ୍ୟ ଶିକ୍ଷିତ ହୋଇଥିଲେ ବି ନିଜର ଷ୍ଟାଟର କାରଖାନା ର ଦୁଇ ଯା ଙ୍କୁ ସହାୟତା ଯୋଗା ଦେବାକୁ ଏବେ ନେହା ଙ୍କ ମା ଅନୁରୋଧ କରିଛନ୍ତି । ତେବେ ନେହା ଓ ରଶ୍ମିତା ଙ୍କୁ ପ୍ରଶାସନ ତରଫରୁ ଯଦି ସହାୟତା ମିଳିଯିବ ତେବେ ସେମାନେ ଗୋଟେ ରେଷ୍ଟୁରାଣ୍ଟ ଖୋଳିବେ କହିଛନ୍ତି ନେହା ଙ୍କ ମା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।